Daily Archives

October 18, 2021

ଚାଷୀ ମୁଣ୍ଡରେ ଚକଡ଼ା ଚଡ଼କ : ନିରାକରଣ ପାଇଁ ଚିନ୍ତାରେ ଚାଷୀ

ଜୟପୁର : ଚାଷୀ ମୁଣ୍ଡରେ ଏବେ ଚକଡ଼ା ଚଡ଼କ। ପ୍ରଥମେ ବିହନ, ତା ପରେ ଠିକଣା ସମୟର ବର୍ଷା ନ ହେବା ଫଳରେ ଚାଷୀ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ । ଏହା ପରେ ପୁଣି ୟୁରିଆ ପାଇଁ ଧାଁ ଧପଡ଼ କରି ନୟାନ୍ତ ହୋଇଥିଲେ। ଗତ ବର୍ଷ ଶହ ଶହ ହେକ୍ଟର ଜମିରେ ଚକଡ଼ା ଆତଙ୍କ ଦେଖାଦେଇଥିବା ବେଳେ ଏବର୍ଷ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ମା’ଙ୍କୁ ଫୋନ କରି ମନୀଷ କହିଥିଲେ ଏଭଳି କଥା

ଭୁବ‌ନେଶ୍ବର: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ମନୀଷଙ୍କ ଶେଷ ଫୋନ୍ କଲ୍ । ନିଜ ମାଆଙ୍କୁ ଫୋନ କରି ୧୦ରୁ ୧୫ମିନିଟ୍ ଭିତରେ ଘରେ ପହଞ୍ଚିବା ନେଇ କହିଥିଲେ କିନ୍ତୁ ରାତି ୧୨ଟା ପରେ ଆଉ ଫୋନ୍ ଉଠାଇ ନଥିଲେ ମନୀଷ । ସେପଟେ ମନୀଷ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ୨ ଜିଲ୍ଲାର ଜିଲ୍ଲାପାଳ, ସଂଗ୍ରାମ ମହାପାତ୍ର ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଆଇଏସଏସ୍ ଅଧିକାରୀ ପାରୁଲ ପଟଓ୍ବାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ନିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ମହାନଦୀ କୋଲଫିଲଡ୍‌ ଲିମିଟେଡ଼ର ନୂତନ ରେକର୍ଡ; ଦିନକରେ ଯୋଗାଇଲା ୫.୪୭ ଲକ୍ଷ ଟନ୍ କୋଇଲା

ନୂଆଦିଲ୍ଲୀ: ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲଡ୍‌ ଲିମିଟେଡ(ଏମସିଏଲ) ଗତକାଲି (ରବିବାର)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି । ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି । କମ୍ପାନି ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ମନ୍ତ୍ରୀଙ୍କୁ ବିବାଦ ଘେରକୁ ଟାଣିଲେ ବିରୋଧୀ

କଳାହାଣ୍ଡି: କଳାହାଣ୍ଡିର ଏକ ଘରୋଇ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ମମିତା ମେହେର ନିଖୋଜ ହେବାର ୧୧ଦିନ ବିତିଲାଣି । ତାଙ୍କର କୌଣସି ପତ୍ତା ମିଳୁନି । ସେପଟେ ଏହି ଘଟଣାରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ପରିବାର । ତେବେ ବଡ କଥା…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନରେ ଟ୍ରେନରେ ଯାତ୍ରା କରିବା ହୋଇପାରେ ମହଙ୍ଗା:ମାଗଣାରେ ମିଳିବନି କମ୍ବଳ, ବେଡ଼ସିଟ

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ପରଠାରୁ ଶୀତ ଋତୁ ଆସିବା ସହିତ ଟ୍ରେନରେ ବନ୍ଦ ହୋଇଯାଇଥିବା ବିଛଣା (ବେଡ୍‌ରୋଲ)ର ଚାହିଦା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରେଳ ପୂର୍ବ ଭଳି ଟ୍ରେନରେ ବେଡରୋଲ ସୁବିଧା ଆରମ୍ଭ କରିନାହିଁ। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା: କୃଷକମାନଙ୍କ ଉପରେ ଚଢ଼ିଯାଇଥିବା ଗାଡ଼ିରେ ଥିଲେ ସୁମିତ, ଗିରଫ କଲା ପୁଲିସ

ଲକ୍ଷ୍ନୌ: ୟୁପି ପୁଲିସକୁ ମିଳିଲା ବଡ଼ ସଫଳତା। ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ସୁମିତ ଜୈସୱାଲଙ୍କୁ ଗିରଫ କଲା ପୁଲିସ। ଏସଆଇଟି ସୁମିତ ଏବଂ ତାଙ୍କ ସହଯୋଗୀ ନନ୍ଦନ, ଶିଶୁପାଳ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା ପରେ ଖୁବ୍ ଶୀଘ୍ର ଏହି ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୧୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୧୮୧ଜଣ ସୁସ୍ଥ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଆଜି ଭୁବନେଶ୍ୱରରୁ ୧୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି : ଖଣି ମାଫିଆଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଜିଲ୍ଲା ପ୍ରଶାସନକୁ ଏନଜିଟିଙ୍କ ତିରସ୍କାର

ଖୋର୍ଦ୍ଧା : ରାଜ୍ୟରେ ଜଗନ୍ନାଥଙ୍କ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି । ବର୍ତମାନ ସେହି ସମସ୍ତ ଜମି ଖଣି ମାଫିଆଙ୍କ କବଜାରେ ରହିଛି । ଏନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲରେ ୨୦୧୮ରେ ଦାଖଲ ହୋଇଥିବା ଏକ ମାମଲାରେ ପୁଣି ଥରେ ଟ୍ରିବୁନାଲ୍ ଜିଲ୍ଲା ପ୍ରଶାସନକୁ କଡ଼ା ସମାଲୋଚନା କରିବା ସହ…
ଅଧିକ ଖବର ଦେଖନ୍ତୁ...

ସିଡବ୍ଲ୍ୟୁସି ବୈଠକରେ ସର୍ଦ୍ଦାର ପଟେଲଙ୍କୁ ଅପମାନିତ କରାଯାଇଛି: ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ଜମ୍ମୁକଶ୍ମୀରକୁ ନେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନୀତି ଉପରେ ଯେଉଁ ପ୍ରଶ୍ନ ଉଠିଛି ତାହାକୁ ବିଜେପି, ସର୍ଦ୍ଦାର ପଟେଲଙ୍କ ପ୍ରତି ଅପମାନ ବୋଲି କହିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...