Daily Archives

October 24, 2021

ରାଜ୍ୟସ୍ତରୀୟ ନେହରୁ କପ୍‌ ହକି: କନିଷ୍ଠ ବାଳିକା ବର୍ଗରେ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଚାମ୍ପିଅନ

ରାଉରକେଲା: ରାଜ୍ୟସ୍ତରୀୟ ନେହରୁ ହକି କପ ପ୍ରତିଯୋଗିତା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆଜି ପ୍ରଥମ ଦିନରେ କନିଷ୍ଠ ବାଳିକା ବର୍ଗର ସମସ୍ତ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଟାଉନ୍ ହାଇସ୍କୁଲ(ସୁନ୍ଦରଗଡ଼) ଦଳ ସିଧାସଳଖ ୫-୦ ଗୋଲ୍‌ରେ ବୀର୍ସା ମୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ଏକଡାଲିଆ ଗ୍ରାମରେ ଧାନ ଫସଲ ଖାଇଗଲା ହାତୀ

ଖୋର୍ଦ୍ଧା: ସିକୋ ପଂଚାୟତ ଅନ୍ତର୍ଗତ ଏକଡାଲିଆ ଗାଁରେ ହାତୀ ଦ୍ୱାରା ଧାନ କ୍ଷେତ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ଧରି ଗାଁ ନିକଟରେ ରହିଥିବା ଟାଙ୍କଳ ଜଙ୍ଗଲରୁ ହାତୀ ଜନବସତି ମୁହାଁ ହୋଇଛନ୍ତି। ଗତକାଲି ରାତିରେ ଏକଡାଳିଆ ଗାଁର ପଦ୍ମଚରଣ ପରିଡ଼ା, ଭିକାରୀ ନାୟକ, କୈଳାସ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ପତ୍ନୀ ଆଣି ପ୍ରଥମ ପତ୍ନୀଙ୍କୁ ସ୍ୱାମୀ ଘରୁ ତଡ଼ି ଦେବା ନେଇ ମହିଳା ଥାନାରେ ଅଭିଯୋଗ

ଜୟପୁର: ଜୟପୁର ସଦରଥାନା ଉମୁରୀ ଗାଁର ରମେଶ ହରିଜନ ନାମକ ଜୈନେକ ବ୍ୟକ୍ତି ବାହାଘରର ୯ବର୍ଷ ପରେ ଦ୍ବିତୀୟ ପତ୍ନୀଙ୍କୁ ଆଣି ପ୍ରଥମ ପତ୍ନୀକୁ ଘରୁ ତଡ଼ି ଦେଇଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ରମେଶ ଗତ ୯ବର୍ଷ ତଳେ ବୋରିଗୁମ୍ମା ଥାନାର ଜାମୁଣ୍ଡା ଅଂଚଳର ନିରୁପମାକୁ ବାହା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାଇ ଶ୍ରେୟାଂଶୀ, ୨୪ ମିନିଟ୍ ୫୦ ସେକେଣ୍ଡରେ ଗାଇଲେ ୧୦୮ ଶ୍ଲୋକ

ଜଗତସିଂହପୁର ଟାଉନ୍: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ରେ ସ୍ଥାନ ପାଇଛନ୍ତି ଛଅ ବର୍ଷର ଝିଅ ଡି. ସାଇ ଶ୍ରେୟାଂଶୀ। ସେ ୨୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ସଂସ୍କୃତ ଶ୍ଲୋକ ଗାନ କରି ସର୍ବକନିଷ୍ଠ ହୋମକାରିଣୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କୁ ମାନପତ୍ର, ପଦକ ସମେତ ଶୁଭେଚ୍ଛା ପତ୍ର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ପ୍ରଥମ ମ୍ୟାଚରେ ଭାରତ ହାରିଲା, ୧୦ ଓ୍ଵିକେଟ୍‌ରେ ଜିତିଲା ପାକିସ୍ତାନ

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ଭାରତ ବିଜୟ ଧାରା ଅଟକିଛି। ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ୫ ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ରବିବାର ପରାସ୍ତ ହୋଇଛି। ଭାରତକୁ ପାକିସ୍ତାନ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଗିରଫ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ତାଳପଦା ଗ୍ରାମର ସଂଜୟ ମୁଣ୍ଡା (୨୨) ଏବଂ ସିପୁନ ମହାନ୍ତ (୨୧)। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମଇଦାନକେଲ…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରୁ ତିନି ଦିନର ଭୋକିଲା ଉଦ୍ଧାର; ମୁଣ୍ଡ ଓ ଗୋଡ଼ରେ ଥିଲା ଗଭୀର କ୍ଷତ

ସୁନ୍ଦରଗଡ଼: ପେଟରେ ଭୋକ, ମୁଣ୍ଡ ଓ ଗୋଡ଼ କ୍ଷତରେ ଭର୍ତ୍ତି । ତିନି ଦିନ ହେଲା କୋତରାଲଗା ହୋଇ ପଡ଼ି ରହିଥିଲେ ଜଣେ ଅସହାୟ ବ୍ୟକ୍ତି ସ୍ଥାନୀୟ ରଙ୍ଗାଢିପା ଡେଲି ମାର୍କେଟ କଡ଼ରେ। ଡେଲିମାର୍କେଟକୁ ଆସୁଥିବା ଓ ସେ ରାସ୍ତା ଦେଇ ଯାଉଥିବା ଲୋକଙ୍କ ନଜର ପଡ଼ୁ ନଥିଲା ତାହା ନୁହେଁ, କିନ୍ତୁ କାହା…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଚୋରି କଲେ ଇନ୍ସ‌ପେକ୍ଟର! ନିଲମ୍ବନ ହେବାରୁ କଲେ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଝାଡଖଣ୍ଡର ସିମଡେଗା ପୁଲିସ ନିଜର କିଛି କର୍ମଚାରୀଙ୍କ ପାଇଁ ଅପଦସ୍ତ ହୋଇଛି। ଅ‌‌କ୍ଟୋବର ୬ ତାରିଖରେ ସିମଡେଗାର ବାନ୍ସଜୋର ପୁଲିସ  ଗାଡ଼ି ଯାଞ୍ଚ ସମୟରେ ୨୫ଲକ୍ଷ ଟଙ୍କାର ରୂପା ଅଳଙ୍କାର ଜବତ କରିଥିଲା। ଏହି ଘଟଣା ରାୟପୁରର ଏକ ଅଳଙ୍କାର ଦୋକାନରୁ ୮୦ଲକ୍ଷ ଟଙ୍କାର ଗହଣା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ପାକିସ୍ତାନକୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ…
ଅଧିକ ଖବର ଦେଖନ୍ତୁ...

ମୋଟରସାଇକେଲ୍ ଶୋଭାଯାତ୍ରା ମାଧ୍ୟମରେ ମୟୂରଭଞ୍ଜ ବନ୍ଦ ନେଇ ବିଜେପିର ଶକ୍ତି ପ୍ରଦର୍ଶନ 

ବାରିପଦା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ପୂର୍ବ ସନ୍ଧ୍ୟାରେ ମୋଟରସାଇକେଲ୍ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଆଜି ସନ୍ଧ୍ୟାରେ ବିଜେପି ପକ୍ଷରୁ ଏହି ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ମାଧ୍ୟମରେ ୧୬ ଦଫା ଦାବିନେଇ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ…
ଅଧିକ ଖବର ଦେଖନ୍ତୁ...