Daily Archives

October 20, 2021

କୁଖ୍ୟାତ ଅପରାଧୀ ବିଜୁ ବେହେରା ପୁଲିସ ଏନ୍‌କାଉଣ୍ଟରରେ ଆହତ, ପିସ୍ତଲ ସହ ୩ ରାଉଣ୍ଡ ଗୁଳି ଜବତ

ପୁରୀ: ନରେନ୍ଦ୍ରକୋଣ ଗୁଳିମାଡ଼ ଘଟଣାରେ ସଂପୃକ୍ତି ରଖିଥିବା କୁଖ୍ୟାତ ଅପରାଧୀ ବିଜୁ ବେହେରାକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ପୁଲିସ ଆହତ ବିଜୁ ବେହରାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥି ସହିତ ଏନ୍‌କାଉଣ୍ଟରସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟା ତୁଳସୀ ଗାବାର୍ଡଙ୍କ ନିନ୍ଦା

ନ୍ୟୁୟର୍କ : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟା ତୁଳସୀ ଗାବାର୍ଡ । ବାଂଲାଦେଶ ସରକାର ତୁରନ୍ତ ଜିହାଦୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି । ଟୁଇଟ କରି ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁପରେ ମମିତାଙ୍କ ମୋବାଇଲ୍ ଏବେ କେଉଁଠି ବୋଲି ପ୍ରଶ୍ନ କଲେ ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ବର: ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ କୁମାର ନାଏକ । ମୃତ୍ୟୁପରେ ମମିତାଙ୍କ ମୋବାଇଲ୍ ଏବେ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି  ଯଦି ସତ ହୋଇଥାଏ ତେବେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ପୁଲିସର ପୂର୍ବତନ ମୁଖ୍ୟ ଆଇପିଏସ୍‌ ପରମବୀର ସିଂ ନିଖୋଜ: ବମ୍ବେ ହାଇକୋର୍ଟଙ୍କୁ ଜଣାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମୁମ୍ବାଇ ପୁଲିସର ପୂର୍ବତନ ମୁଖ୍ୟ ପରମ ବୀର ସିଂ ନିଖୋଜ ହୋଇ ଯାଇଛନ୍ତି ଏବଂ ତାଙ୍କର କୌଣସି ପ୍ରକାର ସନ୍ଧାନ ମିଳୁନାହିଁ ବୋଲି ଆଜି (ବୁଧବାର) ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ମହାରାଷ୍ଟ୍ର ସରକାର ବୁଧବାର ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ସାଜିଲା ବଇରି: ଧାରକରଜକୁ କେନ୍ଦ୍ର କରି ବିବାଦ, ବନ୍ଧୁଙ୍କୁ ଛୁରି ମାରି ହତ୍ୟା

ଖୋର୍ଦ୍ଧା: ଟଙ୍କା ଅନର୍ଥର ମୂଳ । ଏହି କଥା ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଚାଚେରା ଶବର ସାହି ନିକଟରେ ଘଟିଥିବା ଏକ ଘଟଣାରୁ ପୁଣି ଥରେ ସ୍ପଷ୍ଟ ହୋଇଛି । ଦୁଇ ବନ୍ଧୁଙ୍କ ମଧ୍ୟରେ ଧାରକରଜକୁ କେନ୍ଦ୍ର କରି ବିବାଦ ପରେ ଜଣେ ବନ୍ଧୁ ଆରଜଣକୁ ଛୁରି ମାରି ହତ୍ୟା…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ଅନ୍ଧାରରେ ମହାନଦୀର ମଧୁ ସେତୁ, ବଢ଼ୁଛି ଅପରାଧ; ସାଧାରଣ ଯାତ୍ରୀ ଅସୁରକ୍ଷିତ

କଟକ: କଟକ ସହରର ଅନ୍ୟ ଜିଲ୍ଲା ସହ ସ˚ଯୋଗ ସ୍ଥାପନ ପାଇଁ ରାଜ୍ୟ ସରକାର ମହାନଦୀ ଉପରେ ମଧୁସୂଦନ ସେତୁ ନିର୍ମାଣ କରିଥିଲେ। କଟକ ସହିତ ଆଠଗଡ଼, ଚୌଦ୍ବାର, ଢେଙ୍କାନାଳ ଇତ୍ୟାଦି ଅଞ୍ଚଳକୁ ସିଧାସଳଖ ଏହି ସେତୁ ସ˚ଯାଗ କରୁଛି। ଭୁବନେଶ୍ବରକୁ ଏସବୁ ସ୍ଥାନମାନଙ୍କରୁ ଯିବାକୁ ହେଲେ ଅନେକ ଦୂରତା ଓ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ସଂରକ୍ଷିତ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢୁଛି, ସମ୍ବର ସଂଖ୍ୟା ୧୨ ହେଲା

ଭୁବନେଶ୍ୱର: ପର୍ଯ୍ୟଟକ ମାନଙ୍କ ପାଇଁ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ସମ୍ବର ଶାବକ ଜନ୍ମ ନେଇଛି। ୩୮ ନମ୍ବର ଖୁଆଡ଼ରେ ଏହି ସମ୍ବର ଶାବକ ଜନ୍ମଲାଭ କରିଛି। ଏଥି ସହି ନନ୍ଦନକାନନରେ ମୋଟ ସମ୍ବର ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ଅଭିନେତ୍ରୀଙ୍କ ସହ ଅସଦାଚରଣ, ବ୍ୟବସାୟୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ଗାଜିଆବାଦର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ପୁଲିସ ନିକଟରେ ପୀଡ଼ିତା ଅଭିନେତ୍ରୀ ଅଭିଯୋଗ କରିଥିଲେ କି, ସେ ଅକ୍ଟୋବର ୩ ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା: ଓଡ଼ିଶା ଡିଜିପିଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିସନ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ନେଇ ଜାତୀୟ ମହିଳା କମିସନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହିଳା କମିସନ ଶିକ୍ଷୟିତ୍ରୀ ମମିତାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ…
ଅଧିକ ଖବର ଦେଖନ୍ତୁ...