Daily Archives

October 21, 2021

ସୁନ୍ଦରଗଡ଼ରେ ବିଧାନସଭା ଏଥିକ୍ସ କମିଟି  

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଧାନସଭା ଏଥିକ୍ସ କମିଟି। ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ନେତୃତ୍ବରେ ସନ୍ଧ୍ୟାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ପହଞ୍ଚିଥିବା ଏହି କମିଟିରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ନର୍ଲା ବିଧାୟକ ଭୂପିନ୍ଦର ସିଂହ,…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଶିକ୍ଷୟିତ୍ରୀ ମମତା ହତ୍ୟାକାଣ୍ଡ: ୨ ଅଟକଙ୍କୁ ଛାଡ଼ିଲା ପୁଲିସ

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲାରେ ଅଟକ ଥିବା ଦୁଇ ଜଣଙ୍କୁ ପୁଲିସ ଛାଡ଼ି ଦେଇଛି। ଗାଡ଼ି ଚାଳକ ପୁଷ୍କର ଭୋଇ ଓ ଗୁପ୍ତେଶ୍ୱର ତାଣ୍ଡିଙ୍କୁ ପଚରାଉଚରା କରିବା ପୁଲିସ…
ଅଧିକ ଖବର ଦେଖନ୍ତୁ...

ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା: କୃତକାର୍ଯ୍ୟ ହେଲେ ୫୫୦ ପ୍ରାର୍ଥୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା କ୍ରୀଡ଼ା ଶିକ୍ଷକ ପଦବିରେ ନିଯୁକ୍ତି ନିମନ୍ତେ ଗତ ୫ ତାରିଖରେ ହୋଇଥିବା ଅନ୍‌ଲାଇନ୍‌ ପରୀକ୍ଷାର ଫଳ ଚୂଡ଼ାନ୍ତ ହୋଇଛି। ମୋଟ ୫୫୦ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ୟୁପିରେ କଂଗ୍ରେସର ନିର୍ବାଚନୀ ରଣନୀତି : ମହିଳା ଭୋଟବ୍ୟାଙ୍କ ହାତେଇବାକୁ ‘ମାଗଣା ଉପହାର’ ଯୋଜନା

ଲକ୍ଷ୍ନୌ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି (ଗୁରୁବାର) ଘୋଷଣା କରିଛନ୍ତି ଯେ ଉତ୍ତରପ୍ରଦେଶର ସମସ୍ତ ଦ୍ୱାଦଶ ଶ୍ରେଣୀ ପାସ୍‌ ଛାତ୍ରୀଙ୍କୁ ଦଳ ପକ୍ଷରୁ ସ୍ମାର୍ଟଫୋନ୍‌ ଦିଆଯିବ। ଏଥିସହ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଯଦି…
ଅଧିକ ଖବର ଦେଖନ୍ତୁ...

ଦେଢ଼ ବର୍ଷର ଝିଅକୁ ଧରି ଡିୟୁଟି କରୁଥିବା ଡିଏସପିଙ୍କୁ ଭେଟିବାକୁ ଗଲେ ମୁଖ୍ୟମନ୍ତ୍ରୀ

ଜୋବଟ ଆଲିରାଜପୁର: ନିର୍ବାଚନ ସମୟରେ ରାଜନେତାଙ୍କ ବିଭିନ୍ନ ପ୍ରକାର ଫଟୋ ସାମ୍ନାକୁ ଆସିଥାଏ। ଏହା ଏକ ସାଧାରଣ କଥା। କିନ୍ତୁ ମଧ୍ୟପ୍ରଦେଶରୁ ନିର୍ବାଚନ ସମୟରେ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି। କେବଳ ଏତିକି…
ଅଧିକ ଖବର ଦେଖନ୍ତୁ...

ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡ଼ିଲେ ଶାହରୁଖ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ:  ଆଜି ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲକୁ ଯାଇଥିଲେ । ଏହି ସମୟର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଶାହରୁଖଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡିଓରେ ସେ ପୁଅ…
ଅଧିକ ଖବର ଦେଖନ୍ତୁ...

ମନୋରଞ୍ଜନ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ, ଅନ୍ୟ ତିନି ଫେରାର

ରାଉରକେଲା: ସେକ୍ଟର-୬ ନେପାଳି ବସ୍ତିର ମନୋରଞ୍ଜନ ଓରଫ ମନ ହତ୍ୟାକାଣ୍ଡର ଆଜି ଫର୍ଦ୍ଦାଫାସ୍‌ କରିଛି ସେକ୍ଟର-୭ ପୁଲିସ। ହତ୍ୟାକାଣ୍ଡରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ହତ୍ୟାକାରୀ ସେକ୍ଟର-୬ ନେପାଳୀ ବସ୍ତିର…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଯୁବକ ମୃତ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ରାଉଲଡେଗା ସେକ୍ସନ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତର ତେତେଲଝରିଆ ଗ୍ରାମରେ ଆଜି ସାଢେ ୨ଟା ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହୋଇଛ। ଉକ୍ତ ଗ୍ରାମର ନିଖଳା ଯୁଯୁ (୩୮) ଯୁବକ ଗ୍ରାମର ନିକଟତମ ଜଙ୍ଗଲକୁ ଯାଇ ହାତୀପଲଙ୍କ ସମ୍ମୁଖରେ ପଡିଯିବାରୁ ହାତୀ…
ଅଧିକ ଖବର ଦେଖନ୍ତୁ...

୧୦୦ କୋଟି ଟିକା ମାଇଲଖୁଣ୍ଟ : ତ୍ରିରଙ୍ଗାରେ ଆଲୋକିତ ହେଲା କୋଣାର୍କ ସମେତ ଦେଶର ୧୦୦ଟି ଐତିହ୍ୟସ୍ଥଳୀ

ଭୁବନେଶ୍ବର : ଆଜି ଦେଶରେ ୧୦୦ କୋଟି ମାତ୍ରା କରୋନା ଟିକା ଦିଆଯିବା ମାଇଲଖୁଣ୍ଟକୁ ପାଳନ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଦେଶର ୧୦୦ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀକୁ ଆଲୋକିତ କରାଯାଇଛି । ଜାତୀୟ ପତାକାର ତିନୋଟି ରଂଗର ଆଲୋକ ଦ୍ବାରା ଏହି ୧୦୦ଟି…
ଅଧିକ ଖବର ଦେଖନ୍ତୁ...

ଚୀନରେ ପୁଣି ବ୍ୟାପୁଛି କୋଭିଡ୍‌-୧୯ ସଂକ୍ରମଣ; ଶହ ଶହ ବିମାନ ବାତିଲ, ବିଦ୍ୟାଳୟ ଏବଂ ପର୍ଯ୍ୟଟନ ସ୍ଥଳ ବନ୍ଦ

ବେଜିଂ: ଚୀନରେ ପୁଣିଥରେ ବ୍ୟାପିବାକୁ ଆରମ୍ଭ କରିଛି କୋଭିଡ୍‌-୧୯ ସଂକ୍ରମଣ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...