Daily Archives

November 8, 2021

ପଥର କୁଆଁରୀ ଚୋରି ବେଳେ ଧରାପଡିଲେ ତିନି ଚୋର

ବୈପାରିଗୁଡା: ପଥର କୁଆଁରୀ ଚୋରି କରୁଥିବା ବେଳେ ତିନିଜଣ ଚୋର ଧରାପଡ଼ିଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାଅନୁଯାୟୀ, ରବିବାର ତିନିଜଣ ଯୁବକ ଏକ ଅଟୋ ଯୋଗେ ବୈପାରିଗୁଡା ଥାନା ଅନ୍ତର୍ଗତ ଟୋପାଯୋଡି ନିକଟରେ ପହଞ୍ଚିଥିଲେ। ଅଟୋକୁ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ରେ ମୃତ୍ୟୁ ଗହ୍ବର: ବେଆଇନ ଖାଦାନରେ ପଡ଼ି ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ

ଯାଜପୁର/କବାଟବନ୍ଧ  : ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ବାଘୁଆ ପାହାଡ଼ର ବେଆଇନ ଖାଦାନ ପାଣିରେ ପଡ଼ି ବିଦ୍ୟାଧର ମହାରଣା(୭୫)ଙ୍କର ଆଜି ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବିଦ୍ୟାଧରଙ୍କ ଘର ବାଘୁଆ ପାହାଡ଼ ଠାରୁ ୨କିମି ଦୂର ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମ।…
ଅଧିକ ଖବର ଦେଖନ୍ତୁ...

ମହାମିଶ୍ରଣ ପର୍ବ: ୧୨୦୦ରୁ ଅଧିକ କଲେ ବିଜେଡ଼ିରେ ଯୋଗଦାନ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆଜି ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୨ ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ରାଜ୍ୟ ସ୍ତରୀୟ ତଥା…
ଅଧିକ ଖବର ଦେଖନ୍ତୁ...

ପରସ୍ପରକୁ ଗୋବର ଫିଙ୍ଗି ଦୀପାବଳି ପର୍ବକୁ ବିଦାୟ ଦେଲେ ଗ୍ରାମବାସୀ

ନୂଆଦିଲ୍ଲୀ: କେତେକ ସ୍ଥାନରେ ଲୋକମାନେ ଦୀପାବଳି ପର୍ବକୁ ଅତି ନିଆରା ‌ଶୈଳୀରେ ପାଳନ କରନ୍ତି । ପ୍ରତିବର୍ଷ ତାମିଲନାଡୁ ଏବଂ କର୍ଣ୍ଣାଟକ ସୀମାରେ ଥିବା ଗୁମାତାପୁରା ଗାଁର ଲୋକମାନେ ପରସ୍ପର ଉପରେ ଗାଈ ଗୋବର ଫିଙ୍ଗି ଦୀପାବଳି ପର୍ବକୁ ବିଦାୟ ଦେଇ ଥାଆନ୍ତି। ଏହାକୁ ସ୍ଥାନୀୟ ଭାଷାରେ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ଗାଡ଼ିରେ ଜାଲିଆତି କରି ପକାଇଥିଲେ କମ ଡିଜେଲ, ସିଲ ହେଲା ପେଟ୍ରୋଲ ପମ୍ପ

ସୁରଟ: ମନ୍ତ୍ରୀଙ୍କ ଗାଡ଼ିରେ ଜାଲିଆତି କରି କମ ଡିଜେଲ ପକାଇଥିଲେ ପମ୍ପ ମାଲିକ | ଆଉ ସତ ଜଣାପଡିବା ପରେ ଏବେ ଏହି ପେଟ୍ରୋଲ ପମ୍ପକୁ ସିଲ କରାଯାଇଛି | ଗୁଜରାଟର ସୁରଟସ୍ଥିତ ଏକ ପେଟ୍ରୋଲ ପମ୍ପରେ ମନ୍ତ୍ରୀ ମୁକେଶ ପଟେଲଙ୍କୁ କମ୍ ଡିଜେଲ ଦିଆଯାଇଥିଲା। ଆଉ ଏହା ପରେ ପେଟ୍ରୋଲ ପମ୍ପକୁ ସିଲ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କର ଇଚ୍ଛା ପୂରଣ ହେବ। ରାଜନୈତିକ ଲୋକଙ୍କୁ ଉଚ୍ଚ ପଦବି ମିଳିବ। ବୃଷ: ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ କାଟିବେ। ଦାମ୍ପତ୍ୟ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ବର :  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ. ଜଗନମୋହନ ରେଡ୍ଡୀ ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଅପରାହ୍ଣ ସାଢେ ୩ଟାରେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ବିମାନଯୋଗେ ଆସି ସାଢେ ୪ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସେ ସିଧାସଳଖ ନବୀନ…
ଅଧିକ ଖବର ଦେଖନ୍ତୁ...

ସଫ୍ଟୱେର ଉନ୍ନତି ପାଇଁ ଇକୋ ସିଷ୍ଟମ ତିଆରି ହୁଏ, ସ୍ପେସାଲ ଟ୍ରେନ୍ ଓ ଅଧିକ ମୂଲ୍ୟର ଟିକେଟ ସମସ୍ୟା ସମାଧାନ ହେବ:…

ଝାରସୁଗୁଡ଼ା: ସଫ୍ଟୱେର ଡେଭଲପମେଣ୍ଟ ପାଇଁ ଏକ ଇକୋ ସିଷ୍ଟମ ତିଆରି ହୁଏ। ଏହା ତିଆରି ହେବାକୁ ୩୦/୪୦ ବର୍ଷ ଲାଗେ। ଏହା ଗୋଟିଏ କି ଦୁଇ ବର୍ଷର କାମ ନୁହେଁ। ଏଥିପାଇଁ ବାଙ୍ଗାଲୋର ଭଳି ସହରକୁ ଅନେକ ବର୍ଷ ଲାଗି ରହିଥିଲା। ଏଥିପାଇଁ ବିଦ୍ୟାଳୟ ସ୍ତରରୁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ। ଷଷ୍ଠ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍: ନାମିବ୍ୟାକୁ ୯ ଓ୍ବିକେଟରେ ପରାସ୍ତ କଲା ଭାରତ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ବକପର ଶେଷ ଲିଗ ମ୍ୟାଚରେ ନାମିବ୍ୟାକୁ ୯ ଓ୍ବିକେଟରେ ପରାସ୍ତ କରି ନିଜର ବିଶ୍ବକପ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ନାମିବ୍ୟା ଦଳ ଭାରତ ଆଗରେ ୧୩୩ରନର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଭାରତ…
ଅଧିକ ଖବର ଦେଖନ୍ତୁ...

୨୨ ଜିଲ୍ଲା ପରିଷଦ ଆସନ ପାଇଁ ତାଲିକା ଚୂଡ଼ାନ୍ତ: ରାୟଗଡ଼ା ରାଜନୀତି ସରଗରମ, ପାଗଭିଡ଼ା ଆରମ୍ଭ

ରାୟଗଡ଼ା: ଅସନ୍ତୁଷ୍ଟଙ୍କ ମାନଭଞ୍ଜନ କର। ଗାଁକୁ ଯାଅ। ତୃଣମୂଳସ୍ତରରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅ। ଯେକୌଣସି ଉପାୟରେ ପଞ୍ଚାୟତ ନିର୍ବାଚନ ଜିଣ। ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପାଗଭିଡ଼ା ଆରମ୍ଭ ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି।…
ଅଧିକ ଖବର ଦେଖନ୍ତୁ...