Daily Archives

November 10, 2021

ଝାଲମୁଢ଼ି ଖାଇ ୨୬ ଅସୁସ୍ଥ,ଦୁଇ ଯୁବତୀ ଗୁରୁତର

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଡେଲଟା ବଜାରରେ ଝାଲମୁଢ଼ି ଓ ଝାଲ ମଟର ଖାଇ ସ୍ଥାନୀୟ ବେଣ୍ଟପୁର ଏବଂ ଭିଙ୍ଗାରପୁର ପଞ୍ଚାୟତ ଅଞ୍ଚଳରେ ୨୬ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ  ଦୁଇଜଣ ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାର ଲୋକ ୧୦୮…
ଅଧିକ ଖବର ଦେଖନ୍ତୁ...

୫ କେଜି ଗଞ୍ଜେଇ ଜବତ: ୨ ଗିରଫ

ରାଉରକେଲା: ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ବିକିବାକୁ ଆସିଥିଲେ ରାଉରକେଲାକୁ। ତେବେ ଗ୍ରାହକ ପାଖରେ ପହଞ୍ଚିବା ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିନେଇଛି ରାଉରକେଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମୃତ୍ୟୁଞ୍ଜୟ ପ୍ରଧାନ ଓ ଦେବେନ୍ଦ୍ର ସାହୁ। ସେମାନଙ୍କଠାରୁ ୭୫ ହଜାର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡକୁ ୫ ଓ୍ବିକେଟରେ ହରାଇଲା

ଆବୁଧାବି : ଆବୁଧାବିଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଫାଇନାଲର ପ୍ରବେଶ କରିଛି । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୭ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୯ ତମ…
ଅଧିକ ଖବର ଦେଖନ୍ତୁ...

ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜ୍ୟସଭା ସାଂସଦ, ରେଳ ଡିଭିଜନ ସପକ୍ଷରେ ଜୁଟୁଛି ସମର୍ଥନ

ରାଉରକେଲା: ରାଉରକେଲାରେ ନୂଆ ରେଳ ଡିଭିଜନ ଦାବି ଦୃଢ଼ିଭୂତ ହେବାରେ ଲାଗିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ ଏନେଇ ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିସାରିଛନ୍ତି। ଏବେ ଏଥିରେ ସାମିଲ ହୋଇଯାଇଛନ୍ତି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ। ଡ. ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭିଡିଓ: ଫେସବୁକ ଲାଇଭ ମଝିରେ ଝିଅ ସହ କଥା ହେଲେ ଜେସିଣ୍ଡା ଆର୍ଡନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହୋଇ ଦେଶ ଚଳାଉଛନ୍ତି । ହେଲେ ଭୁଲିନାହାନ୍ତି ମାଆର କର୍ତ୍ତବ୍ୟ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ୍ ନିଜ ଭୂମିକାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । କୋଭିଡ୍ ସ୍ଥିତି ନେଇ ଫେସବୁକ୍ ଲାଇଭ ଜରିଆରେ ଦେଶବାସୀଙ୍କ ସହ ଆଲୋଚନା କରିବା ସମୟରେ ଡାକ…
ଅଧିକ ଖବର ଦେଖନ୍ତୁ...

ପନିପରିବା ବିକୁଛନ୍ତି ସରପଞ୍ଚ: ଖୁଣ୍ଟଗାଁ ପଞ୍ଚା‌ୟତରେ ଦୁଇଥର ଥିଲେ ସରପଞ୍ଚ

ରାଉରକେଲା/ନୂଆଗାଁ: ଥରେ ନିର୍ବାଚିତ ପ୍ରତିନିଧି ହେଲେ ବଦଳିଯାଏ ଭାଗ୍ୟ। ଲକ୍ଷପତିରୁ ବନି ଯାଆନ୍ତି କୋଟିପତି। ବେଶପୋଷାକ, ଚାଲିଚଳନ ଠାରୁ ଆରମ୍ଭ କରି ସବୁକିଛି ପରିବର୍ତ୍ତନ ହୋଇଯାଏ। କିନ୍ତୁ, ଆଜି ବି ଏମିତି ଅନେକ ଜନପ୍ରତିନିଧି ଅଛନ୍ତି, ଯେଉଁମାନଙ୍କ ପାଖରେ ଚାରି ଚକିଆ ତ ଦୂର କଥା…
ଅଧିକ ଖବର ଦେଖନ୍ତୁ...

ଭାରତ ହିନ୍ଦୁମାନଙ୍କ ଦେଶ, ଅନ୍ୟ ଦେଶରେ ଅତ୍ୟାଚାରିତ ହେଉଥିବା ହିନ୍ଦୁମାନେ ଭାରତ ଆସିପାରିବେ : ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ହେଉଛି ହିନ୍ଦୁମାନଙ୍କ ଦେଶ । ସମଗ୍ର ବିଶ୍ବରେ ଯେଉଁ ହିନ୍ଦୁମାନେ ଅତ୍ୟାଚାରିତ ସେମାନେ ଭାରତକୁ ଫେରିଆସିବା ଉଚିତ । ଏପରି ମତ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଟିଭି ଚ୍ୟାନେଲ ଟାଇମ୍ସ ନାଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ଏହି ଉପାୟ ଆପଣାଇ ଶୀତ ଦିନରେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଆନ୍ତୁ

ନୂଆଦିଲ୍ଲୀ: ଶୀତ ଦିନରେ କେଶ ସମସ୍ୟା ଅଧିକ ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଅପେକ୍ଷା ଘରୋଇ ଉପଚାର ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ। ଶୀତଦିନେ ଥଣ୍ଡା ପବନ କେଶକୁ ରୁକ୍ଷ କରିଥାଏ । ଯାହାଫଳରେ କେଶ ଝଡ଼ିବାର ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼, ଦେପୁରରେ ଆକାଶଙ୍କୁ କଳାପତାକା ପ୍ରଦର୍ଶନ

ଭବାନୀପାଟଣା: ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ଜାରି ରହିଛି। ବୁଧବାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରକୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଡୁମେରପଦର ଠାରେ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ମୃତଦେହ ଉଦ୍ଧାର, ବାର୍‌ହା ଫାଶରେ ଲାଗି ମୃତ୍ୟୁ ଅଭିଯୋଗ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବାଦୀ ପଞ୍ଚାୟତ ପଦ୍ମପୁର ଗ୍ରାମ ନିକଟସ୍ଥ ବୁଦ୍ଧିଆ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପଦ୍ମପୁର ଗ୍ରାମର ଜଗନ୍ନାଥ ପଟେଲ (୬୫)। ଗତ ମଙ୍ଗଳବାର ବୃଦ୍ଧଙ୍କ ନିଖୋଜ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ସକାଳୁ ନିଜ…
ଅଧିକ ଖବର ଦେଖନ୍ତୁ...