Daily Archives

October 26, 2021

ଦୋକାନ ସମ୍ମୁଖରୁ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା-ରୁପା ଲୁଟି ନେଲେ ଲୁଟେରା

ଭଦ୍ରକ: ବାଇକ ଡ଼ିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟି ନେଲେ ଲୁଟେରା। ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ଏଭଳି ଲୁଟ ହୋଇଥିବା ଦୋକାନୀ ଅଭିଯୋଗ କରିଛନ୍ତି। ଭଦ୍ରକ ସହର ଅନ୍ତର୍ଗତ ନରିପୁର ଅଞ୍ଚଳର ଅଜୟ କୁମାର ସାହୁଙ୍କର ଥାନା ଛକ ନିକଟରେ ଏକ ସୁନା ଦୋକାନ…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ମାଲକାନଗିରି: ଅଜଣା ଗାଡି ଧକ୍କାରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଘଟଣା ଘଟିଛି ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୩ ଛକ ନିକଟରେ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ଆମର ସରକାର ଓ ତାଙ୍କ ସ୍ତ୍ରୀ ଅଞ୍ଜନା ସରକାର କୌଣସି କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ମହାକାଳ ମନ୍ଦିରକୁ ସ୍ବାମୀ ଦାନ କଲେ ୧୭ଲକ୍ଷ ଟଙ୍କାର ଅଳଙ୍କାର

ଉଜୈନ: ଝାଡଖଣ୍ଡର ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଉଜୈନସ୍ଥିତ ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ନିଜର ସ୍ତ୍ରୀର ଶେଷ ଇଚ୍ଛା‌ ପୂରା କରିବା ପାଇଁ ୧୭ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦାନ କରିଛନ୍ତି। ଏସୂଚନା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାର ଦେଇଛନ୍ତି। ମନ୍ଦିର ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଛୋଟ ଶିଶୁ ହେଲେ କ’ଣ ହେଲା, ଦେଶପ୍ରେମର ଝଲକ ଦେଖାଇଦେଲେ

ବାଙ୍ଗାଲୋର: ଦେଶର ଯବାନଙ୍କ ଦେଶପ୍ରେମ ବାବଦରେ ତ ଆପଣ ଜାଣିଥିବେ | ନିଜ ଜୀବନକୁ ବାଜିରେ ଲଗାଇ ଦେଶବାସୀଙ୍କ ପାଇଁ ଅହରହ ସୁରକ୍ଷା ଦେଉଥିବା ଯବାନ କେତେ ଯେ ବଳିଦାନ ଦିଅନ୍ତି ସେ ବାବଦରେ ବି ଆପଣ ଜାଣିଥିବେ | ତେବେ ଦେଶରେ ଏମିତି କିଛି ମଧ୍ୟ ଅଛନ୍ତି ଯେଉଁମାନେ ଯବାନଙ୍କ ପରାକ୍ରମକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀଙ୍କ ଘରୁ ଲୁଟ ଘଟଣାରେ ୬ ଗିରଫ

ଦେବଗଡ଼: ଦେବଗଡ ପୌରାଞ୍ଚଳ ରଙ୍ଗିଆଗୁଡା ସାହି‌ରେ ରହୁଥିବା ଜଣେ ଆଇନଜୀବୀଙ୍କ ଘରୁ ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଚୋରି ଘଟଣାରେ ପୁଲିସ ୬ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଙ୍ଗିଆଗୁଡ଼ାର ସୁବାସ ବେହେରା, ଖପରସାହିର ଅରବିନ୍ଦ ଭୁକ୍ତା, ହାତିଶାଳ…
ଅଧିକ ଖବର ଦେଖନ୍ତୁ...

କୋଇଲା ଖଣି ଖାତରେ ପଡ଼ି ଛେଳି ଚରାଳି ମୃତ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖୋଲା ମୁହଁ କୋଇଲା ଖଣିର କୋଇଲା ଉତ୍ତୋଳନ ପାଇଁ ଖୋଲା ଯାଇଥିବା ଏକ ଖାତରେ ପଡ଼ି ଖଣି ନିକଟସ୍ଥ ଏକ ଗାଁର ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ପଞ୍ଚାୟତ ସାହାଜବାହାଲର କୁଞ୍ଜ ଭୋଇଙ୍କ ପୁଅ ଅଶୋକ (୪୫)।…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟରେ ବିଜୟୀ, ଓ୍ବେଷ୍ଟଇଣ୍ଡିଜର ଲଗାତାର ୨ୟ ପରାଜୟ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ  ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୮ ଓ୍ବିକେଟରେ ପରାସ୍ତ କରିଛି । ବିଶ୍ବ ଚାମ୍ପିୟନ ଓ୍ବେଷ୍ଟ ଇଣ୍ଡିଜର ଏହା ହେଉଛି ଲଗାତାର ୨ୟ ପରାଜୟ । ଓ୍ବେଷ୍ଟ ଇଣ୍ଡିଜ ଦ୍ବାରା ରଖାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ ମାଓ ପୋଷ୍ଟର୍: ‘୫୦ ଲକ୍ଷ କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଦାବି’

ରାୟଗଡ଼ା/ମୁନିଗୁଡ଼ା/ଲାଞ୍ଜିଗଡ଼: ମୁନିଗୁଡ଼ା ଥାନା କୁମୁଡ଼ାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ମହାଲିଙ୍ଗ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ସହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୯୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୪୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୭୭୪ରେ ପହଂଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...