Daily Archives

October 27, 2021

ଏଥର ଦୀପାବଳିରେ ବାଣ ଫୁଟାଇବା ମନା, କିନ୍ତୁ ବିନା କଟକଣାରେ ଫୁଟାଇପାରିବେ ‘ସିଡ୍ କ୍ରାକର୍’

ବାଣ ଫୁଟିବ, ଗଛ ଉଠିବ । ସବୁଜ ହେବ ସାରା ବିଶ୍ୱ । ବାଣ କିଣନ୍ତୁ ଆଉ ପରିବେଶ ସୁରକ୍ଷିିତ ରଖନ୍ତୁ । କଥାଟା ଟିକେ ଅଡୁଆ ଅଡୁଆ ଲାଗୁଛି ନା ।  ହଁ, ଅଡୁଆ ଲାଗିବା ବି ସ୍ୱଭାବିକ । କାରଣ ଆମେ ସଭିଏଁ ଜାଣିଛୁ ବାଣ ଫୁଟାଇଲେ ପରିବେଶ ପ୍ରଦୁଷିତ ହୋଇଥାଏ । ପ୍ରକୃତି ବିପଦରେ ପଡିଥାଏ । ଏସବୁ ଜାଣି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ବିଜୟକୁ ନେଇ ଖୁସି ମନାଇଥିବା ଲୋକଙ୍କ ଉପରେ ଯୋଗୀଙ୍କ କାର୍ଯ୍ୟାନୁଷ୍ଠାନ, ରୁଜୁ ହେଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ପରାଜୟକୁ ନେଇ ଦେଶରେ ଖୁସି ମନାଇଥିବା ଲୋକଙ୍କ ଉପରେ ଯୋଗୀ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ପାକିସ୍ତାନ ସମର୍ଥନରେ ଆସିଥିବା ଲୋକଙ୍କ ବିରୋଧରେ ଯୋଗୀ ସରକାର ଦେଶଦ୍ରୋହ…
ଅଧିକ ଖବର ଦେଖନ୍ତୁ...

ନେହେରୁ କପ୍ ହକି ପାଇଁ ଟାଉନ ହାଇସ୍କୁଲ ଟିମର ଦିଲ୍ଲୀ ଗସ୍ତ, ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା

ସୁନ୍ଦରଗଡ଼: ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଆଉ ଏକ ଖୁସି ଖବର। ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ ନେହେରୁ କପ୍ (କନିଷ୍ଠ ବର୍ଗ) ହକି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁନ୍ଦରଗଡ଼ ଟାଉନ ହାଇସ୍କୁଲର ଉଭୟ ବାଳକ ଓ ବାଳିକା ଟିମ୍ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ଉଦ୍‌ଘାଟିତ

ରାଉରକେଲା: ଛେଣ୍ଡ୍‌ କଲୋନିରେ ନିର୍ମିତ ୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ଆଜି ଉଦ୍‌ଘାଟିତ ହୋଇଛି। ଏହାକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ। ଶ୍ରୀ ନାୟକ ଉଦ୍‌ବୋଧନରେ କହିଲେ, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ନିର୍ମିତ ଏହି ଶୀତଳଭଣ୍ଡାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ବୃଷ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର…
ଅଧିକ ଖବର ଦେଖନ୍ତୁ...

କୃଷକ ଆନ୍ଦୋଳନ: ସମାଧାନର ସୂତ୍ର ବାହାର କରିପାରିବେ କି ଅମରିନ୍ଦର ସିଂ; ଗୁରୁବାର ଭେଟିବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ କେନ୍ଦ୍ରର ତିନିଟି କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା କରିବା ପାଇଁ ସେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ଆଜି (ବୁଧବାର) ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ଲଭ୍, ସେକ୍ସ ଏଣ୍ଡ ଧୋକା। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା। ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଏବଂ ବିବାହ ପାଇଁ କହିବାରୁ ପ୍ରତାରଣା। ଆଜି ବାରିପଦା ଟାଉନ୍ ଥାନାରେ ଏପରି ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଅଭିଯୋଗକୁ ଆଧାର କରି…
ଅଧିକ ଖବର ଦେଖନ୍ତୁ...

‘ମୋ ସାଙ୍ଗ ପରି କେହି ନୁହନ୍ତି, ଆଜି ଯଦି ସୁପରଷ୍ଟାର କେବଳ ତା’ ପାଇଁ’- ଏହି ସାଙ୍ଗଙ୍କ ପାଇଁ ପୁରସ୍କାର…

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି…
ଅଧିକ ଖବର ଦେଖନ୍ତୁ...

ଅଗ୍ନି-୫ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷା 

ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‌ଡିଓ) ପକ୍ଷରୁ ଆଜି ସଂଧ୍ୟା ୭ଟା ୫୦ ମିନିଟ୍‌ରେ ଅଗ୍ନି-୫ ବାଲିଷ୍ଟିକ୍‌ ମିସାଇଲ୍‌ର ସଫଳ ପରୀକ୍ଷା ହୋଇଛି । ଧାମରା ଠାରୁ ୧୫ କିମି ଦୂର ସମୁଦ୍ର ମଧ୍ୟସ୍ଥ ଏପିଜେ ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଚଢ଼ି ଗାଁକୁ ପହଂଚିଲେ ବିଧାୟକ, ନାମ ସଂକୀର୍ତ୍ତନ କରି ପାଛୋଟି ନେଲେ ଗ୍ରାମବାସୀ

ବନ୍ତଳା: ଅନୁଗୁଳ ବ୍ଲକ ଅନ୍ତର୍ଗତ ନାହିଁ ନାହିଁର ଦୁର୍ଗମ ବେତର ଗ୍ରାମରେ ଆଜି ପହଁଚିଲେ ବିଧାୟକ। ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମ ଥର କୌଣସି ବିଧାୟକଙ୍କ ପାଦ ଗାଁରେ ପଡିଛି। ଫଳରେ ଗ୍ରାମବାସୀ ଖୁସି ହେବା ସହ ସେମାନଙ୍କର ଦୀର୍ଘ ଦିନର ଦୁଃଖ ଘୁଞ୍ଚିବ ବୋଲି ଆଶାବ୍ୟକ୍ତ କରିଥିବା…
ଅଧିକ ଖବର ଦେଖନ୍ତୁ...