Daily Archives

October 23, 2021

ନିଖୋଜ ଯୁବକଙ୍କ ଶବ ଉଦ୍ଧାର, ୫ ଗିରଫ

ଖପ୍ରାଖୋଲ: ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗାଁର ବସନ୍ତ ରଣା (୨୨ବର୍ଷ)ଙ୍କ ଶବ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବସନ୍ତ ଗତ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଅବ୍ୟବସ୍ଥା ଦେଖି ଜିଲ୍ଲାପାଳ କ୍ଷୁବ୍‌ଧ, ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଶିକ୍ଷକଙ୍କ ଦରମା ବନ୍ଦ କଲେ

ଲାଠୋର: ବଲାଙ୍ଗୀର ଜିଲ୍ଲାପାଳ ଖପ୍ରାଖୋଲ ବ୍ଲକ୍‌ ଗସ୍ତ ସମୟରେ ସ୍କୁଲରେ ଅବ୍ୟବସ୍ଥା ଦେଖି ‌କ୍ଷୁବ୍‌ଧ ହୋଇଛନ୍ତି। ଏନେଇ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାମ୍ବର ବିଶ୍ବାଳଙ୍କ ଦରମା ବନ୍ଦ କରିଛନ୍ତି। ସେହିପରି ସଂସ୍କୃତ ଶିକ୍ଷକ ଜିତେନ୍ଦ୍ର ଚେରକିଆଙ୍କୁ ନିଲମ୍ବନ କରିଥିବା…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନରେ ବ୍ୟାପୁଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ, ପ୍ରତ୍ୟେକ ଦିନ ୪୦ ହଜାର ଉପରେ ରହୁଛି ସଂକ୍ରମଣ

ଲଣ୍ଡନ : ଡେଲ୍ଟା ଭାରିଆଣ୍ଟର ନୂଆ ପ୍ରଜାତିକୁ ନେଇ ଚିନ୍ତାରେ ବ୍ରିଟେନ୍ ସରକାର । ଡେଲ୍ଟାର ଏହି ନୂଆ ଭାରିଆଣ୍ଟର ନାଁ ରହିଛି, ଡେଲ୍ଟା ପ୍ଲସ୍-ଭିୟୁଆଇ- ଟ୍ୱେଷ୍ଟିଫାଷ୍ଟ ଅକ୍ଟୋବର-ଜିରୋ ୱାନ୍ । ଆଉ ଏହାକୁ ନେଇ ବ୍ରିଟେନ୍ ସରକାର ଚଳାଇଛି ଅନୁସନ୍ଧାନ । କାରଣ ଏହି ନୂଆ ଭାରିଆଣ୍ଟ ପାଇଁ ଦେଶରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଯୁବମୋର୍ଚ୍ଚାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି 

ଭବାନୀପାଟଣା: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫଦାରୀ ଦାବିରେ କଳାହାଣ୍ଡି ଏସ୍‌ପି ଅଫିସ୍‌ ସମ୍ମୁଖରେ କଳାହାଣ୍ଡି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ…
ଅଧିକ ଖବର ଦେଖନ୍ତୁ...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ଗୋଲାମୁଣ୍ତା: କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ୍‌ କେଗାଁ ଥାନା ଚପ୍ରିଆ ଗ୍ରାମରେ ଜଣେ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଅଭିଯୋଗନୁସାରେ କେଗାଁ ଥାନା ପଦ୍ମପୁର ଗ୍ରାମର ଦୈତାରୀ ଚନ୍ଦନଙ୍କ ଝିଅ ପ୍ରେମଶିଳା ଚନ୍ଦନ ୫ବର୍ଷ ତଳେ ଚପ୍ରିଆ ଗ୍ରାମର କୁମର ଗହୀରଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ହାବିଲଦାର ପ୍ରସନ୍ନ ବେହେରାଙ୍କ ଫର୍ଣ୍ଣିଚର ୱାର୍କସପରେ ଧଉଳି ଥାନା ପୁଲିସ ମୁତୟନ

ଧଉଳି: ମନୀଷ ଦାସ ହତ୍ୟାକାଣ୍ଡ ମାମଲାର ଛନ୍ଦି ହୋଇଥିବା ଅନ୍ୟତମ ଅଭିଯୁକ୍ତ କମିସନରେଟ ପୁଲିସର ହାବିଲଦାର କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କ ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସପରେ ଆଜି ଧଉଳି ଥାନା ପୁଲିସ ଛାନଭିନ କରିଥିଲା। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ…
ଅଧିକ ଖବର ଦେଖନ୍ତୁ...

ଅଖିଳ ଭାରତୀୟ ଆଥଲେଟିକ୍‌ ଚାମ୍ପିୟନସିପ୍‌: ଆର୍‌ପିଏଫ୍‌ କନେଷ୍ଟବଳ ପ୍ରିୟଙ୍କାଙ୍କୁ କାଂସ୍ୟ

ରାଉରକେଲା: ମୁମ୍ବାଇରେ ଚାଲୁଥିବା ୨୮ତମ ଅଖିଳ ଭାରତୀୟ ଚାମ୍ପିୟନ୍‌ସିପ୍‌ରେ ଚକ୍ରଧରପୁର ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛି। ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଉରକେଲାର ଆର୍‌ପିଏଫ୍‌ କନେଷ୍ଟବଳ ପ୍ରିୟଙ୍କା ରାଉତ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ…
ଅଧିକ ଖବର ଦେଖନ୍ତୁ...

ଏମସିଏଲ ଖଣିରେ ‘ଫାଷ୍ଟ କମ୍ ଫାଷ୍ଟ ଲୋଡ୍’  

ସୁନ୍ଦରଗଡ଼: କୋଇଲା ପରିବହନରେ  ଫାଷ୍ଟ୍ କମ୍ ଫାଷ୍ଟ ଲୋଡ୍ ପାଇଁ ଜିଲ୍ଲାପାଳ ଆଦେଶ କରିଥିଲେ ମଧ୍ୟ ଟ୍ରକ ମାଲିକଙ୍କ  ଟଣାଓଟରା ଓ ସଂଘର ଦୁର୍ବଳତା ଯୋଗୁଁ ଏହା ଗତ ୬ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରି ନଥିଲା। ପ୍ରଭାବଶାଳୀ ଟ୍ରକ ମାଲିକମାନେ ଖଣି ଭିତରେ ଧସେଇ ପଶି ବା ଏମସିଏଲ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଟି୨୦ ବିଶ୍ବକପ୍ : ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଦୁବାଇ : ଦୁବାଇଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ  ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଓ୍ବେଷ୍ଟଇଣ୍ଡିଜ ଦ୍ବାରା ରଖାଯାଇଥିବା ୫୬ରନର ଲକ୍ଷ୍ୟକୁ ଇଂଲଣ୍ଡ ୮.୨ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।  ଇଂଲଣ୍ଡ ପକ୍ଷରୁ ବଟଲର ସର୍ବାଧିକ ୨୪ ରନ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ, ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା : ଶାହ

ଜମ୍ମୁ: ୩ ଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜମ୍ମୁ ଓ କଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ । ଶ୍ରୀନଗରରେ ପହଞ୍ଚି ପ୍ରଥମେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା…
ଅଧିକ ଖବର ଦେଖନ୍ତୁ...