Daily Archives

October 27, 2021

ପେଟ୍ରୋଲ ଏବଂ ପରିବାରେ ହାତ ମାରି ହେଉନାହିଁ, ଦରଦାମ ବୃଦ୍ଧି ଯୋଗୁଁ ଜନ ଅସଂତୋଷ ବଢୁଛି

ମାଲକାନଗିରି: ସମଗ୍ର ଦେଶ ସମେତ ମାଲକାନଗିରି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ସାଧାରଣ ଜନତା ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଆଜି ମାଲକାନଗିରିରେ ପେଟ୍ରୋଲ ପିଛା ଟଂକା ୧୧୪.୪୮ ପଇସା ଥିବା ବେଳେ ଡିଜେଲ ୧୧୦ ଟଂକା ୮୬ ପଇସା ରହିଛି। ସେହିପରି ଏକ୍ସଟ୍ରା…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ଆରମ୍ଭରୁ କନ୍ଦାଇଲା ପରିବା, ମହଙ୍ଗା ମାଡ଼ରେ ଖାଉଟି ଚେପା

ବାରିପଦା: ପୂଣ୍ୟମାସ କାର୍ତ୍ତିକ ଆରମ୍ଭ ନ ହେଉଣୁ ପରିବା ମୂଲ୍ୟବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ମହଙ୍ଗା ମାଡ଼ରେ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ସମାନ ମୂଲ୍ୟରେ ବ୍ୟାଗ୍ ପୂରଣ ହେଉଥିବାବେଳେ ଏବେ ଅଧା ମଧ୍ୟ ହେଉନାହିଁ। ତେଣୁ…
ଅଧିକ ଖବର ଦେଖନ୍ତୁ...

ନଡ଼ିଆ ଗଛରୁ ଖସି ଆଇଟିଆଇ ଛାତ୍ରର ମୃତ୍ୟୁ

ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଆମ୍ବାଗୁଡ଼ାର ସୁବାସ ଗୌଡ଼ଙ୍କ ୨୦ବର୍ଷର ପୁଅ ସୁବ୍ରତ ଗୌଡ଼ ନଡ଼ିଆ ଗଛରୁ ଖସି ଗୁରୁତର ହୋଇ ପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ୧୨ଦିନ ତଳେ ନିଜ ବାଡିରେ ଥିବା ନଡ଼ିଆ ଗଛରୁ ନଡ଼ିଆ…
ଅଧିକ ଖବର ଦେଖନ୍ତୁ...

ପୌରନିର୍ବାଚନ ନିମନ୍ତେ ପ୍ରସ୍ତୁତି: ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣକୁ ନେଇ ଚିନ୍ତାରେ ନେତା

ଜୟପୁର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏପରି ସମୟରେ ୩ବର୍ଷ ପରେ ପୌରପାଳିକା ନିର୍ବାଚନ କରିବା ପାଇଁ ବି ରାଜ୍ୟ ସରକାର ଘୋଷଣା କରିଛନ୍ତି। ନିର୍ବାଚନ ପ୍ରକ୍ରିୟାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ପୌରାଞ୍ଚଳରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଦୁଃଖର ପାହାଡ଼ ତଳେ ଦିବ୍ୟାଙ୍ଗ ପରିବାର: ବୃଦ୍ଧାଙ୍କ କାନ୍ଧରେ ଦିବ୍ୟାଙ୍ଗ ପତ୍ନୀ ଓ ଦିବ୍ୟାଙ୍ଗ ଝିଅର ଭାର

ବାରିପଦା: ଦାରିଦ୍ର୍ୟ ପୁଣି ଦିବ୍ୟାଙ୍ଗ ପତ୍ନୀ ଓ ଦିବ୍ୟାଙ୍ଗ ଝିଅର ଭାରକୁ ନେଇ ଭାରାକ୍ରାନ୍ତ ହୋଇପଡ଼ିଲେଣି ଗୋପୀ। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

୯ ଜିଲ୍ଲାରେ ୪୮୩  ଟାୱାର ବସାଇବ ବିଏସଏନଏଲ, ଫୋକସରେ ମାଓ ପ୍ରବଣ ଅଞ୍ଚଳ, କୋରାପୁଟରେ ବସିବ ୮୫ ଟାୱାର 

କୋରାପୁଟ :  କୋରାପୁଟ ଜିଲ୍ଲା ସହ ଓଡ଼ିଶାର ୯ଟି ଜିଲ୍ଲାରେ ବସିବ ୪୮୩ ବିଏସଏନଏଲ ଟାୱାର। ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ(ୟୁଏସଓଏଫ) ଏଲଡବ୍ଲୁଇ ଫେଜ୍-୨ରେ ଏହି ଜିଲ୍ଲାଗୁଡିକରେ ବସିବ ବିଏସଏନଏଲ ଟାୱାର । ଏନେଇ ଆଜି ସ୍ଥାନୀୟ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

ମମିତା ମେହେରଙ୍କ ନ୍ୟାୟ ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଖୋର୍ଦ୍ଧା: କଳାହାଣ୍ଡି ମହାଲିଙ୍ଗଠାରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଓ ଏଥିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମାଲିକ ଗୋବିନ୍ଦ ସାହୁ ଓ ଗୋବିନ୍ଦ ସାହୁଙ୍କୁ ସହଯୋଗ କରୁଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଆଜି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ସରପଂଚ ଓ ପଂଚାୟତ ସମିତିସଭ୍ୟଙ୍କ ଚୂଡ଼ାନ୍ତ ସଂଶୋଧିତ ତାଲିକା ପ୍ରକାଶ

ଖୋର୍ଦ୍ଧା: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ଓ ସଂଶୋଧିତ ସରପଂଚ ଏବଂ ପଂଚାୟତ ସମିତି ସଭ୍ୟ-ସଭ୍ୟାଙ୍କ ତାଲିକା ପ୍ରକାଶ ପାଇଛି । ଯଦିଓ ତାଲିକାରେ ୭-୮ଟି ଆସନ ବ୍ୟତୀତ ଅନ୍ୟଗୁଡ଼ିକ ସଂଶୋଧନ କରାଯାଇନାହିଁ ତେବେ ବିଭିନ୍ନ କାରଣ ଯୋଗୁଁ ଏହା ପ୍ରକାଶ କରିବାରେ ବିଳମ୍ବ ଘଟିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ଯୋଗ ଦେଲେ ଟେଲି ଦୁନିଆର ଅଭିନେତ୍ରୀ କାମ୍ୟା ପଞ୍ଜାବୀ 

ମୁମ୍ବାଇ: ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଅଭିନୟ ସହ ରାଜନୀତିରେ ପ୍ରବେଶ କରିଛନ୍ତି। ବୁଧବାର କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁମ୍ବାଇ କଂଗ୍ରେସ ସଭାପତି ଭାଇ ଜଗତାପ, କାର୍ଯ୍ୟକାରୀ ସଭାପତି ଚରଣ ସିଂ ସାପ୍ରା ଏବଂ ଯୁବ ନେତା ସୁରଜ ସିଂ ଠାକୁର କାମ୍ୟାଙ୍କୁ ଦଳରେ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ, ୪ ମାସର ଗର୍ଭବତୀ

ରାଉରକେଲା: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବିଶ୍ରା ପୁଲିସ ଜଣେ ନାବାଳକକୁ ଗିରଫ କରିଛି। ପରେ ଗିରଫ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ପୁଲିସ ଆର୍‌ଜିଏଚ୍‌ରେ ନାବାଳିକାଙ୍କୁ ଡାକ୍ତରୀମାଇନା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...