Daily Archives

October 26, 2021

୨୪ ଘଣ୍ଟାରେ କୋଭାକ୍ସିନକୁ ମିଳିପାରେ ଡବ୍ଲୁଏଚଓ ଅନୁମତି

ନୂଆଦିଲ୍ଲୀ : ଭାରତର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ସଂପର୍କରେ ଆସନ୍ତା ୨୪ ଘଣ୍ଟାରେ ନିଷ୍ପତ୍ତି ନେବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଡବ୍ଲୁଏଚଓର ବରିଷ୍ଠ ଅଧିକାରୀ ଡ. ମାର୍ଗାରେଟ ହ୍ୟାରିସ କହିଛନ୍ତି । ଆଜି ଡବ୍ଲୁଏଚଓର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିବ। ବୃଷ: ନିଜ ବାଣୀରେ ସଂଯମ ରଖନ୍ତୁ। ଅନ୍‍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବେ। ମିଥୁନ: ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ବାରିପଦା : କେନ୍ଦ୍ର ଭିଜିଲାନ୍ସ ଆୟୋଗ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଦ୍ୟେଶ୍ୟ ନେଇ ଦେଶର ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ୨୬ ଅକ୍ଟୋବର ଠାରୁ ୦୧ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଚୋରି ଟଙ୍କାରେ ସ୍ୱାମୀ ନିର୍ମାଣ କଲେ ଗାଁ ରାସ୍ତା, ପଞ୍ଚାୟତ ନିର୍ବାଚନରେ ଜିତିଗଲେ ପତ୍ନୀ

ପାଟନା: ଯେତିକି ଟଙ୍କା ଚୋରି କରୁଥିଲେ, ସେତିକି ଟଙ୍କା ଗାଁର ବିକାଶରେ ଖର୍ଚ୍ଚ କରୁଥିଲେ | ଗାଁକୁ ରାସ୍ତା ଖଣ୍ଡେ ନଥିବାବେଳେ ଚୋରି ଟଙ୍କାରେ ଗାଁକୁ ପକ୍କା ରାସ୍ତା କରିଥିଲେ | କେବଳ ନିଜ ଗାଁ ନୁହେଁ ବରଂ ଆଖପାଖ ୭ଟି ଗାଁର ରାସ୍ତାକୁ ପକ୍କା କରିଥିଲେ କୁଖ୍ୟାତ ଡକାୟତ | ୧୨ଟି ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ପାକିସ୍ତାନ ଆଗରେ ୧୩୫ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ସାରଜା : ସାରଜା ଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୩୪ରନ କରିଛି । ଫଳରେ ବିଜୟ ପାଇଁ ପାକିସ୍ତାନ ଆଗରେ ୧୩୫ରନର ଲକ୍ଷ୍ୟ ରହିଛି । ଆଜି ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ମମିତା ମେହେରା ହତ୍ୟା ମାମଲା: ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଖୋର୍ଦ୍ଧା କଂଗ୍ରେସ…

ଖୋର୍ଦ୍ଧା,: କଳାହାଣ୍ଡି ମହାଲିଙ୍ଗ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଶାସକ ଦଳର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଅନେକ ମନ୍ତ୍ରୀ ଓ ପଦସ୍ଥ ଅଧିକାରୀ ଜଡ଼ିତ । ଏହି ଘଟଣାକୁ ଶାସକ ବିଜେଡି ପକ୍ଷରୁ ଚପାଇ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡ଼ୁଆ, ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କଲା ରାୟଗଡ଼ା ପୁଲିସ୍

ରାୟଗଡ଼ା: ରାୟଗଡ଼ା ପୁଲିସ୍ ଦ୍ବାରା ଗିରଫ ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗିରଫ ପରେ ଆନନ୍ଦଙ୍କ ନିକଟରୁ ପୁଲିସ୍ ନଗଦ ୩୨ ଲକ୍ଷ ଜବତ କରିଥିଲା। ଏବେ ଆନନ୍ଦଙ୍କ ୪୫ ଲକ୍ଷ ଜମା ଥିବା ଘରୋଇ ବ୍ୟାଙ୍କ ଆକାଉଣ୍ଟ୍ ଜବତ କରି ଅଚଳ କରିଛି ପୁଲିସ୍। ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସେନା ଛଡାଇନେଲା ଇମ୍ରାନ ଖାନଙ୍କ ଅଧିକାର, ନଦିମ ହେଲେ ଆଇଏସଆଇ ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ମିଳିଲା ନୂଆ ମୁଖିଆ | ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜୁମଙ୍କୁ ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ(ଆଇଏସଆଇ) ର ନୂତନ ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଯଥେଷ୍ଟ ପ୍ରମାଣ ମିଳିଲେ ହିଁ ଆରୟନ ମାମଲାରୁ ସମୀରଙ୍କୁ ହଟାଇବା କଥା ଚିନ୍ତା କରିବୁ : ଏନସିବି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆରୟନ ଖାଁ ଡ୍ରଗ୍ସ ମାମଲାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( ଏନସିବି) ମୁମ୍ବାଇ ଜୋନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େଙ୍କୁ ହଟାଇବା ନିଷ୍ପତ୍ତି ଅକାଟ୍ୟ ତଥ୍ୟ ପ୍ରମାଣ ମିଳିଲେ ହିଁ ନିଆଯିବ ବୋଲି ଏନସିବି ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ଏନସିବି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୧୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...