Daily Archives

October 25, 2021

ରାଜଧାନୀରୁ ୧୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୪ଜଣ ସୁସ୍ଥ 

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଓ ଅହମଦାବାଦ ଆଇପିଏଲର ଦୁଇ ନୂଆ ଦଳ ; ବାଦ ପଡ଼ିଲା କଟକ

ଦୁବାଇ : ଆଇପିଏଲ ୨୦୨୨ରେ ଦୁଇଟି ନୂଆ ଦଳ ଦେଖିବାକୁ ମିଳିବ । ସେଗୁଡ଼ିକ ହେଉଛି ଅହମଦାବାଦ ଓ ଲକ୍ଷ୍ନୌ  । ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ ଆରପି- ସଂଜୀବ ଗୋଏଙ୍କା ଗ୍ରୁପ (ଆରପିଏସଜି) ୭୦୯୦ କୋଟି ଟଙ୍କାରେ ଖରିଦ କରିଛି । ସେହିପରି ଅହମଦାବାଦ ଦଳକୁ ୫୧୬୬ କୋଟି ଟଙ୍କାରେ ଲକଜମ୍ବର୍ଗର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ପରେ ସ୍ପୁଟ୍ନିକ୍-ଭି ଉପରେ ପ୍ରତିବନ୍ଧକ ଲଗାଇଲା ନାମ୍ବିଆ

ନୂଆଦିଲ୍ଲୀ: ସ୍ପୁଟ୍ନିକ୍-ଭି ଟିକା ନେଲେ ଏଡ଼ସ ବା ଏଚ୍.ଆଇ.ଭି ହୋଇଥାଏ | କିଛି ଏଭଳି ଗୁଜବକୁ ବିଶ୍ୱାସ କରି ଏବେ ଏହି ଟିକାକୁ ଟିକାକରଣ ଅଭିଯାନରୁ ବାଦ ଦେଇଛି ନାମ୍ବିଆ | ଗୁଜବ ମୁତାବକ ସ୍ପୁଟ୍ନିକ୍-ଭି ଟିକା ଗ୍ରହଣ କରୁଥିବା ପୁରୁଷଙ୍କ ନିକଟରେ ଏଚ୍.ଆଇ.ଭି ସଂକ୍ରମଣ ହେବାର ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ପୋଷାକ ଖୋଲି ଆନ୍ଦୋଳନ କଲେ ୫୦ଜଣ ଏୟାର ହୋଷ୍ଟେସ

ନୂଆଦିଲ୍ଲୀ: ଇଟାଲୀରେ ନିଜର ଦାବି ପୂରଣ ପାଇଁ ନିଆରା ଆନ୍ଦୋଳନ କଲେ ବିମାନ କମ୍ପାନିର ଏୟାର ହୋଷ୍ଟେସ। କମ୍ପାନି କରିଥିବା କାମକୁ ବିରୋଧ କରି ଅଫିସ ବାହାରେ ଆନ୍ଦୋଳନ କରିବା ସହ ୫୦ଜଣ ଏୟାର ହୋଷ୍ଟେସ ନିଜର ପୋଷାକ ଖୋଲିଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣି ବିଶ୍ବାସ ହେଉନଥିଲେ ବି ଏହା…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍ ପୁଲିସ ଲୋକଙ୍କୁ ଫେରାଉଛି ସେମାନଙ୍କ ଲୁଟ ହୋଇଥିବା ଫୋନ

ଭୁବନେଶ୍ବର: ଯଦି ‌କୌଣସି ବ୍ୟକ୍ତିଙ୍କ ମୋବାଇଲ ଚୋରି ବା ଲୁଟ୍ ହୋଇଯାଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ହୋଇଥାଏ । କିଏ ମର୍ଣ୍ଣିଂ ୱାକ୍ ଗଲାବେଳେ ତାର ମୋବାଇଲ ଲୁଟ୍ ହୁଏ ତ କିଏ ଅନ୍ୟମନସ୍କରେ କେଉଁଠି କିଣାକିଣି କଲାବେଳେ ଫୋନ ଚୋରି ହୋଇଯାଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ…
ଅଧିକ ଖବର ଦେଖନ୍ତୁ...

୪ ଅନାଥ ଶିଶୁଙ୍କ ସାହାରା ଜେଜେମା’ ଘଟଣା, ସହଯୋଗର ହାତ ବଢାଇଲେ ବିନୋଦ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବାଲିମେଳା ସଦର ମହକୁମାର ଡ୍ରଗ ଲାଇନରେ ବାସ କରୁଥିବା ୪ ଅନାଥ ଶିଶୁଙ୍କ ସାହାରା ବନିଛନ୍ତି ଜେଜେମା ରୁକୁଣୀ ପୂଜାରୀ।ଏହି ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ପହଞ୍ଚିବା ପୂର୍ବରୁ ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀ ବାଲିମେଳାରେ…
ଅଧିକ ଖବର ଦେଖନ୍ତୁ...

ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ବୋର୍ଡ ପରୀକ୍ଷା ଓ ମୂଲ୍ୟାଙ୍କନ ପଦ୍ଧତିକୁ ଓଷ୍ଟାର ବିରୋଧ

ଭୁବନେଶ୍ବର :  ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ବୋର୍ଡ ପରୀକ୍ଷା ଓ ଏହାର ମୂଲ୍ୟାଙ୍କନ ପଦ୍ଧତିକୁ ବିରୋଧ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା । ଏଥର ବୋର୍ଡ ପକ୍ଷରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଓ ୪ଟି ଗଠନମୂଳକ…
ଅଧିକ ଖବର ଦେଖନ୍ତୁ...

ଭାରତ ବିରୋଧରେ ପାକିସ୍ତାନର ବିଜୟ: ପାକିସ୍ତାନରେ ଗୁଳିଚାଳନାରେ ୧୨ ଜଣ ଆହତ

କରାଚୀ: ରବିବାର ଦୁବାଇରେ ଭାରତ ବିପକ୍ଷରେ ଟି -୨୦ ଅନ୍ତର୍ଜାତୀୟ ବିଶ୍ୱକପ ମ୍ୟାଚରେ ପାକିସ୍ତାନର ପ୍ରଥମ ବିଜୟକୁ ନେଇ ଏବେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି | ତେବେ ପାକିସ୍ତାନର କିଛି ଅଞ୍ଚଳରେ ଏବେ ଅତ୍ୟଧିକ ଖୁସି ଦୁଃଖର କାରଣ ମଧ୍ୟ ପାଲଟିଛି | ଭାରତ ବିରୋଧରେ ପାକିସ୍ତାନର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରବାସୀଙ୍କ ବିଶ୍ବାସ ଜିତିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ ଶାହ, କଲେ ଏଭଳି କାମ

ଜମ୍ମୁ: ଜମ୍ମୁ-କଶ୍ମୀର ଗସ୍ତର ତୃତୀୟ ଦିନରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଯୁବପିଢ଼ିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବାକୁ କହିଥିବା ଶାହ ଆଜିର ଜନସଭାରେ କିଛି ଏଭଳି କାମ କରିଛନ୍ତି, ଯାହା ଜମ୍ମୁ-କଶ୍ମୀରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣ ୱେବସାଇଟରେ ଗଣିତ ପଢ଼ାଇ ଶିକ୍ଷକ ରୋଜଗାର କରୁଛନ୍ତି ପାଖାପାଖି ୨କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରତ୍ୟେକ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ କିପରି ଶୈଳୀରେ ପଢ଼ାଇଲେ ସେମାନଙ୍କ ପାଠପଢ଼ା ପ୍ରତି ରୁଚି ଆସିବ ସେ ଦିଗରେ ଚେଷ୍ଟା କରିଥାଆନ୍ତି। ତାଇୱାନର ଜଣେ ଶିକ୍ଷକ  ପିଲାଙ୍କୁ ପାଠପଢ଼ାଇବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି। ଗଣିତ କ୍ଲାସ ନେଉଥିବା ଏହି ଶିକ୍ଷକ ନିଜର…
ଅଧିକ ଖବର ଦେଖନ୍ତୁ...