Daily Archives

October 28, 2021

ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ଯୋଗଦେଲେ ୧୩୫ ଖେଳାଳି 

ବାରିପଦା: ଓଡ଼ିଶା ଷ୍ଟେଟ୍‌ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌(ଓଏସ୍‌ବିଏ) ଡେଭଲପମେଣ୍ଟ୍‌ କମିଟି ପକ୍ଷରୁ ବାରିପଦାରେ ଆଜିଠାରୁ ରାଜ୍ୟସ୍ତରୀୟ ସିନିୟର୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ରାଜ୍ୟର ୩୦ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୧୩୫ ଜଣ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ନେଇ ଦ୍ବନ୍ଦ୍ବ! ପୁନଃ ସୀମା ନିର୍ଦ୍ଧାରଣ ପ୍ରଶାସନ ପାଇଁ ଆହ୍ବାନ

ବାଲେଶ୍ବର: ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ପଞ୍ଚାୟତରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଆସିସାରିଛି। ତେବେ ରେମୁଣାକୁ ଏନ୍‌ଏସି ମାନ୍ୟତା ପରେ ସେଠାରେ ପଞ୍ଚାୟତ ନିର୍ବାଚନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁର ଗାଁରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ, ମାଟି ତଳୁ ମୃତଦେହ ଉଦ୍ଧାର

ପର୍ଜଙ୍ଗ: ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୪ ନମ୍ବର କଲୋନିରେ ଗତକାଲି ଜଣେ ଯୁବକଙ୍କ ଆତ୍ମହତ୍ୟା ନେଇ ଶ୍ବଶୁର ଘର ଲୋକେ ଶବକୁ ପୋତି ଦେଇଥିଲେ। ଆଜି ମୃତ ଯୁବକଙ୍କ ସାନ ଭାଇର ଅଭିଯୋଗ ପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାଟିତଳୁ ଶବ ବାହାର କରି…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଖୋଲିଲା ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର

କଟକ : ରାଜ୍ୟର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ରୋବୋଟିକ୍ ସର୍ଜରି ଉକ୍ରର୍ଷ କେନ୍ଦ୍ର ସିଏସ୍ଆର (ବ୍ରିଟେନ୍) “ରୋବୋଟିକ୍ ଏସ୍ଏକ୍ସ ସିଷ୍ଟମ୍ (ଭେରସିଅସ୍)ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ରାଜ୍ୟର ପ୍ରଥମ ଧରଣର…
ଅଧିକ ଖବର ଦେଖନ୍ତୁ...

ରାତିଅଧରେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା !

ବାଲେଶ୍ବର  : ବାଲେଶ୍ବର ସହରର ବାଲିଆ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ କଳିଝଗଡ଼ା, ମାରପିଟ୍‌ ଲାଗିବା ପରେ ଜଣେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବାବୁ ସିଂଙ୍କ ସ୍ତ୍ରୀ ରିନା ସିଂ(୩୫)। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକଙ୍କୁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରଖାଯାଉ: ଜେଏମଏମ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍

ବାରିପଦା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଦଳୀୟ ରାଜନୀତିରୁ ଊର୍ଧ୍ବରେ ରଖାଯାଉ। ଯଦି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଚଢ଼ି ସ୍ଳୋଗାନ୍ ଦେବା କିମ୍ବା ପ୍ଲାକାର୍ଡ ପ୍ରଦର୍ଶନ କରିବା ଦ୍ବାରା ଗିରଫ ହେଉଛନ୍ତି। ତେବେ ଏହି ନିୟମ ସବୁ ରାଜନୈତିକ ଦଳ ପାଇଁ ଲାଗୁ କରାଯାଉବୋଲି…
ଅଧିକ ଖବର ଦେଖନ୍ତୁ...

ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ, ମହମବତି ଶୋଭାଯାତ୍ରା

ବଲାଙ୍ଗୀର/କଂଟାବାଞ୍ଜି: ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ କରି ନିର୍ମମ ହତ୍ୟାର ପ୍ରତିବାଦରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍ ବଲାଙ୍ଗୀର ଶାଖା ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନିମ ଜୁବିଲି ଗେଟ ଏବଂ ମହିଳା ମହାବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଭାତ-ଡାଲମା ପାଇଁ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଗିରଫ

ଧରାକୋଟ: ଗଂଜାମ ଜିଲ୍ଲା ଭାତଡାଲମା ପାଇଁ ଦୁଇ ମହିଳା ଗୋଷ୍ଠୀ ଭିତରେ ଘମାଘୋଟ ସଂଘର୍ଷ। ଧରାକୋଟ ଥାନା ପଙ୍କଳବାଡ଼ି ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁସାରେ, ଗ୍ରାମରେ ଜହ୍ନିଓଷା ଉଦ୍‌ଯାପନୀ ଅବସରରେ ଝିଅମାନେ ଚାନ୍ଦା ଆଦାୟ କରି ପାଲାନୃତ୍ୟ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁର ଘରେ ଜ୍ବାଇଁର ଆତ୍ମହତ୍ୟା

ରାୟଗଡ଼ା: ଶେଷଖାଲ ଥାନାର ଯୋଡ଼ି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ଶ୍ବଶୁର ଘରେ ଜ୍ବାଇଁ ମାଲେସୁ ମାଣ୍ଡାଙ୍ଗି (୨୫) ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶେଷଖାଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଅଧିକ ଖବର ଦେଖନ୍ତୁ...

ପେଟରୋଗ ପାଇଁ ରାମବାଣ ହୋଇଥାଏ ଭୃଶୁଙ୍ଗ ପତ୍ର

ନୂଆଦିଲ୍ଲୀ: ଭୃଶୁଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଶୁଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ବସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ.... ଭୃଶୁଙ୍ଗ ପତ୍ରରେ ଭିଟାମିନ୍-ଏ ରହିଛି । ଭିଟାମିନ୍-ଏ ଅଭାବରେ…
ଅଧିକ ଖବର ଦେଖନ୍ତୁ...