Daily Archives

October 20, 2021

କୁମାରୀ ବିବାହ ଧୂମଧାମରେ ପାଳିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସିଙ୍ଗିରିଶାସନ ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ କୁମାରୀ ବିବାହ ପାରଂପରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। ଏନେଇ ଆଜି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଥିଲା। ଗାଁ ଦାଣ୍ଡରେ ଟେଣ୍ଟ ବନ୍ଧାଯାଇଥିଲା। ମାଇକ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୬ରୁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ କବାଡ଼ି

ସୁନ୍ଦରଗଡ଼: କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ପରମ୍ପରାକୁ ଆଗେଇ ନେଉଛି ଜିଲ୍ଲା କ୍ରୀଡ଼ା ସଂସଦ। ନିକଟ ଅତୀତରେ ରାଜ୍ୟସ୍ତରୀୟ ଅନ୍ତଃଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍ ଓ ଜିଲ୍ଲାସ୍ତରୀୟ ଅନ୍ତଃବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ବନ୍ଦ କ୍ରସର ୟୁନିଟ୍ରୁ ଲୁହା ଚୋରାଇ ୨ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶିଆଳିଆ ନିକଟରେ ଥିବା ଏକ ବନ୍ଦ କ୍ରସର ୟୁନିଟରୁ ଗତକାଲି ରାତିରେ ଲୁହା ଚୋରାଉଥିବା ବେଳେ ୨ଜଣ ଧରାପଡ଼ିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାନୁସାରେ, ଗତକାଲି ରାତିରେ ବିରଞ୍ଚି ଶତପଥୀଙ୍କ କ୍ରସର ୟୁନିଟରୁ ୨ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

କାଶୀପୁର ୩ଟି ଜିଲ୍ଲା ପରିଷଦ ଜୋନରେ ଆଦିବାସୀଙ୍କୁ ଅଣଦେଖା, ସଂରକ୍ଷଣ ତାଲିକାର ପୁର୍ନବିଚାର ନ କଲେ ଭୋଟ ବର୍ଜନ…

ରାୟଗଡ଼ା: କାଶୀପୁର ବ୍ଲକର ୩ ଜିଲ୍ଲା ପରିଷଦ ଜୋନରେ ଆଦିବାସୀ ପ୍ରାର୍ଥୀଙ୍କୁ ଉପେକ୍ଷାକୁ ନେଇ ଗର୍ଜିଛି ଆଦିବାସୀ ସମାଜ। ସଂରକ୍ଷଣ ତାଲିକାର ପୁର୍ନବିଚାର ନ କଲେ ବ୍ଲକ୍ ଅଚଳ କରିବା ସହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛି। ରାୟଗଡ଼ାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମାଜ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ ଲୁଟ ଘଟଣାରେ ପୁଣି ୩ ଜଣଙ୍କୁ ଗିରଫ କଲା ଆଠଗଡ ପୁଲିସ୍‌

ଆଠଗଡ: ବହୁଚର୍ଚ୍ଚିତ କଟକ ଜିଲ୍ଲା ଆଠଗଡ଼ ଏଟିଏମ୍‌ ଲୁଟ ଘଟଣାରେ ଆଜି ପୁଲିସ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଆସାମୀ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଉପରକଟା ଗ୍ରାମର ଫଗୁନାଥ ନାଏକଙ୍କ ପୁତ୍ର କ୍ଷୀରୋଦ ନାଏକ(୨୪), କରଞ୍ଜକଟା ଗ୍ରାମର ରମେଶ ବେହେରାଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟସ୍ତରୀୟ ପର୍ଯ୍ୟଟନ ଅଧକାରୀଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା: ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିଛନ୍ତି। ବହୁ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରି ନିରୀକ୍ଷଣ କରିବା କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନେଇ ଆଶା ବଢ଼ିଛି।…
ଅଧିକ ଖବର ଦେଖନ୍ତୁ...

ମହିଳା ଯୋଗାଣ ନିରୀକ୍ଷକ ଅଶ୍ଳୀଳ ଫଟୋ ଭାଇରାଲ, ୨ ଗିରଫ

ପାଟଣା: ରାସନ କାର୍ଡ କଟିଯିବାରୁ ଜଣେ ମହିଳା ଯୋଗାଣ ନିରୀକ୍ଷକ ଅଶ୍ଳୀଳ ଫୋଟୋ ଭାଇରାଲ କରି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଭଅଁରପୁର ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କ ରାସନ କାର୍ଡ କଟିଯିବାରୁ ୫ ତାରିଖରେ ଚିତ୍ତରଞ୍ଜନ (୨୦),…
ଅଧିକ ଖବର ଦେଖନ୍ତୁ...

ଗାଁରେ ହାତୀ ଉପଦ୍ରବ; ଗ୍ରାମବାସୀ-ଚାଷୀ ଆତଙ୍କିତ

ବଣାଇଗଡ଼: ଗତକିଛି ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତାହାତୀ ବଣାଇ ବନଖଣ୍ଡ ସହିତ ଓ ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳର ବିଭିନ୍ନ ଗ୍ରାମର ପାର୍ଶ୍ଵବର୍ତ୍ତୀ ଜଙ୍ଗଲରେ ଘୁରିବୁଲୁଥିବା ବେଳେ ଆଜି ପୁଣି ଏହି ଦୁଇଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ବଣାଇ ବନାଞ୍ଚଳରେ ପ୍ରବେଶ କରିଛନ୍ତି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ଗୋଷ୍ଠୀ ସଂଘର୍ଷ ପରେ ତିନିଦିନ ହେଲା ନାରଙ୍ଗପୁର ବଜାର ବନ୍ଦ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁରରେ ଦୁର୍ଗାପୂଜାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷପରେ ଆଜି ତୃତୀୟ ଦିନରେ ବଜାର ବନ୍ଦ ରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ରହିଥିବାରୁ ବଜାରରେ ପୁଲିସ୍ ମୁତୟନ କରାଯାଇଛି। ଆଜି ଅପରାହ୍ଣରେ ଆନନ୍ଦପୁର ଏସ୍ଡ଼ିପିଓ…
ଅଧିକ ଖବର ଦେଖନ୍ତୁ...

ହୀରାଖଣ୍ଡ ଏକ୍ସପ୍ରେସର ଏଲଏଚବି କୋଚ ମାସକ ମଧ୍ୟରେ ପରିବର୍ତ୍ତନ! ଭଙ୍ଗା ଦଦରା ପୁରୁଣା କୋଚ ସଂଯୋଗ କରିବା ଅଭିଯୋଗ…

ଜୟପୁର: ଭୁବନେଶ୍ବରରୁ ଜଗଦଲପୁର ଓ ଜଗଦଲପୁରରୁ ଭୁବନେଶ୍ବର ଚାଳୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଗତ ମାସ ୧୦ତାରିଖ ଦିନ ଜର୍ମାନ ଜ୍ଞାନକୌଶଳରେ ନିର୍ମିତ ଏଲ୍ଏଚବି କୋଚ ଲାଗିଥିବା ନୂଆ ଟ୍ରେନ ଚଳାଚଳ କରିଥିଲା, ଯାହାକି ଦେଶ ସ୍ବାଧୀନତାର ପ୍ରଥମ କରି ଏଭଳି ନୂଆ ଅତ୍ୟାଧୁନିକ ଜ୍ଞାନକୌଶଳ ଓ…
ଅଧିକ ଖବର ଦେଖନ୍ତୁ...