Daily Archives

October 25, 2021

ସାବରମତି ଆଶ୍ରମର ସୁରକ୍ଷା ପାଇଁ ବୈଠକ

ଖୋର୍ଦ୍ଧା: ସାବରମତି ଆଶ୍ରମର ସୁରକ୍ଷା ଆଳରେ ଏହାର ଐତିହାସିକ ଭିତ୍ତିଭୂମିକୁ ନଷ୍ଟ ନକରିବା ଓ ଆଶ୍ରମର ମୌଳିକତା ରକ୍ଷା କରିବା ସକାଶେ ଆଜି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଗଡ଼ଖୋର୍ଦ୍ଧା ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତି ନିକଟରେ ଏକ ବୈଠକ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

‘ବେଲ ପାଚିଲେ କାଉର କି ଯାଏ’: ଦୁଇ ଜିଲ୍ଲାରେ ରହିଛି ଦୁଇଟି ରାସନକାର୍ଡ ତଥାପି ଚାଉଳ ପାଇବାରୁ ବଞ୍ଚିତ

ଭଞ୍ଜନଗର: ଗରିବ ଅସହାୟ ଲୋକଙ୍କ ପାଇଁ ଯେତେ ସବୁ ସରକାରୀ ଯୋଜନା। ସେମାନଙ୍କ ବିକାଶକୁ ନେଇ ଚାଲେ ରାଜନୀତି। ସେମାନଙ୍କ ଆର୍ଥିକ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମାଳ ମାଳ ଯୋଜନା ହେଉଥିବାବେଳେ ତାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହୁଅନ୍ତି ରାଜନେତା। ଆଗକୁ ତ୍ରିସ୍ତରୀୟ…
ଅଧିକ ଖବର ଦେଖନ୍ତୁ...

ବଣ ମଲ୍ଲି ବଣରେ ଫୁଟି ମଉଳିଲାଣି: ଆନ୍ତର୍ଜାତିକ ଭାରତ୍ତୋଳନକାରୀ ଏବେ ଦିନ ମଜୁରିଆ

ମାଲକାନଗିରି/ଚିତ୍ରକୋଣ଼୍ଡା: ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଏବଂ ନକ୍ସଲ ପ୍ରବଣ ଅଂଚଳରେ ବହୁ କ୍ରୀଡାବିତ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭକ୍ତରାମ ଦସ୍ତି ଅନ୍ୟତମ। ଭକ୍ତରାମ ଦସ୍ତିଙ୍କ ଘର ଚିତ୍ରକୋଣ୍ଡା ବ୍ଲକର ଆରଏସି-୪ ନମ୍ବର…
ଅଧିକ ଖବର ଦେଖନ୍ତୁ...

ଗ୍ରାମାଂଚଳ ଯୁବକଯୁବତୀଙ୍କ ମଧ୍ୟରେ ଦକ୍ଷତା ବିକାଶ ସଚେତନତା ପାଇଁ ଦକ୍ଷତା ରଥ 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଂଚଳର ଯୁବକଯୁବତୀଙ୍କ ମଧ୍ୟରେ କୌଶଳ, ଦକ୍ଷତା ଆଦିର ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ୨ଟି ଦକ୍ଷତା ରଥର ଶୁଭାରମ୍ଭ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଏକାଉଣ୍ଟରରେ ୩ ନକ୍ସଲ ନିହତ, ଏସଏଲଆର ଏବଂ ଏକେ-୪୭ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ପାର୍ଟିର କୌଣସି କ୍ଷତି ହୋଇନଥିବା ବସ୍ତର ଆଇଜି ପି.ସୁନ୍ଦରରାଜ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ଘଟଣା : କୋରାପୁଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା  

କୋରାପୁଟ : କୋରାପୁଟ ଅନ୍ତର୍ଜାତୀୟ  ମାନବାଧିକାର କାଉନସିଲ ପକ୍ଷରୁ ଆଜି ଏକ ଶାନ୍ତିପୂୁର୍ଣ୍ଣ ଶୋଭାଯାତ୍ରା କରାଯାଇଛି । ମହାଲିଙ୍ଗର ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଳାନିକେତନ ଛକରୁ ଜଗନ୍ନାଥ ମନ୍ଦିର ଛକ ଯାଏ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ପାଇଁ ବିଜେପିର ସ୍ମାରକପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ସହ ରାଜନୈତିକ ନିରପେକ୍ଷତା ଭାବେ ପରିଚାଳିତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ଣରେ ବିଜେପି ଜିଲ୍ଲା ସଭାପତି…
ଅଧିକ ଖବର ଦେଖନ୍ତୁ...

ସରକାରୀ ଡାକ୍ତରଖାନା କାନ୍ଥଲେଖାରେ ଓଡ଼ିଆ ଭାଷାକୁ କଦର୍ଥ

ବୁଗୁଡ଼ା : ଓଡ଼ିଆ ଭାଷାର ପ୍ରଚାରପ୍ରସାର ଲାଗି ରାଜ୍ୟ‌ରେ ସରକାରୀ ଓ ବେସରକାରୀସ୍ତରରେ ଅନେକ ପ୍ରୟାସ ହେଉଛି। ଏଥିସହ ମାତୃଭାଷା ଓଡ଼ିଆର ସୁରକ୍ଷା ଲାଗି ବିଭିନ୍ନ ସଂଗଠନ ଓ ସାହିତ୍ୟପ୍ରେମୀ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ସରକାରୀସ୍ତରରେ ଓଡ଼ିଆ ଭ‌ାଷାର ବହୁଳମାତ୍ରାରେ ବ୍ୟବହାର ସହ ପ୍ରତି…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ମାଝୀ ଦଳ ଛାଡିବା ପରେ ଜିଲ୍ଲା କଂଗ୍ରେସର ମହାମେଳି, ୨୦୦ ବିଜେଡି କର୍ମୀ କଂଗ୍ରେସରେ ଦେଲେ ଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସର ମଙ୍ଗ ଧରି ଆସୁଥିବା ପ୍ରଦୀପ ମାଝୀ ଦଳ ଛାଡିବା ପରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାମେଳି। ଏହି ମେଳିରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପସ୍ଥିତିରେ ୨ ଶହ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶବାସୀଙ୍କୁ ୫ ହଜାର ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ

ଲକ୍ଷ୍ମୌ:  ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ଏକାଧିକ ଜନ ମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହପରି ସିଦ୍ଧାର୍ଥ ନଗରରେ ପହଞ୍ଚି ୯ଟି ମେଡିକାଲ କଲେଜର ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ…
ଅଧିକ ଖବର ଦେଖନ୍ତୁ...