Daily Archives

October 19, 2021

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜୋର୍ ଧରିଲା ରାଜନୀତି: ଗସ୍ତକୁ ବିରୋଧ କରିବା ନେଇ ରଣନୀତି କରୁଛି ବିଜେପି

ବାରିପଦା: ଆଉ ମାତ୍ର ଦୁଇ ଦିନ ପରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦାର ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ମାତ୍ର ଏହା ପୂର୍ବରୁ ଜିଲ୍ଲାରେ ଜୋର୍ ଧରିଛି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହୋଟେଲ୍-ଦୋକାନ ପାଇଁ ଜାଗା ଲିଜ୍

ଖୋର୍ଦ୍ଧା: ସରକାରୀ ଚିକିତ୍ସାଳୟ ମଧ୍ୟରେ ଘରୋଇ ହସ୍ପିଟାଲ୍, ନର୍ସିଂହୋମ୍ ଆଦିର ଦଲାଲଙ୍କ ରାଜୁତି କଥା ଶୁଣାଯାଉଥିଲା, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ମହକୁମା ଖୋର୍ଦ୍ଧାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦୋକାନ, ହୋଟେଲ୍ ପାଇଁ ଜାଗା ବିକ୍ରି ହେଉଛି, ଏହି କଥା ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

ହାତ ଛାଡି ଶଙ୍ଖ ଧରିବେ କି କୈଳାଶ ?

କୋରାପୁଟ: ହାତ ଛାଡିବେ କି କୈଳାଶ ? ଲକ୍ଷ୍ମୀପୁରର ହାତ ଛାଡି ଶଙ୍ଖ ଧରିବେ କି କୋରାପୁଟର ଟାଣୁଆ ନେତା କୈଳାଶ କୁଲେଶିକା ? ଆଜି ଶତାଧିକ କର୍ମୀଙ୍କୁ ଧରି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ୨୦ଟି ଗାଡିରେ ଭୁବନେଶ୍ୱରକୁ ଯାଇଥିବା ଜଣାପଡିଛି। ଆସନ୍ତାକାଲି ବିଜେଡିରେ ସ୍ବତନ୍ତ୍ର ମିଶ୍ରଣ…
ଅଧିକ ଖବର ଦେଖନ୍ତୁ...

ଚର୍ମ ରୋଗରେ ଜର୍ଜରିତ ଭାଇଭଉଣୀ, ମୂଲ ଲାଗି ଚିକିତ୍ସା କରି ପାରୁନି ବାପା, ସହାୟତା ପାଇଁ ଆକୁଳ ନିବେଦନ

ଭଞ୍ଜନଗର: କୋମଳମତି ବୟସରେ ସାଙ୍ଗସାଥୀ ମେଳରେ ହସିଖୁସି ଖେଳିବା ବୟସରେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ଭାଇ ଭଉଣୀ। ଦୁନିଆକୁ ଦେଖି ଚିହ୍ନି ଜାଣିବା ଆଗରୁ ବିର‌ଳ ଚର୍ମ ରୋଗ କଲା ଆକ୍ରାନ୍ତ। ମୁହଁରୁ ଆରମ୍ଭ ହୋଇଥିବା ଲାଲ୍‌ ଦାଗ ଧୀରେ ଧୀରେ ସାରା ଶରୀରକୁ ବ୍ୟାପିବାକୁ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ବାଂଲାଦେଶ ୨୬ ରନରେ ବିଜୟୀ

ଅଲ ଆମେରାତ୍ : ଓମାନର ଓଲ ଆମେରାତଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ କ୍ବାଲିଫାଇଙ୍ଗ ମ୍ୟାଚରେ ବାଂଲାଦେଶ ଓମାନକୁ ୨୬ ରନରେ ପରାସ୍ତ କରିଛି । ନିଜର ପ୍ରଥମ ମ୍ୟାଚ ହାରିଥିବା ବାଂଲାଦେଶ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଆଶା ବଜାୟ ରଖିଛି ।…
ଅଧିକ ଖବର ଦେଖନ୍ତୁ...

ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ରାଉରକେଲା : ଝିଅ ପରିବାରରେ ସୁରକ୍ଷିତ ନୁହେଁ। କାରଣ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ବାପା। ଏମିତି  ଲଜ୍ଜାଜନକ ଘଟଣା ଘଟିଛି ରେଲୱେ କଲୋନି ଅଞ୍ଚଳରେ। ଚାଇଲ୍‌ଡ ଲାଇନ ‘ ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ୍‌ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପା ମାଆ ଆପଣଙ୍କର ଖୁସି ଦେଖି ପ୍ରସନ୍ନ ହେବେ। କାମଧନ୍ଦା କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୃଷ: ସାମାଜିକ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରେ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର…
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଲି ଚାଲାଣ, ହାଇୱା ଜବତ

ସିକୋ: ଖୋର୍ଦ୍ଧା ସିକୋ ନିକଟ ବୋତଳମା ବେଆଇନ ବାଲି ଚାଲାଣ କରୁଥିବାବେଳେ ଦୁଇଟି ବାଲି ବୋଝେଇ ହାଇୱାକୁ ରାଜସ୍ୱ ବିଭାଗ ଟିମ୍ ଜବତ କରି ଜରିମାନା ଆଦାୟ କରିଛି । ଗତକାଲି ସକାଳେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ କ୍ୟାମ୍ପ କୋର୍ଟ ଚାଲିଥିଲା । ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ମହାବୀର ସ୍ପଞ୍ଜରେ ସୁରକ୍ଷାକୁ ଅଣଦେଖା, ଚାଲିଗଲା ବଏଲର ଅପରେଟରଙ୍କ ଜୀବନ

ରାଉରକେଲା: ପ୍ରଦୂଷଣ ଓ ସୁରକ୍ଷା ନୀତିନିୟମକୁ ଫୁଃ କରି ଦେଉଛନ୍ତି ଜିଲ୍ଲାର ଅନେକ କାରଖାନା ମାଲିକ। ବିଶେଷକରି ରାଉରକେଲା ଉପକଣ୍ଠରେ ଅବସ୍ଥିତ କଲୁଙ୍ଗା ଶିଳ୍ପାଞ୍ଚଳରେ ସବୁ ନୀତିନିୟମର ଖୋଲା ଉଲଂଘନ ହେଉଛି। ଫଳରେ ଥରେ କି ଦୁଇ ଥର ନୁହେଁ, କଲୁଙ୍ଗା ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାର ସମୟରେ ଡାକ୍ତର ପଥର ବଦଳରେ ରୋଗୀଙ୍କ କିଡନୀ ବାହାର କରିଦେଲେ: ହସ୍ପିଟାଲକୁ ୧୧ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଗୁଜୁରାଟ ହସ୍ପିଟାଲରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କିଡନୀରେ ପଥର ହୋଇଥିବା ହେତୁ ଯନ୍ତ୍ରଣା ସହି ନପାରି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର କିଡନୀରୁ ପଥର ବାହାର କରିବା ବଦଳରେ ରୋଗୀଙ୍କ କିଡନୀ ବାହାର…
ଅଧିକ ଖବର ଦେଖନ୍ତୁ...