Daily Archives

October 18, 2021

ଦୁଇ ଦିନିଆ ଜମ୍ମୁ ଗସ୍ତରେ ସେନା ମୁଖ୍ୟ ଜେନେରାଲ, କଶ୍ମୀରର କିଛି ଅଂଶରେ ସ୍ଥଗିତ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା

ଜମ୍ମୁ: ଦୁଇ ଦିନିଆ ଜମ୍ମୁ ଗସ୍ତରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭାଣେ। ପୁଞ୍ଚ-ରଜୌରୀ ସେକ୍ଟରରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ଆଜି ଦୁଇ ଦିନିଆ ଜମ୍ମୁ ଗସ୍ତରେ ଯାଇଛନ୍ତି। ଦୁଇ ଦିନିଆ ଗସ୍ତରେ ସେ…
ଅଧିକ ଖବର ଦେଖନ୍ତୁ...

ଦୁଇଜଣ ଯୁବତୀଙ୍କ ଉପରେ କାର ଚଢ଼ାଇ ଚାଲିଗଲେ ସବ୍-ଇନ୍ସପେକ୍ଟର; ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ

ପଞ୍ଜାବ: ସୋମବାର ସକାଳେ ଜଳନ୍ଧର-ଫଗବାଡା ରାଜପଥରେ ଧନୋୱାଲି ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା କାର ଦୁଇଜଣ ଯୁବତୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ଧନ୍ନୋୱାଲିରେ ବସବାସ କରୁଥିବା ନବଜୋତ କୌର ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ପୁଣି ଲଘୁଚାପ, ଆହୁରି ବର୍ଷିବ

ଭୁବନେଶ୍ବର : ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମି ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର-ଓଡ଼ିଶା ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ମାନସିକ ପୂରଣ ପରେ ଭଗବାନଙ୍କୁ ରୁପା ଲାପଟପ ଦେଲେ ଭକ୍ତ

ଚି଼ତ୍ତୋରଗଡ଼: ବେଳେବେଳେ ଭକ୍ତମାନେ ନିଜର ଆରାଧ୍ୟ ଦେବତାଙ୍କ ପାଖରେ ଏମିତି କିଛି ଦାନ ଭାବରେ ଦେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ | ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଥିବା ଶ୍ରୀ ସାନୱାଲିଆ ଜୀଙ୍କ ମନ୍ଦିରକୁ ଜଣେ ଭକ୍ତ ଏଭଳି ଏକ ନିଆରା ବସ୍ତୁ ଦାନ କରିଛନ୍ତି ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଥମୁନି ହିଂସା: ବାଂଲାଦେଶରେ ପ୍ରତିଶୋଧର ନିଆଁରେ ଜଳିଲା ୨୦ଟି ହିନ୍ଦୁ ଘର

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅକ୍ଟୋବର ୧୩ରେ ଦୁର୍ଗା ପୂଜା ଚାଲୁଥିବାବେଳେ ବାଂଲାଦେଶରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା। ଏକ ଫେସବୁକ ପୋଷ୍ଟକୁ ନେଇ କିଛି ଲୋକ ଦୁର୍ଗାପୂଜା ମଣ୍ଡପ ଓ କେତେକ ମନ୍ଦିର ଭଙ୍ଗାରୁଜା କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ବାରିପଦାରେ ରେଳରୋକ 

ବାରିପଦା : ଉତ୍ତରପ୍ରଦେଶ ଲଖିମପୁର ଖେରୀ କୃଷକ ଗଣହତ୍ୟା ଘଟଣାର ତଦନ୍ତରେ ନିରପେକ୍ଷତା ପାଇଁ ସ୍ଵରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ କରିବା, ଉକ୍ତ ଘଟଣାରେ ଅପରାଧୀ ମାନଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ତିନି  କୃଷି ଆଇନ ରଦ୍ଦ କରିବା…
ଅଧିକ ଖବର ଦେଖନ୍ତୁ...

ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଲେ ବର-ବଧୂ

କେରଳ: ଗତ ତିନିଦିନ ହେବ କେରଳରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହୋଇଛି। ଏହାଦ୍ବାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ବି ସୂଚନା ରହିଛି। ଏହାରି ଭିତରେ ବିବାହ ପାଇଁ ବର-ବଧୂ ଭୋଜିରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟରୁ ୪୦ ହଜାର ଗାଏବ, ଏତଲା ରଖୁନି ପୁଲିସ

ସୁନ୍ଦରଗଡ଼ : ଥର ଥର କରି ଚାରି ଥରରେ ଆକାଉଣ୍ଟରୁ ଉଠାଇନେଲେ ୪୦ ହଜାର। ଆକାଉଣ୍ଟଧାରୀ ଜାଣିବା ପରେ ଅଭିଯୋଗ କରିବା ପାଇଁ ଥାନାକୁ ଯାଇଥିଲେ। କିନ୍ତୁ ଏପରି ଅଭିଯୋଗ ଏଠି ଗ୍ରହଣ କରାଯାଏନି, ବ୍ୟାଙ୍କକୁ ଯାଅ କହି ଫେରାଇ ଦେଇଥିଲେ ଥାନାଧିକାରୀ । ସାଇବର ଅପରାଧର ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

ମୁଁ ରାଜ୍ୟପାଳ ଥିବାବେଳେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ପଶିପାରୁନଥିଲେ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ଅକ୍ଟୋବର ଆରମ୍ଭରୁ ଜମ୍ମୁକଶ୍ମୀରରେ ଅଣ-କଶ୍ମୀରବାସୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରସଙ୍ଗରେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ ଯେତେବେଳେ ସେ ଜମ୍ମୁକଶ୍ମୀରର ରାଜ୍ୟପାଳ ଥିଲେ ସେତେବେଳେ ଆତଙ୍କବାଦୀଙ୍କ ପାଖରେ ଏତେ…
ଅଧିକ ଖବର ଦେଖନ୍ତୁ...

ପେନ ଆକାରର ଶିଶୁକୁ ଜନ୍ମ ଦେଇଥିଲେ ମହିଳା ! ଓଜନ ଥିଲା ୬୫୦ଗ୍ରାମ

ନୂଆଦିଲ୍ଲୀ: ବ୍ରିଟେନର ଜଣେ ମହିଳା ୬ମାସର ଅପରିପକ୍ବ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଶିଶୁର ଓଜନ ୬୫୦ ଗ୍ରାମ ରହିଥିଲା। ଯାହାର ଆକାର ପେନ ଭଳି ଥିଲା। ଶିଶୁର ଜନ୍ମକୁ ନେଇ ମା’ ସୋସିଆଲ ମିଡିଆରେ ନିଜର ଅନୁଭବ ବଖାଣିଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ଲିଭରପୁଲରେ ରହୁଥିବା କାରେନ…
ଅଧିକ ଖବର ଦେଖନ୍ତୁ...