Daily Archives

October 19, 2021

୨୫ ହଜାର ଟଙ୍କାର ସାଇଜ କାଠ ଜବତ, ଜଣେ ଗିରଫ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଗୁଟୁଲି ଗୁଡା ଗ୍ରାମ ନିକଟରେ ଶାଳ ସାଇଜ କାଠ ବେ‌ଝେଇ ହୋଇଥିବା ଏକ ଟାଟା ଏସିଇ ଗାଡିକୁ ବନ ବିଭାଗ ଜବତ କରିଛି। ଏଥିସହ ଏହି କାଠ ଚାଲାଣ କରୁଥିବା ଅଭିଯୋଗରେ ଜ‌ଣକୁ ଗିରଫ କରିଥିବା ରେଞ୍ଜର ବିମ୍ବାଧର ସାହୁ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ୧୭ ରନରେ ଜିତିଲା ସ୍କଟଲାଣ୍ଡ୍

ଅଲ ଅମେରାଟ୍ : ୟୁଏଇର ଏଲ ଆମେରାଟ ଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ କ୍ବାଲିଫାଇଙ୍ଗ ମ୍ୟାଚରେ ସ୍କଟଲାଣ୍ଡ ପାପୁଆ ନ୍ୟୁ ଗିନିକୁ ୧୭ ରନରେ ପରାସ୍ତ କରିଛି । ଟୁର୍ଣ୍ଣାମେଣ୍ଟରେ ଏହା ସ୍କଟଲାଣ୍ଡର ୨ୟ ବିଜୟ । ଆଜି ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବେରିଂଟନଙ୍କ ୭୦…
ଅଧିକ ଖବର ଦେଖନ୍ତୁ...

ପୁଲିସର ଅବହେଳା ଯୋଗୁଁ ଗୋବିନ୍ଦ ସାହୁ ଫେରାର ହୋଇଥିଲା: ଡିଆଇଜି

ବଲାଙ୍ଗୀର/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ପୁଲିସକୁ ମଙ୍ଗଳବାର ବଡ଼ ସଫଳତା ପାଇଛି। ସନ୍‌ସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି। ତେବେ ଗୋବିନ୍ଦ ସାହୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ପେଟ୍ରୋଲ ଲିଟର ୧୧୦ ଟପିଲା, ଡିଜେଲ୍ ୧୦୭

ରାୟଗଡା: ରାୟଗଡ଼ାରେ ପେଟ୍ରୋଲ୍ ଦର ୧୧୦ ଟଙ୍କା ଟପିଛି। ଲିଟର ପିଛା ଆଜି ୧୧୦ ଟଙ୍କା ୧୭ ପଇସାରେ ବିକ୍ରି ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପେଟ୍ରୋଲ୍ ସହ ତାଳ ଦେଇ ଡିଜେଲ ଦର ମଧ୍ୟ ବଢ଼ି ଚାଲିଛି। ଡିଜେଲ୍ ଲିଟର ପିଛା ୧୦୭ ଟଙ୍କା ୦୩ ପଇସାରେ ପହଞ୍ଚିଛି। ଦୁଇ ପ୍ରମୁଖ ତୈଳ ଦର…
ଅଧିକ ଖବର ଦେଖନ୍ତୁ...

ନକଲି ମାର୍କସିଟ ମାମଲାରେ ବିଜେପି ବିଧାୟକଙ୍କୁ ୫ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ, ୨୯ ବର୍ଷ ପରେ ଆସିଲା ରାୟ

ନୂଆଦିଲ୍ଲୀ: ନକଲି ମାର୍କସିଟ୍ ପ୍ରସ୍ତୁତ କରି ପାଠ ପଢିଥିବା ମାମଲାରେ ଆଜି ଉତ୍ତରପ୍ରଦେଶର ଏକ କୋର୍ଟ ଜଣେ ବାହୁବଳୀ ବିଧାୟକଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି | ପାଖାପାଖି ୨୯ ବର୍ଷ ପରେ କୋର୍ଟ ଗୋସାଇଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ଥିବା ଇନ୍ଦ୍ର ପ୍ରତାପ ତିୱାରୀ…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ‌ଗଞ୍ଜେଇ ଚାଲାଣ ଯୋଜନା; ସ୍ବାମୀ-ସ୍ତ୍ରୀ ଗିରଫ, ୧୧ କେଜି ଗଞ୍ଜେଇ ଜବତ

ଭଞ୍ଜନଗର: ବସ୍‌ରେ ଗଞ୍ଜେଇ ନେବା ପାଇଁ ଯୋଜାନ କରି ବସ୍‌କୁ ଅପେକ୍ଷା କରିବା ସମୟରେ ପୁଲିସ୍‌ ଚଢ଼ାଉ କରି ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ନିଧିଆପଲ୍ଲୀ ବସ୍‌ଷ୍ଟପ୍‌ ନିକଟରୁ ଉଭୟ ଦମ୍ପତିକୁ ପୁଲିସ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗିରଫ କରି ଆଜି…
ଅଧିକ ଖବର ଦେଖନ୍ତୁ...

ଚାଲାଣ କଟିବା ପରେ ଭଣଜାକୁ ବଞ୍ଚାଇବା ପାଇଁ ପୁଲିସ ଷ୍ଟେସନରେ ଧାରଣାରେ ବସିଥିଲେ ବିଧାୟକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ଯୋଧପୁର ଜିଲ୍ଲାର ସେରଗଡ଼ ବିଧାନସଭାର କଂଗ୍ରେସ ବିଧାୟକ ମିନା କନୱର ଥାନାରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ମଦ ପିଇବାକୁ ନେଇ ପୁଲିସ ବିଧାୟକଙ୍କ  ଭଣଜାଙ୍କ ଚାଲାଣ କାଟିଥିଲା।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୬୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୬୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୬୧୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଳକ୍ଷ ୨୩ ହଜାର ୩୯୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ପ୍ରବଳ ବନ୍ୟା, ୨୩ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରବଳ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହି କାରଣରୁ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି । କେବଳ ନୈନିତାଲ ଜିଲ୍ଲାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

୨୦୨୦ ଓ ୨୦୨୧ ବର୍ଷ ପାଇଁ ମୋଟ ୧୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ୨୦୨୦ ଓ ୨୦୨୧ବର୍ଷ ପାଇଁ ପଦ୍ମ ପୁରସ୍କାର ବିତରଣ କରାଯିବ। ଏ ନେଇ ‘ସମ୍ବାଦ’କୁ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ପାଇଁ ମନୋନୀତ…
ଅଧିକ ଖବର ଦେଖନ୍ତୁ...