Daily Archives

October 20, 2021

ମମିତା ମୃତ୍ୟୁ ମାମଲା: କଲେଜରେ ପହଞ୍ଚିଲା ପ୍ରଶାସନ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଏବେ ସମ୍ପୃକ୍ତ କଲେଜରେ ପହଞ୍ଚିଛି। ପ୍ରଶାସନ ତରଫରୁ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କଲେଜରେ ପହଞ୍ଚିଛନ୍ତି। କଲେଜକୁ କେଉଁଠୁ ଅର୍ଥ ଆସୁଥିଲା ସେନେଇ ଏବେ ଯାଞ୍ଚ ଚାଲିଛି। ତା ସହିତ…
ଅଧିକ ଖବର ଦେଖନ୍ତୁ...

କାହିଁକି ଖାରଜ ହେଲା ଆରୟନଙ୍କ ଜାମିନ ?

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ଜାମିନ ଆବେଦନ ଆଜି ପୁଣି ଥରେ ଖାରଜ ହୋଇଯାଇଛି । ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଜାମିନ ଆବେଦନକୁ ଖାରଜ କରି କେତେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ନିଜ ଆଦେଶରେ ଜଜ୍ ଭିଭି ପାଟିଲ କହିଛନ୍ତି ଯେ ଦାଖଲ ହୋଇଥିବା ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ପ୍ରଗତି ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ସହ କିଛି ଭଲ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବୃଷ: ଯେଉଁ କାମ କରିବାକୁ ଭାବିବେ ତାହା ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ।…
ଅଧିକ ଖବର ଦେଖନ୍ତୁ...

ଭସାଣି ପାଇଁ ନାହିଁ ଗାଇଡଲାଇନ: ଜଳଭଣ୍ଡାରରେ ବିସର୍ଜନ ହେଉଛି ମୂର୍ତ୍ତି, ପ୍ରଦୂଷିତ ହେଉଛି ପାଣି 

ଭଞ୍ଜନଗର: ଜନସାଧାରଣଙ୍କ ସୁରକ୍ଷାକୁ ମୁଖ୍ୟ ଆୟୁଧ କରି କୋଭିଡ କଟକଣା ଜାରି କରି ପୂଜାକୁ ସୀମିତ ରୀତିନୀତିରେ ସମ୍ପନ୍ନ କରାଗଲା। ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ସହ ଜନଗହଳିକୁ ଏଡାଇବା ପାଇଁ ଲମ୍ବା ଗାଇଡ ଲାଇନ ପ୍ରସ୍ତୁତ କରିଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ଜନସାଧାରଣଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ କରୋନା ଉପର ମୁହାଁ; ଦିନକରେ ସହରରୁ ୧୩ ପଜିଟିଭ, କଣ୍ଟ୍ରାକ୍ଟ ଟ୍ରେସିଙ୍ଗକୁ ଗୁରୁତ୍ୱ  

ରାୟଗଡ଼ା: ଦୁଇ ମାସର ବ୍ୟବଧାନ ପରେ ରାୟଗଡ଼ାରେ ପୁଣି ଉପରମୁହାଁ ହୋଇଛି କରୋନା। ଆଜି ଦିନକରେ ସହରରୁ ୧୩ ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ। ହରିଜନ ସାହିର ୩ଟି ପରିବାରରୁ ୭ ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ। ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡା ଉପରେ ଚଢାଉ, ୫୧ ହଜାର ଜବତ

କୋରାପୁଟ: କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଏଲାଇଟ କ୍ଲବ ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୁଲିସ। ଚଢାଉବେଳେ ୯ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୫୧ହଜାର ୮୦୦ ଟଙ୍କା ଜବତ କରାଯାଇଛି। ପୁଲିସ ଜୁଆଡିମାନଙ୍କୁ ଥାନାରେ ସିଆରପିସିର ୪୧ ଧାରା‌ରେ ଜାମିନ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର/ମାଲକାନଗିରି: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ଦୋରାଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ଏକ ମାସ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତେଶ୍ବର ପୀଠର ସର୍ବାଙ୍ଗୀନ ବିକାଶର ସମୀକ୍ଷା କଲେ ଜିଲ୍ଲାପାଳ, ମାସକରେ କାମ ସାରିବାକୁ ନିର୍ଦ୍ଦେଶ 

ଜୟପୁର: ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସଂପ୍ରତି ଏଠାରେ ଚାଳିଥିବା କାମର କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ ଏମ୍ ଅବଦାଲ ଆଖତାର। ଜିଲ୍ଲାପାଳ ,…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୫୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୧୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୮୪୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...