Daily Archives

November 1, 2021

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ବିରୋଧର ଭିନ୍ନ ତରିକା

ବାରିପଦା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ଦେଖାଦେଇଛି ସ୍ବତଃସ୍ଫୁର୍ତ୍ତ ବିରୋଧର ପରିଭାଷା। ଆଜି ବିନା କୌଣସି ରାଜନୈତିକ ଦଳ କିମ୍ବା କୌଣସି ସଂଗଠନ ସହାୟତାରେ ଏକକାଳୀନ ବାରିପଦା ଓ କପ୍ତିପଦା ସବଡିଭିଜନର ୧୧ଟି ବ୍ଲକ୍ ସମ୍ମୁଖରେ ମୌଳିକ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବପ୍ରସିଦ୍ଧ ଶିମିଳିପାଳ, କୋଭିଡ୍ କଟକଣା ସତ୍ତ୍ବେ ଉତ୍ସାହିତ ପର୍ଯ୍ୟଟକ

ବାରିପଦା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଭିଡ୍ କଟକଣା ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ବପ୍ରସିଦ୍ଧ ଶିମିଳିପାଳ। ଚଳିତ ବର୍ଷ ପର୍ଯ୍ୟଟନ ସହିତ ବିଭିନ୍ନ କ୍ରୀଡ଼ା ଓ ଆମୋଦପ୍ରମୋଦର ମଜା ନେଇପାରିବେ ପର୍ଯ୍ୟଟକ। ଏଥିଲାଗି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବୋଦୟ ଆର୍ଟ ଫାଉଣ୍ଡେସନର ଜାତୀୟ ଜଳରଙ୍ଗ କର୍ମଶାଳା ଉଦଯାପିତ

ବାଲେଶ୍ବର : ପୂର୍ବୋଦୟ ଆର୍ଟ ଫାଉଣ୍ଡେସନ୍‌ ପକ୍ଷରୁ ଚାନ୍ଦିପୁରରେ ଅନୁଷ୍ଠିତ ଜାତୀୟସ୍ତରୀୟ ଦିନିକିଆ ଫାଷ୍ଟ ଷ୍ଟ୍ରୋକ୍ ବିଶାଳ ଜଳରଙ୍ଗ କର୍ମଶାଳା ଓ ଆଲୋଚନାଚକ୍ର ସମାପନ ହୋଇଯାଇଛି। ଏହି କର୍ମଶାଳାକୁ ଯୁବ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବୈପାରୀଗୁଡ଼ାରେ ୯୯କିଲୋ ଗଞ୍ଜେଇ ଜବତ ମାମଲା: ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: ବହୁଚର୍ଚ୍ଚିତ ୨୦୧୭ ମସିହାର ବୈପାରୀଗୁଡ଼ାରେ ଗଞ୍ଜେଇ ଜବତ ମାମଲାର ଶୁଣାଣୀ ଆଜି ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ସୌମ୍ୟନ୍ଦ୍ର କୁମାର ରାଜଗୁରୁ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦରଦାମ ବୃଦ୍ଧିର ପ୍ରତିବାଦ : ଜୟପୁର ମହିଳା ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ଘେରାଉ

ଜୟପୁର: ଦରଦାମ ବୃଦ୍ଧିର ପ୍ରତିବାଦ କରି ଆଜି ଜୟପୁର ନିର୍ବାଚନମଣ୍ଡଳୀ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜୟପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ସୂରଜ ପଟ୍ଟନାୟକଙ୍କୁ ମହିଳା ବିଜେଡିର ନେତୃତ୍ବ ନେଉଥିବା ଡ.ଇନ୍ଦିରା ନନ୍ଦ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଦେଇ ଚାଲିଲା ସାଲିମାର-ଏଲ୍‌ଟିଟି ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା : ଉତ୍ତର ଭାରତର ପ୍ରସିଦ୍ଧ ଛଟ୍‌ ପର୍ବ ଅବସରରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସାଲିମାର- ଲୋକମାନ୍ୟ ତିଲକ ଟର୍ମିନସ୍‌ (ମୁମ୍ବାଇ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁ କରାଯଇଛି। ଆଜି ଏବଂ ଆସନ୍ତା ୫ରେ ମୁମ୍ବାଇ ଲୋକମାନ୍ୟ ତିଲକ୍‌…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ଇଂଲଣ୍ଡର ୪ର୍ଥ ବିଜୟ, ଶ୍ରୀଲଙ୍କାକୁ ୨୬ରନରେ ହରାଇଲା

ସାରଜା : ଚଳିତ ଟି-୨୦ ବିଶ୍ବକପରେ ଇଂଲଣ୍ଡ ନିଜର ଅପରାଜେୟ ରେକର୍ଡ ବଜାୟ ରଖିଛି । ଆଜି ନିଜର ୪ର୍ଥ ମ୍ୟାଚରେ ଇଂଲଣ୍ଡ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରିଛି । ଏହା ସହିତ ଦଳ ପାଇଁ ସେମିଫାଇନାଲରେ ପ୍ରବେଶ କରିବାର ରାସ୍ତା ପରିଷ୍କାର ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଶ୍ରୀଲଙ୍କା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଅଫିସରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବୃଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ବିଶେଷ କାମ କରିବା ଲାଗି ଭାବିବେ। ରାଜନୈତିକ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ଖପ୍ରାଖୋଲକୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷଣା ଦାବି, ବ୍ଲକ୍‌ ଅଫିସ ଘେରିଲା କୃଷକ ମହାସଂଘ

ପାଟଣାଗଡ଼/‌ଖପ୍ରାଖୋଲ : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡ଼ିଗ୍ରସ୍ତ ଘୋଷଣା ଦାବି କରିଛି ଜିଲ୍ଲା କୃଷକ ମହାସଂଘ। ଏନେଇ ସୋମବାର ମହାସଂଘ ଖପ୍ରାଖୋଲ ବ୍ଲକ୍‌ ଶାଖା ପକ୍ଷରୁ ବ୍ଲକ୍‌ ଅଫିସ ଘେରାଉ କରାଯାଇଥିଲା। ଏଥିରେ ବ୍ଲକ୍‌ର ବିଭିନ୍ନ ଗାଁରୁ ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ, ୧ ନମ୍ବର ରାଙ୍କରେ ୩ ଛାତ୍ର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ।  ତିନି ଜଣ ଛାତ୍ର ସର୍ବଭାରତୀୟସ୍ତରରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେମାନେ ହେଲେ ତେଲେଙ୍ଗାନାର ମୃଣାଳ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକ ଜି ନାୟାର । ନିଟ୍ ପରୀକ୍ଷା ଫଳ  …
ଅଧିକ ଖବର ଦେଖନ୍ତୁ...