Daily Archives

October 21, 2021

ରାୟଗଡ଼ାରେ ବଢ଼ୁଛି କରୋନା: କଣ୍ଟେନମେଣ୍ଟ ଜୋନରୁ ଆଉ ୫ ପଜିଟିଭ୍ ଚିହ୍ନଟ

ରାୟଗଡ଼ା: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସହରର ଡିଏଫଓ କଲୋନି ପଛପାର୍ଶ୍ବ ହରିଜନ ସାହିରୁ ୧୧ ଆକ୍ରାନ୍ତ ଚିହ୍ନଟ ପରେ ସାହିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସ୍ ଟିମ୍ ସାହିରେ ପହଞ୍ଚି କଣ୍ଟାକ୍ଟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧…

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାରିପଦା ଗସ୍ତରେ ଆସୁଛନ୍ତି। ୨୪୮୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏହା ଦଶହରା ଓ ଦିପାବଳୀ ଭେଟି ବୋଲି କୁହାଯାଉଛି। ତାଙ୍କ ଗସ୍ତ…
ଅଧିକ ଖବର ଦେଖନ୍ତୁ...

କରୋନାରେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ଦାବି, ସରକାରୀ ସୂଚୀରେ ସୁନ୍ଦରଗଡ଼ର ୪୮୬

ସୁନ୍ଦରଗଡ଼: ମହାମାରୀ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ଘୋଷଣା ହୋଇଛି। କିନ୍ତୁ ମାସ ମାସ ଗଡ଼ି ଯାଉଥିଲେ ମଧ୍ୟ ପୀଡ଼ିତ ପରିବାର, ମୃତକଙ୍କ ବିଧବା ପତ୍ନୀ ଓ ଛେଉଣ୍ଡ ଛୁଆମାନେ ଏହି ସରକାରୀ ରାଶି ପାଇବାକୁ ଚାତକ ଭଳି ଚାହି ବସିଛନ୍ତି। ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ମମିତା ମେହେରା ହତ୍ୟାକାଣ୍ଡ ତାତି, ରାଜ୍ୟ ଗୃହ ରାଷ୍ଟମନ୍ତ୍ରୀଙ୍କ ଇସ୍ତଫା ଦାବି

ବାରିପଦା : ବାରିପଦାରେ ଅନୁଭୁତ ହୋଇଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ତାତି। ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟାକାଣ୍ଡରେ ସଂପୃ୍କ୍ତ ସମସ୍ତ ଦୋଷୀ ଓ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଓ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; ଭିତ୍ତିଭୂମି ଯୋଜନା ପ୍ରସ୍ତୁତିରେ ଆଣିବ ଯୁଗାନ୍ତକାରୀ ପରିବର୍ତ୍ତନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା…
ଅଧିକ ଖବର ଦେଖନ୍ତୁ...

କାରରୁ ଓହ୍ଲାଇ ପଡ଼ି ବୃଦ୍ଧଙ୍କ ସହ ଚଟାଣରେ ବସି ମଜା କରୁଛନ୍ତି ଆଇଏଏସ

ନୂଆଦିଲ୍ଲୀ: ଆଇଏଏସ ଅଧିକାରୀଙ୍କ ସ୍ଥାନ କିପରି ହୋଇଥାଏ, ତାହା ଆମେ ସମସ୍ତେ ଜାଣିଛେ। ଆପଣ କେବେ ଦେଖିଛନ୍ତି କି କୌଣସି ଆଇଏଏସ ଭୂମିରେ ବସି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର? ନିକଟ‌ରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଜଣେ ଆଇଏଏସ ଚଟଣାରେ ବସି ଜଣେ ବୃଦ୍ଧଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନର ପ୍ରୟାସରେ ସଫଳତା ପାଇବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବୃଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ନବ ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ମିଥୁନ: କହିବା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନଲାଇନ୍ ପରୀକ୍ଷା ଦାବିରେ ଗେଟରେ ଝୁଲାଇଲେ ତାଲା

ରାୟଗଡ଼ା: ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଅନଲାଇନରେ କରିବା ଦାବିରେ ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜ କର୍ତ୍ତୃପକ୍ଷ ଅଫଲାଇନ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ତୁରନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀ ଦାବି…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କୁ ହତ୍ୟା; ୨ ହାତ ବନ୍ଧା ଅବସ୍ଥାରେ ଜମିରୁ ଶବ ଉଦ୍ଧାର, ଝିଆରୀ ଅଟକ

ଚିକିଟି/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍ ଅଧୀନ ଖମ୍ବାରିଗାଁ ଜମିରୁ ଜଣେ ବୃଦ୍ଧାଙ୍କ ଶବକୁ ହାତ ବନ୍ଧାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ କୁରୁବା ଗାଁର ଦୁଃଖୀ ଦଳାଇ (୭୦)। ପାରିପାର୍ଶ୍ବିକ…
ଅଧିକ ଖବର ଦେଖନ୍ତୁ...

ଆମେ ନୁହେଁ, ଦିଲ୍ଲୀ ପୁଲିସ ରାସ୍ତା ଅବରୋଧ କରିଛି : କୃଷକ ସଂଗଠନ

ନୂଆଦିଲ୍ଲୀ : ରାସ୍ତା ଅବରୋଧ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟର ଉତ୍ତର ରଖିଛି ଭାରତୀୟ କିଷାନ ୟୁନିୟନ (ବିକେୟୁ) । ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେମାନେ ନୁହେଁ ଦିଲ୍ଲୀ ପୁଲିସ ହିଁ ଘାଜିପୁର ସୀମାଠାରେ ୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛି । ତେବେ ଆଜି କୃଷକ ସଂଗଠନଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...