ଦଗା ଦେଲା ହାଇବ୍ରୀଡ ଧାନ ବିହନ: ଫଳୁଛି ଅଗାଡ଼ି, ଭରି ଯାଇଛି ଘାସ, ତିନି ସ୍ତରରେ ଧରୁଛି ଗଭା
ଜୟପୁର: ହାଇବ୍ରୀଡ ଧାନ ବିହନରେ ୯୦ରୁ ୧୨୫ଦିନ ମଧ୍ୟରେ ଏକର ପିଛା ୨୫ରୁ ୩୫କୁଇଣ୍ଟାଲ ଧାନ ଅମଳକ୍ଷମ ହୋଇଥିବାରୁ ଗତ କିଛି ବର୍ଷ ହେବ ସବୁ ଚାଷୀଙ୍କର ପସନ୍ଦରେ ପରିଣତ ହୋଇଥିଲା। ତେବେ ଏହି ଧାନ ବିହନରେ ଅଧିକା ଅଗାଡି ଓ ଘାସ ବାହାରିବା ସହ କିଛି ଜମିରେ ଧାନରେ ଗଭା ଧରିଥିବା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...