Daily Archives

October 26, 2021

କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ୩୬୫ ଜଣ

ବୈପାରିଗୁଡ଼ା: ଆଜି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲିର ମାଉଲି ମନ୍ଦିର ପରିସରରେ ବିଜେଡ଼ି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲଙ୍କ ଉପସ୍ଥିତିରେ ମହୁଲି ପଞ୍ଚାୟତର ୩୬୫ ଜଣ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ ପରିବା ବ୍ୟବସାୟୀଙ୍କ ସ୍ଥାନାନ୍ତର କଲା ପ୍ରଶାସନ,ପୁଣି ଫେରିଲେ ଦେବେ ୩୦୦ ଜରିମାନା

ଭଞ୍ଜନଗର: ଭଞ୍ଜନଗର ସହରକୁ ସୁନ୍ଦର ସ୍ବଚ୍ଛ କରିବା ପାଇଁ ପ୍ରୟାଶ ଆରମ୍ଭ ହୋଇଛି। ରାସ୍ତାକଡରେ ବସି ପରିବା ଓ ମାଛ ମାଂସ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ବଳଭଦ୍ର ଆରୁଖ କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ…
ଅଧିକ ଖବର ଦେଖନ୍ତୁ...

ସରିଲା ରାଜ୍ୟସ୍ତରୀୟ ନେହେରୁ କପ୍‌ ହକି : କନିଷ୍ଠରେ ଟାଉନ୍‌ ହାଇସ୍କୁଲ, ଉପକନିଷ୍ଠରେ ମ୍ୟୁନିସିପାଲ ହାଇସ୍କୁଲ ବିଜେତା

ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ନେହରୁ କପ୍‌ ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ମଙ୍ଗଲବାର ଖେଳାଯାଇଥିବା କନିଷ୍ଠ ବାଳକ ବର୍ଗରେ ଟାଉନ ହାଇସ୍କୁଲ(ସୁନ୍ଦରଗଡ଼) ଦଳ ଓ ଉପକନିଷ୍ଠ ବାଳକ ବର୍ଗରେ ମ୍ୟୁନିସିପାଲ ହାଇସ୍କୁଲ(ରାଉରକେଲା)…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା-ଜଗତସିଂହପୁର-ପୁରୀରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ନେଇ ଉଦ୍ୟମ ଆର‌ମ୍ଭ

ବାରିପଦା: ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଉତ୍ତମ ଜଳ ପରିଚାଳନା, ନଦୀ ଏବଂ ନଦୀ ଉପତ୍ୟକାର ବିକାଶ ତଥା ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଭଳି ଉପକୁଳବର୍ତ୍ତୀ ଜିଲ୍ଲାରେ ମହାନଦୀର ଅବବାହିକାର ବିକାଶ ଏବଂ ସ୍ଥାୟୀ ପ୍ରତିକାର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ନୂଆଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାଠାରେ ହେବ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ

ସୁନ୍ଦରଗଡ଼ : ପଶ୍ଚିମାଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ସ୍ବେଚ୍ଛାସେବୀ ସଂଗଠନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ସହ ସମନ୍ବୟ ଓ ଏକତା ବୃଦ୍ଧି ପାଇଁ ପ୍ରତିବର୍ଷ ଅଗଷ୍ଟ ଏକ ତାରିଖ ରେ ସମ୍ବଲପୁରୀ ଦିନ ଓ ବର୍ଷକ ଥରେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

୧୦୨କିଲୋ ଗଂଜେଇ ଜବତ, ଜଣେ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ସୁଙ୍କି ଅଂଚଳରୁ ଛତିଶଗଡର ଜଗଦଲପୁରକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦରଥାନା ପୁଲିସ କୋରାପୁଟ-ଜୟପୁର ଘାଟି ମଧ୍ୟରେ ଗଂଜେଇ ଗାଡ଼ିକୁ କାବୁ କରିଛି। ସେଥିରୁ ୧୦୨କିଲୋଗ୍ରାମ ଗଂଜେଇ ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ମା’କୁ ରୁଟି ଖାଇବାକୁ ମନା କରି କେକେ ପାଇଁ କିପରି ଅଳି କରୁଛି ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାମାନେ ବାପ-ମା’ଙ୍କ ପାଖରେ ‌ସେ ଖାଇବାକୁ ହେଉ କି ଖେଳିବାକୁ ହେଉ କି ପିନ୍ଧିବାକୁ ନେଇ ଅଳି କରି ଥାଆନ୍ତି। ଜଣେ ଶିଶୁ ତାର ମା’ ପାଖରେ କେକେ ଖାଇବାା ପାଇଁ ସୁନ୍ଦର ଭାବେ ଅଳି କରୁଛି। ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ମୋ କଲେଜ ଅଭିଯାନ: ଦେଢ଼ କୋଟି ଟଙ୍କାର ମ୍ୟାଚିଂଗ୍ରାଣ୍ଟ ଦେଲେ ମୁଖ୍ୟମନ୍ତ୍ରୀ, ୧୨ କଲେଜ ଓ ୨ ବିଶ୍ୱବିଦ୍ୟାଳୟର ହେବ…

ଭୁବନେଶ୍ୱର: ମୋ କଲେଜ ଅଭିଯାନରେ ରାଜ୍ୟରେ କିଛି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ରୂପାନ୍ତରଣ ହେବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧.୫ କୋଟି ଟଙ୍କାର ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରିଛନ୍ତି। ଏହି ରାଶିରେ ରାଜ୍ୟର ୧୨ଟି ମହାବିଦ୍ୟାଳୟ ଓ ୨ଟି ବିଶ୍ୱବିଦ୍ୟାଳୟ ରୂପାନ୍ତରଣ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର: ବ୍ରହ୍ମବରଦା ମହିମା ଛକ ଠାରେ ଜଣେ ବୃଦ୍ଧଙ୍କୁ ହାତୀ ଶୁଣ୍ଢ ବୁଲାଇ ଫିଙ୍ଗି ଦେଇଛି। ଗୁରୁତର ନିତ୍ୟାନନ୍ଦ ଗିରି(୬୫)ଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଆଜି ଯାଜପୁର ସଦର ଥାନା ଅନ୍ତର୍ଗତ ନୁଣୁପୁରପାଟରେ ସକାଳୁ ସକାଳୁ ବଣୁଆ ହାତୀକୁ ଦେଖି…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗନାରେ ବନ୍ଧକ ଥିବା ୪୨ଜଣ ପ୍ରବାସୀ ଶ୍ରମିକ ଉଦ୍ଧାର 

ଜୟପୁର: ତେଲଙ୍ଗାନା ରାଜ୍ୟର ପାଇଦାପାଲ୍ଲୀ ଅଂଚଳରେ ବନ୍ଧକ ରହି ଇଟାଭାଟିରେ କାମ କରୁଥିବା ୪୨ଜଣ ପ୍ରବାସୀ ଶ୍ରମିକଙ୍କୁ କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ଉଦ୍ଧାର କରି ଆଣିଛି। ଉଦ୍ଧାର ହୋଇଥିବା ଏହି ୪୨ଜଣ ଶ୍ରମିକ କୋଟପାଡ଼ ବ୍ଲକର ବିଭିନ୍ନ ଗାଁର ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...