Daily Archives

November 9, 2021

ଝାରସୁଗୁଡ଼ାର ୧୨୯ ବର୍ଷ ପୁରୁଣା ଡାକଘରକୁ ଐତିହ୍ୟ ମାନ୍ୟତା ଦେଲେ ରେଳମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଝାରସୁଗୁଡ଼ାର ୧୨୯ ବର୍ଷ ପୁରୁଣା ଡାକଘରକୁ ଐତିହ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ବ୍ରିଟିସ ଅମଳର ଏହି ଡାକଘର ୧୮୯୨ ମସିହାରେ ନିର୍ମିତ ହୋଇଥିଲା। ଏହା ସହିତ ବିଳାଶପୁର, ସମ୍ବଲପୁର ଓ ଚକ୍ରଧରପୁର ରେଳ ଡିଭିଜନର ଟ୍ରେନ ଲାଇନ ଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

ବିଜେପିର ପ୍ରସ୍ତୁତି ବୈଠକ, ଦଳରେ ଯୋଗଦେଲେ ୫୦ ଜଣ

ବୈପାରିଗୁଡା: ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈପାରିଗୁଡା ମଣ୍ଡଳ ଉପସଭାପତି କୈଳାସ ନାୟକ ଏବଂ କୋଲାର ମଣ୍ଡଳ ସାଧାରଣ ସମ୍ପାଦକ ଜଗତ ଆର୍ଲାବଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିଜେଡି ଶାସନରେ ମହିଳା ବିପଦରେ: ସମୀର ମହାନ୍ତି

ଝାରସୁଗୁଡା: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡରେ ସନ୍ଦେହ ଘେରରେ ଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର…
ଅଧିକ ଖବର ଦେଖନ୍ତୁ...

ସଂଘ କାର୍ଯ୍ୟାଳୟରେ ୬ ଘଣ୍ଟା ରୁଦ୍ଧଦ୍ୱାର ବୈଠକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଆରଏସ୍ଏସ୍ କାର୍ଯ୍ୟାଳୟରେ ଆଜି ସାଢ଼େ ୧୦ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ସଂଘ କର୍ମକର୍ତ୍ତା, ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ବିଜେପି ପ୍ରଭାରୀ, ବିଜେପି ସାଂସଦ, ବିଧାୟକଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରୁ ୭ ନେତା ନିଲମ୍ବିତ

ଭଦ୍ରକ: ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁବ୍ରତ ଦାସ ୭ ଜଣ କଂଗ୍ରେସ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଜିଲ୍ଲା କଂଗ୍ରେସ କମିଟିର…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ସ୍ବୀକୃତି ପାଇବା ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ବୈଧ୍ୟତା ହାସଲ କରିବା ଆବଶ୍ୟକ

ନୂଆଦିଲ୍ଲୀ: ଦିଲ୍ଲୀ-ଆଫଗାନିସ୍ତାନ କନ୍‌ଫରେନ୍‌ସ୍ ଅବ୍ୟବହିତ ପୂର୍ବରୁ ଜାତୀୟ ନିରାପତ୍ତା ଉପଦେଷ୍ଟା ତାଙ୍କର ତାଜିକ୍ ଏବଂ ଉଜ୍‌ବେକ୍‌ ପ୍ରତିପକ୍ଷଙ୍କୁ ଭେଟିବା ପରେ ସହମତ ହୋଇଛନ୍ତି ଯେ, ଆନ୍ତର୍ଜାତିକ ସ୍ବୀକୃତି ପାଇବା ପୂର୍ବରୁ କାବୁଲ୍‌ର ତାଲିବାନ ଶାସନ ଆଫଗାନିସ୍ତାନରେ ବୈଧ୍ୟତା…
ଅଧିକ ଖବର ଦେଖନ୍ତୁ...

ବେଲଗାମ୍ ଦରଦାମ, ଆପ୍ ପକ୍ଷରୁ ବିକ୍ଷୋଭ: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ରାୟଗଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଖାଇବା ତେଲଠୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ, ବିଜୁଳି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ୍ ଆଦମୀ ପାର୍ଟି। ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ରାୟଗଡ଼ାରେ ଦଳ…
ଅଧିକ ଖବର ଦେଖନ୍ତୁ...

୪ ପଞ୍ଚାୟତରେ ଚକଡ଼ା ପୋକ, ଚିନ୍ତାରେ ଚାଷୀ

ସିକୋ: ବେଗୁନିଆ ବ୍ଲକର ସିକୋ, ଶଗଡ଼ଭଙ୍ଗା, ହଜ ଓ ହୀରାପୁର ଆଦି ପଂଚାୟତରେ ବର୍ତମାନ ଧାନ ଫସଲରେ ଚକଡ଼ା ପୋକର ବିତ୍ପାତ ଆରମ୍ଭ ହୋଇଛି । ଶତାଧିକ ଏକର ଚାଷ ଜମି ଚକଡ଼ା ପୋକ ଦ୍ୱାରା ଆକ୍ରାନ୍ତ ହୋଇଛି । ମିଳିଥିବା ସୂଚନାରେ, କେବଳ ସିକୋ ପଂଚାୟତ ଓ ଆଖାପାଖ ଗାଁର ଚାଷୀ ନାରାୟଣ ପରମଗୁରୁ,…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡ଼ିଓ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବିଡ଼ିଓ ବିକାଶ ସାହୁ ଏକ ଗସ୍ତ କ୍ରମରେ ଅଚାନକ ଦିନ ୧୦ଟା ବେଳେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲେ। ପହଞ୍ଚିବା ପରେ ପ୍ରଥମେ ଦଶମ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ସହିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଥାନାଧିକାରୀ ବୋଲି ପରିଚୟ ଦେଇ ତିନିଲକ୍ଷ ଟଙ୍କାର ଲୁହାରଡ଼୍ ଠକେଇ

ଗଞ୍ଜାମ: ନିଜକୁ ଗଞ୍ଜାମ ଥାନାଧିକାରୀ ବୋଲି ପରିଚୟ ଦେଇ ତିନିଲକ୍ଷ ଟଙ୍କାର ଲୁହାରଡ଼୍ ଠକେଇ କରିଥିବା ଜଣେ ଯୁବକକୁ ଗଞ୍ଜାମ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ଯୁବକଜଣକ ହେଉଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଇଲାକାର ମନୋଜ ମାଝୀ (୩୬)। ମିଳିଥିବା ସୂଚନାନୁସାରେ, ଗତ ୭ ତାରିଖରେ…
ଅଧିକ ଖବର ଦେଖନ୍ତୁ...