Daily Archives

October 23, 2021

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ଚୁଡାନ୍ତ ତାଲିକାକୁ ଉତ୍କଣ୍ଠାର ସହ ଅପେକ୍ଷା

ଭଞ୍ଜନଗର: ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। କମିସନଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାର ପଦପଦବୀ ପାଇଁ ସ୍ଥାନ ସଂରକ୍ଷଣ, ଏଥି ସମ୍ବନ୍ଧିୟ ସ୍ଥାନ ସଂରକ୍ଷଣ ସଂପର୍କିତ ଅଭିଯୋଗ ଶୁଣାଣୀ ପ୍ରକ୍ରିୟା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ବାରିପଦା ଗସ୍ତ ପରେ ଜିଲ୍ଲା ରାଜନୀତିରେ ହଲଚଲ: ୧୬ ଦଫା ଦାବି ନେଇ ବିଜେପି ପକ୍ଷରୁ ସୋମବାର ଜିଲ୍ଲା ବନ୍ଦ…

ବାରିପଦା: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ପରେ ଜିଲ୍ଲା ରାଜନୀତିରେ ହଲଚଲ ଦେଖାଦେଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବେଶ୍ ତତ୍ପରତା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ବିଜେଡି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚ ଗାଡ଼ି ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଥାନାରେ ଏତଲା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍‌ କୋକଳବା ପଞ୍ଚାୟତର ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକଙ୍କ ଉପରକୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଥାନାରେ ସେ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ତାଙ୍କ କାର୍‌ର ସାମ୍ନା କାଚ ଭାଙ୍ଗି ଯାଇଛି। ସେ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ପାଇଁ ରାଞ୍ଚିରେ ମନ୍ତ୍ରଣା, ଜେଏମଏମ ରାଜ୍ୟ କମିଟିକୁ ଶିବୁ ସୋରେନଙ୍କ ମାର୍ଗଦର୍ଶନ

ବାରିପଦା : ମୟୂରଭଞ୍ଜରେ ପୁଣି ଥରେ ରାଜନୈତିକ ଗତିବିଧିକୁ ତ୍ବରାନ୍ବିତ କରିଛି ଜେଏମଏମ। ଜିଲ୍ଲାରେ ଦଳ ପୁଣିଥରେ ଏହାର ହୃତଗୌରବ ଫେରାଇଆଣିବାକୁ ପ୍ରୟାସ ଜାରି ରଖିଛି ଦଳ। ମୟୂରଭଞ୍ଜ ପାଇଁ ରାଞ୍ଚିରେ ମନ୍ତ୍ରଣା କରିଛି ଦଳ। ଏନେଇ ଝାଡଖଣ୍ଡ ରାଜଧାନୀ ରାଞ୍ଚି ଜେଏମଏମ ସୁପ୍ରିମୋ ଶିବୁ…
ଅଧିକ ଖବର ଦେଖନ୍ତୁ...

ଆକାଶ ହତ୍ୟା ମାମଲାରେ ସିଆଇଡି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲା ରାଜ୍ୟ ମାନବିକ ଅଧିକାର କମିଶନ

ଜୟପୁର: ଗତ ୨୦୧୭ ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ୍ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ୍ ମହୁରିଆଙ୍କୁ ବେଆଇନ୍ ଭାବେ ଜୟପୁର ଟାଉନଥାନାରେ ୫ଦିନ ଅଟକ ରଖିଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ନେଇ ତାଙ୍କ ମା ପ୍ରବିଣା ମହୁରିଆ ରାଜ୍ୟ ମାନବିକ ଅଧିକାର କମିଶନର…
ଅଧିକ ଖବର ଦେଖନ୍ତୁ...

ଟାଟା ପାୱାର ନୂଆ ବିଦ୍ୟୁତ ମିଟର ଜୋର ଜବରଦସ୍ତ ଲଗାଉଥିବା ଅଭିଯୋଗ

ଜୟପୁର: ଟାଟା ପାୱାର ଲିମିଟେଡ୍ ବିଦ୍ୟୁତ ବିତରଣର ଦାୟିତ୍ବ ନେବା ପରେ ଏବେ ନୂଆ ରଣନୀତି ଆପଣାଇଛି। କିଛି ଠିକା କର୍ମଚାରୀଙ୍କ ଜରିଆରେ ଏବେ ଗ୍ରାମାଂଚଳର ଘରକୁ ଘର ବୁଲି ଜୋର ଜବରଦସ୍ତ ନୂଆ ମିଟର ଲଗାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଗ୍ରାହକଙ୍କର ମିଟର ଖରାପ ଥିବ ସେ ମିଟର ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ସମଲେଇ ମନ୍ଦିର ଛାତ ଭୁଶୁଡ଼ିବା ଘଟଣା: ପରିଦର୍ଶନ କଲେ କଳିକେଶ, କହିଲେ- ମନ୍ଦିରର ଟଙ୍କାରେ ବିକାଶ କରାଯାଉ

ବଲାଙ୍ଗୀର: ବଲାଙ୍ଗୀରର ଶତାଧିକ ବର୍ଷ ପୁରୁଣା ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡ଼ିବା ଘଟଣାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୂଆ ମନ୍ଦିର ନିର୍ମାଣ ତଥା ଉନ୍ନୟନ କାମ ପାଇଁ ବିଭିନ୍ନ ମହଲରେ ଦାବି ଉଠିଛି। ତେବେ ମାଁ ସମଲେଶ୍ୱରୀଙ୍କ ମନ୍ଦିରର ହିଁ ୧କୋଟି ୧୪ ଲକ୍ଷ ଟଙ୍କା ଦେବୋତ୍ତର…
ଅଧିକ ଖବର ଦେଖନ୍ତୁ...

ସତ ହେଲା କି ଶାହାରୁଖ ଖାନଙ୍କ ଆଶଙ୍କା? ‘କଫି ଉଇଥ କରନ’ରେ କହିଥିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ଥର ସେ ନିଜ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ପୁଅ କରିଥିବା ଭୁଲ ପାଇଁ ଚର୍ଚ୍ଚାରେ ରହିଛନ୍ତି | ମୁମ୍ବାଇ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିଥିଲା ଏନସିବି |…
ଅଧିକ ଖବର ଦେଖନ୍ତୁ...

ହରିଶଙ୍କରରେ ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା: ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍‌ଫି ପଏଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଏବେ ମୁଖ୍ୟ ଆକର୍ଷଣ ହୋଇପାରିଛି। ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ ଭଲ ଭାବେ କରିବେ। ଗୁରୁ, ଶୁକ୍ର ଓ ଶନିବାର: କଠିନ ପରିସ୍ଥିତିରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ରବି ଓ ସୋମବାର: ଆପଣଙ୍କୁ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ, ଶୁକ୍ର ଓ ଶନିବାର:…
ଅଧିକ ଖବର ଦେଖନ୍ତୁ...