Daily Archives

October 24, 2021

ଭୁବନେଶ୍ୱରରୁ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଭୁବନେଶ୍ୱରରୁ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌-ପାତ୍ରପୁଟ ବ୍ରିଜ୍‌ର ଯାଂଚ କଲେ କେନ୍ଦ୍ରୀୟ ଟିମ୍‌

ଜୟପୁର: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ଏକ ବୈଷୟିକ ଟିମ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛି। ଏହି ଟିମ୍ ପ୍ରଥମେ ବାରିଣୀପୁଟ-ବୋରିଗୁମ୍ମା ଏନଏଚ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମର ଯାଂଚ କରିଥିଲେ। ବିଭାଗର ନିର୍ଦେଶକ୍ରମେ ରାସ୍ତା ନିର୍ମାଣ କରାଯାଇଛି କି ନାହିଁ, ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଆଇଭିଏଫରେ ଭାରତରେ ଜନ୍ମ ହେଲା ପ୍ରଥମ ବନ୍ନି ମଇଁଷି ବାଛୁରୀ

ନୂଆଦିଲ୍ଲୀ:ଆଇଭିଏଫ ପ୍ରକ୍ରିୟାରେ ଭାରତରେ ପ୍ରଥମ ଥର ଜନ୍ମ ହୋଇଛି ଏକ ବନ୍ନି ମଇଁଷି ବାଛୁରୀ | ଦେଶର ବୈଜ୍ଞାନିକମାନେ ଆଇଭିଏଫ୍ ଟେକ୍ନୋଲୋଜିରେ ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି। ଏହି ବାଛୁରୀଟି ବନ୍ନି ମଇଁଷି ପ୍ରଜାତିର ହୋଇଥିବାବେଳେ ଆଇଭିଏଫ୍ ଦ୍ୱାରା ଜନ୍ମ ହୋଇଥିବା ପ୍ରଥମ ବାଛୁରୀ ଆଖ୍ୟା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଶାହଙ୍କ ବଡ଼ ଘୋଷଣା: ୨ବର୍ଷ ମଧ୍ୟରେ ଆରମ୍ଭ ହେବ ମେଟ୍ରୋ ଓ ହେଲିକପ୍ଟର ସେବା…

ଜମ୍ମୁ: ଜମ୍ମୁ ଓ କଶ୍ମୀର ଗସ୍ତର ଦ୍ବିତୀୟ ଦିନରେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଜମ୍ମୁ-କଶ୍ମୀରର ବିକାଶ ହେବ ଓ ଏହି ରାଜ୍ୟ ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ଶାହ କହିଛନ୍ତି। ଶିକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଜମ୍ମୁ-କଶ୍ମୀର ଏବେ ଅନ୍ୟ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା

ସାର୍‌ଜା: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ଗ୍ରୁପ୍‌-୧ ମ୍ୟାଚ୍‌ରେ ରବିବାର ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ଶ୍ରୀଲଙ୍କା ପରାସ୍ତ କରିଛି। ଶ୍ରୀଲଙ୍କା ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ହାସଲ କରିଛି। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟସ୍‌ ଜଣି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରୁ ବିଧାନସଭା ଅଧ୍ୟକ୍ଷଙ୍କ ୩୦ହଜାର ଟଙ୍କାର ସାଇକେଲ ଚୋରି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ଅଧ୍ୟକ୍ଷଙ୍କ ସାଇକେଲ ଟ୍ରେନରୁ ଚୋରି ହୋଇଯିବା ପରେ ସରକାରଙ୍କ ଠାରୁ ନେଇ ରେଳ ବିଭାଗ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ଖେଳି ଯାଇଛି। ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମଙ୍କ ସାଇକେଲ ଭୋପାଳରୁ ରିୱା ଅଣାଯାଉଥିବା ସମୟରେ ଚୋରି ହୋଇଯାଇଥିବା ଖବର ମିଳିଥିଲା।।…
ଅଧିକ ଖବର ଦେଖନ୍ତୁ...

ସାଉଥ୍‌ ସିଟି ବାର୍‌ ମାମଲା: ଚାକିରିରୁ ବିଦା ହେଲେ କନଷ୍ଟେବଳ ପ୍ରସନ୍ନ ବେହେରା

ଭୁବନେଶ୍ୱର: ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରସନ୍ନଙ୍କୁ ବହିଷ୍କାର କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗର ପ୍ରୋସେସିଂ ଚାଲିଥିଲା ବୋଲି ଜଣାପଡ଼ିଛି। ଏଥି ସହିତ ତାଙ୍କ ନାଁରେ ୫ଟି ଫୌଜଦାରୀ ମାମଲା…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ ଖାନ ବିଜେପିରେ ମିଶିଗଲେ ଡ୍ରଗ୍ସ ଚିନି ପାଲଟିଯିବ!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ନେଇ ଏବେ ଖବର ଶିରୋନାମାରେ ରହିଛନ୍ତି | ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଏବେ ମଧ୍ୟ ଜେଲରେ ଅଛନ୍ତି ଏବଂ ଜାମିନ ମିଳିପାରୁନାହିଁ। ଶାହାରୁଖ ମଧ୍ୟ ଦୁଇ ଦିନ ପୂର୍ବେ ତାଙ୍କ ପୁଅଙ୍କୁ ଭେଟିବାକୁ ଯାଇଥିଲେ। ଆଉ ଏହାକୁ ନେଇ ଏବେ ରାଜନୀତି ଜୋର…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ପୂର୍ବରୁ ଇରଫାନ ପଠାନଙ୍କ ମଜାଦାର ଟ୍ବିଟ; ଆମେ ଜିତିଲେ ଟିଭି ଭାଙ୍ଗିବ, ହେଲେ ପାକ୍ ଜିତିଲେ…

ଦୁବାଇ: ଟି -୨୦ ବିଶ୍ୱକପ ୨୦୨୧ରେ ଆଜି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ୍ ପଠାନ୍ ଏକ ମଜାଦାର ଟ୍ୱିଟ୍ କରିଛନ୍ତି। ତାଙ୍କ ଟୁଇଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଟ୍ବିଟରେ ସେ ଲେଖିଛନ୍ତି ଯେ, ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ପଡ଼ିଆ ମଝିରେ ଉଚ୍ଚବାଚ, ଲିଟନ୍-ଲାହିରୁ ମୁହାଁମୁହିଁ

ସାରଜା : ଆଜି ଗୋଟିଏ ଦିନରେ ଟି-୨୦ ବିଶ୍ୱକପରେ ଏସିଆର ୪ ଦେଶ ସାମ୍ନାସାମ୍ନି ହେଉଛନ୍ତି । ଗୋଟିଏ ପଟେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଅପେକ୍ଷା । ସାରଜା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ଏକ…
ଅଧିକ ଖବର ଦେଖନ୍ତୁ...