Daily Archives

November 3, 2021

ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଚିଲିଗୁଡ଼ା ଫାଣ୍ଡି ଘେରାଉ 

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଚିଲିଗୁଡ଼ା ଫାଣ୍ଡି ଘେରାଉ ହୋଇଛି। ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଘର ଉପରକୁ ଦ୍ରୁତଗାମୀ ଟ୍ରକ୍‌ ମାଡ଼ିଯିବା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ଼: ପୋଖରୀବନ୍ଧ-ଭବାନୀପାଟଣା ୬ନଂ ରାଜ୍ୟ ରାଜପଥର ସିକେରକୁପା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଥିବା ଜୀବନ କରଙ୍କ ଘର ଉପରକୁ ଟ୍ରକ୍‌ ମାଡ଼ିଯାଇ ଥିଲା। ଘର ଭିତରେ ଥିବା ସ୍ୱାମୀ-ସ୍ତ୍ରୀ ଶବ୍ଦ ଶୁଣି ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ଜୀବନଙ୍କ ଘର ନଷ୍ଟ ହୋଇଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍: ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କଲା ଭାରତ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଶୋଚନୀୟ ଭାବେ ୬୬ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୧ରନର ବିଶାଳ ଲକ୍ଷ୍ୟର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୪ ରନ…
ଅଧିକ ଖବର ଦେଖନ୍ତୁ...

୫୦୦ଟି ସ୍ଥାନରେ ଲଗାଯିବ ତ୍ରିରଙ୍ଗା ପତାକା, ଖର୍ଚ୍ଚ ହେବ ୧୦୪ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ସହରର ୫୦୦ଟି ସ୍ଥାନରେ ୩୫ ମିଟର ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ୧୦୪ କୋଟିରୁ ଅଧିକ ଟଙ୍କାକୁ ମଞ୍ଜୁର କରିଛନ୍ତି । ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପାଳନ କରିବାକୁ ଦିଲ୍ଲୀ ସରକାରଙ୍କ ଦେଶଭକ୍ତି ବଜେଟ୍ ଅଧୀନରେ ପବ୍ଲିକ୍ ୱାର୍କସ ବିଭାଗ…
ଅଧିକ ଖବର ଦେଖନ୍ତୁ...

୨୦ବର୍ଷ ପରେ ୫୬ତମ ଜନ୍ମଦିନରେ ପ୍ରଶଂସକଙ୍କୁ ନିରାଶ କଲେ ଶାହାରୁଖ

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ରାଜ କରୁଥିବା ରୋମାଣ୍ଟିକ ହିରୋ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଗତ ନ‌ଭେମ୍ବର ୨ ତାରିଖରେ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନରେ ଶାହାରୁଖ ଖାନଙ୍କ ଗୋଟିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକମାନେ ଗୋଟିଏ ରାତି ପୂର୍ବରୁ ମନ୍ନତ ବାହାରେ…
ଅଧିକ ଖବର ଦେଖନ୍ତୁ...

ଟିକାକରଣରୁ ବାଦ ପଡ଼ିଥିବା ଶିଶୁ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ 

ଖୋର୍ଦ୍ଧା: କୋଭିଡ୍ ପ୍ରତିଷେଧକ ଟିକାକରଣରେ ସାମିଲ ହୋଇନଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହେବ । ୩ଟି ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ ବୋଲି ଆଜି ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଜିଲ୍ଲା ଗ୍ରାମ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ପକ୍ଷ ମଜଭୁତ ରହିବ। ଜରୁରୀ କାମରେ ସଫଳତା ପାଇବେ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ସାମାଜିକ ପରିସର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ

ମୁମ୍ବାଇ : ଭାରତୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳିଭାବେ ଜଣାଣୁଣା ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ବା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ନ୍ୟୁଜିଲାଣ୍ଡ ସିରିଜରୁ ସେ ଦାୟିତ୍ବ ଗ୍ରହଣ କରିବେ । ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି । …
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬.୬୦ଟଙ୍କା ଓ ଡ଼ିଜେଲ ଲିଟର ୧୨.୮୦ କମିବ!

ଭୁବନେଶ୍ବର: ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୬୦ ପଇସା ଓ ଡିଜେଲ ଲିଟର ୧୨ଟଙ୍କା ୮୦ ପଇସା କମି ପାରେ। ତେବେ ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ସଂପାଦକ ସଂଜୟ ଲାଠ କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୮୮ ବଲରେ ୫୨ ରନ କଲେ ଅନୁଷ୍କା ଶର୍ମା, ବିସିସିଆଇ କଲା ଟ୍ୱିଟ

ନୂଆଦିଲ୍ଲୀ: ୮୮ ବଲରେ ୫୨ ରନ ସହ ୫ଟି ଉଇକେଟ ନେଲେ ଅନୁଷ୍କା ଶର୍ମା | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଆପଣ ଭାବୁଥିବେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଅଭିନୟ ଛାଡି କେବେଠାରୁ କ୍ରିକେଟ ଖେଳିଲେଣି ? ଏବେ ବିସିସିଆଇ ଓମେନର ଏକ ଟୁଇଟ୍ ସୋସିଆଲ…
ଅଧିକ ଖବର ଦେଖନ୍ତୁ...