Daily Archives

October 21, 2021

ଭୁବନେଶ୍ବରରୁ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ୨୧୫ଜଣ ସୁସ୍ଥ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଭୁବନେଶ୍ୱରରୁ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ନୃଶଂସ ଓ ବର୍ବରତାର ସୀମା ଟପିଥିଲା ଗୋବିନ୍ଦ, ଖଣ୍ଡ ଖଣ୍ଡ କରି କାଟିଥିଲା ମମିତାଙ୍କ ଶରୀର!

ବଲାଙ୍ଗୀର: ଅଧ୍ୟାପିକା ମମିତା ହତ୍ୟା ଘଟଣାରେ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ପୁଲିସ। ରାଧେଶ୍ୟାମ ହେଉଛି ସେହି ବ୍ୟକ୍ତି, ଯିଏ ମମତାଙ୍କୁ ହତ୍ୟା କରିବା, ଖଣ୍ଡ ଖଣ୍ଡ କରି କାଟିବା ଓ ଶେଷରେ ପୋଡିବାରେ ଗୋବିନ୍ଦଙ୍କୁ ସହାୟତା କରିଥିଲା। ମାମଲାରେ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଜୁଆ ଖେଳ ଉପରେ ଚଢଉ: ୨ ଲକ୍ଷ ୪୬ ହଜାର ଟଙ୍କା ଜବତ, ୩୭ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପକ୍ଷରୁ ଜୁଆ ଖେଳ ଉପରେ ଚଢାଉ କରାଯାଇଥିବା ଜଣାପଡିଛି। ଗତକାଲି କୁମାର ପୂର୍ଣ୍ଣିମା ଉପଲକ୍ଷେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଜୋରଦାର ଚାଲିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପୁଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ହିଂସା ପଛରେ ସାଂଘାତିକ ଷଡ଼ଯନ୍ତ୍ରର ଆଭାସ ! ଚିହ୍ନଟ ହେଲା ମୁଖ୍ୟ ଦୁର୍ବୃତ୍ତ

ଢାକା :  ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା ପଛରେ ଏକ ସାଂଘତିକ ଷଡ଼ଯନ୍ତ୍ର ଥିବା ସଂଦେହ କରାଯାଉଛି । କମିଲାର ଏକ ପୂଜା ମଣ୍ଡପରେ ପବିତ୍ର କୋରାନକୁ ରଖିଥିବା ଲୋକକୁ ଚିହ୍ନଟ କରାଯାଇଥିବା ପୁଲିସ ସୂଚନା ଦେଇଛି । ସଂପୃକ୍ତ ବ୍ୟକ୍ତିର ନାଁ ଇକବାଲ ବୋଲି ଜଣାପଡ଼ିଛି । ମାତ୍ର ସେ…
ଅଧିକ ଖବର ଦେଖନ୍ତୁ...

ଋଷରେ ଡକାଯାଇଥିବା ବୈଠକରେ ପାକିସ୍ତାନର ଅଧିକାରୀ ନିଜର ମନ୍ତ୍ରୀଙ୍କ ମଜା ଉଡ଼ାଇଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗକୁ  ନେଇ ଋଷରେ ଡକାଯାଇଥିଲା ବୈଠକ ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏଠାରେ ସାଧାରଣ ଭାବେ ଘଟୁ ନଥିବା ଭଳି ଏକ ଘଟଣା ଘଟିଛି। ବୈଠକରେ ପାକିସ୍ତାନର ଦୁଇ ଜଣ ଅଧିକାରୀ ନିଜ ଦେଶର ଜଣେ ମନ୍ତ୍ରୀଙ୍କ ମଜା ଉଡ଼ାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ୟୁପି ମନ୍ତ୍ରୀଙ୍କ ବୟାନ: ‘୯୫ ପ୍ରତିଶତ ଲୋକଙ୍କର ପେଟ୍ରୋଲ ଦରକାର ନାହିଁ’…

ଲକ୍ଷ୍ନୌ: ଇନ୍ଧନ ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧିକୁ ନେଇ ଦେଶର ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏ ପରିସ୍ଥିତିରେ କେନ୍ଦ୍ରର ମୋଦୀ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଆଜି (ଗୁରୁବାର) କହିଛନ୍ତି ଯେ ଦେଶର ୯୫ ପ୍ରତିଶତ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟ ନିର୍ବାଚନ କମିସନର

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ, ଆଗାମୀ ଦିନରେ ହେବାକୁ ଥବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତିା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ୨୦୨୧ ଅକ୍ଟୋବର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେବେ ଏହାପୂର୍ବରୁ ଅଭ୍ୟାସ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ପାକିସ୍ତାନ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବଡ ସ୍କୋର କରି ମଧ୍ୟ ପରାଜିତ ହୋଇଛି । ତେବେ ମ୍ୟାଚକୁ ଓହ୍ଲାଇବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଆଇସିସି ଟି୨୦ ବିଶ୍ବକପ : ୮୪ ରନରେ ଜିତିଲା ବାଂଲାଦେଶ

ଓମାନ : ଓମାନର ଅଲ-ଆମେରାତଠାରେ ଖେଳାଯାଇଥିବା ଆଇସିସି ଟି-୨୦ ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶ ପାପୁଆ ନ୍ୟୁ ଗିନିକୁ ୮୪ ରନରେ ପରାସ୍ତ କରିଛି । ଏହା ଫଳରେ ବାଂଲାଦେଶ ବିଶ୍ବକପର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବାର ସମ୍ଭାବନା ଉଜ୍ଜଳ ହୋଇଛି । ବାଂଲାଦେଶର ଅଧିନାୟକ ମହମ୍ମଦୁଲ୍ଲା ଟସ ଜିତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୭୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୮୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୪୨୨ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...