ବଦଳିବ କି କୋଟପାଡ ଓ ଲକ୍ଷ୍ମୀପୁର ଭୋଟରଙ୍କ ଭାଗ୍ୟ !
କୋରାପୁଟ: ଆଉ ମାସ କେଇଟାରେ ପରେ ହେବ ପଞ୍ଚାୟତ ନିର୍ବାଚନ । ଯେଉଁ ଦଳ ଯେଉଁଠି ପଛରେ ରହିଛି ସେହି ଦଳ ସେଠାରେ ଚଳାଇଛି ରାଜନୈତିକ ଗୋଟି । ଅନ୍ୟଦଳରୁ ନେତାଙ୍କୁ ଆଣି ବିଜେଡି ହାତ ମୁଠାକୁ ଟାଣ କରୁଥିବାବେଳେ କୋରାପୁଟରେ ପଞ୍ଚାୟତ ନିର୍ବାଚନ ବାଜିମାତ କରିବାକୁ ଦଳ ପ୍ରସ୍ତୁତ କରିଛି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...