Daily Archives

October 18, 2021

ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

ନବରଙ୍ଗପୁର  : ରାୟଗଡାରୁ ବଜ୍ରକାପ୍ତା ଆଣି ନବରଙ୍ଗପୁରରେ ବିକ୍ରି ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ। ଏକ ୭ ବର୍ଷର ବଜ୍ରକାପ୍ତା ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ବନ ବିଭାଗ । ବନ ବିଭାଗ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ରେ ବଜ୍ରକାପ୍ତା ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୃଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଘରୋଇ କ୍ଷେତ୍ରରେ ନିଯୁକ୍ତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବିଶେଷ ପ୍ରସଙ୍ଗ ନେଇ…
ଅଧିକ ଖବର ଦେଖନ୍ତୁ...

ଦେଶରେ ବଢ଼ିବାରେ ଲାଗିଛି ବିଦ୍ୟୁତ ଦ୍ୱାରା ରୋଷେଇ କରିବାର ଧାରା

ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଯାଉଥିବାରୁ ଦେଶରେ ବୈଦ୍ୟୁତିକ ଚୁଲା(ଇଂଡକ୍ସନ) ଏବଂ ଉପକରଣରେ ରୋଷେଇ କରିବାର ଧାରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏବଂ ତାମିଲନାଡୁର ୧୭ ପ୍ରତିଶତ ପରିବାର ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଗାଡି ପିଟିଦେଲେ ପୋଲିସ ବାବୁ, ୧୦ ଫୁଟ ଦୂରକୁ ଛିଟିକି ପଡିଲେ ଯୁବତୀ: ଭିଡ଼ିଓ ହେଲା ଭାଇରାଲ

ଚଣ୍ଡୀଗଡ଼: ପଞ୍ଜାବର ଜଳନ୍ଧରରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ରାସ୍ତା ପାର ହେବାକୁ ଯାଉଥିବା ଦୁଇ ଯୁବତୀଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାହାଙ୍କୁ ସଙ୍ଗେ ସଙ୍ଗେ…
ଅଧିକ ଖବର ଦେଖନ୍ତୁ...

ଚୋରି କରିବା ପରେ ଧରା ନପଡ଼ିବା ପାଇଁ ଛେଳି ମୁହଁରେ ସେଲୋ ଟେପ୍ ମାରି କରାଯାଉଛି ଚାଲାଣ

ପୁରୀ: ଆପଣ ଚୋରି ଦେଖିଥିବେ । ହେଲେ ଏପରି ଚୋରି ବିଷୟରେ ଆପଣ କେବେ ଶୁଣି ନଥିବେ । ଛେଳି ଚୋରି କରିବାର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଟପୁର ଅଞ୍ଚଳରେ । ରାତିରେ ଆଖପାଖ ଅଞ୍ଚଳରୁ ଛେଳି ଚୋରି କରିବା ପରେ ଧରା ନପଡିବା ପାଇଁ ଛେଳି ମୁହଁରେ ସେଲୋ ଟେପ୍ ମାରି କରାଯାଉଛି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ନେଦରଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଆୟର୍ଲାଣ୍ଡ

ଆବୁଧାବି : ଆବୁଧାବିର ଶେଖ ଜାଏଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପର ଏକ ଲିଗ୍ ମ୍ୟାଚରେ ଆୟର୍ଲାଣ୍ଡ ନେଦରଲାଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୦୬ ରନ କରିଥିଲା । ଦଳ ପକ୍ଷରୁ ଓପନର ମାର୍କ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ମୃତ୍ୟୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌ ମହାମାରୀରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କର ପରିବାର ସଦସ୍ୟ ବା ନିକଟତମ ସଂପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

କେରଳ ବର୍ଷା: ମୃତ୍ୟୁ ସଂଖ୍ୟା ୨୭ଛୁଇଁଲା, ୧୧ଟି ଡ୍ୟାମ ପାଇଁ ରେଡ୍ ଆଲର୍ଟ ଜାରି

ତିରୁବନନ୍ତପୁରମ୍‌: ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୨୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବିହାରୀଙ୍କୁ ଦିଅନ୍ତୁ କଶ୍ମୀର; ୧୫ ଦିନରେ ସୁଧାରି ଦେବୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଲେ ବିହାରର ପୂର୍ବତନ…

ପାଟନା: ମୋଦି ଜୀ କଶ୍ମୀରକୁ ସୁଧାରିବାର ଦାୟିତ୍ୱ ବିହାରବାସୀଙ୍କୁ ଦେଇଦିଅନ୍ତୁ; ୧୫ ଦିନରେ କଶ୍ମୀରକୁ ଯଦି ନ ସୁଧାରିଦେବୁ ତାହେଲେ କହିବେ । କିଛି ଏମିତି କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ । କଶ୍ମୀରରେ ଗତ କିଛି ଦିନ ହେବ ବିହାରୀଙ୍କ ଉପରେ ଯେଉଁଭଳି ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

କାର ଦୁର୍ଘଟଣାରେ ରମାଦେବୀ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ବସଷ୍ଟାଣ୍ଡ ନିକଟରେ ଠିଆହୋଇଥିବା ବେଳେ ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ରମାଦେବୀ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିସଗୋଦା ଥାନା ଅଞ୍ଚଳର ସ୍ବର୍ଗତ କାଳୁ ଚରଣ ପ୍ରଧାନଙ୍କ ଝିଅ ଗେଲ୍ଲୀ…
ଅଧିକ ଖବର ଦେଖନ୍ତୁ...