Daily Archives

November 11, 2021

ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ରାଉରକେଲା : ରାଜ୍ୟ ସରକାରଙ୍କ ଅଭିନବ ୫-ଟି ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଭିତରୁ ୫୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକରେ ଚୋରା ଗଞ୍ଜେଇ, ଚରସ ଓ ମଦ କାରବାର ବୃଦ୍ଧି ପାଇଛି। ପୁଲିସ ଏଭଳି ଚୋରା କାରବାରକୁ ରୋକିବାରେ ସଫଳ ହୋଇପାରୁନି। ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପୁଲିସର ନିଷ୍କ୍ରିୟତା ଏବେ ପଦାରେ ପଡିଛି। ସେହିପରି ଲୁଟ ତରାଜ ଓ ଚୋରି ଘଟଣା ବୃଦ୍ଧି ପାଇଛି। ଗତ ଦୁଇଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ବିଶ୍ବକପ୍ ସ୍ବପ୍ନ ଧୂଳିସାତ, ଅଷ୍ଟ୍ରେଲିଆଠାରୁ ୫ ଓ୍ବିକେଟରେ ପରାସ୍ତ

ଦୁବାଇ : ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ଆଜି ଅନୁଷ୍ଠିତ ୨ୟ ସେମି-ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଚଳିତ ବିଶ୍ବକପରେ ପାକିସ୍ତାନ ଏ ପର୍ଯ୍ୟନ୍ତ ଅପରାଜେୟ ରହିଆସିଥିଲା । କିନ୍ତୁ ଆଜି…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ହେଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା, ସର୍ଦ୍ଦି ଓ କାଶ ପାଇଁ ଆମେ ସବୁବେଳେ ଡାକ୍ତରୀ ଔଷଧ ଖାଇଥାଉ। ହେଲେ ଏହାକୁ ଖାଇବା ଦ୍ବାରା ବେଳେବେଳେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାର ଆଶଙ୍କା ରହିଥାଏ। ସେଥିପାଇଁ ଘରୋଇ ଉପଚାର କରିବା ଜରୁରୀ। ଖରା ଦିନ ଅପେକ୍ଷା ଶୀତ ଦ‌ି‌ନେ ଅଧିକ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ଭଳି…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଲା ଗୋଲାପୀ ରଙ୍ଗର ଚିତାବାଘ

ନୂଆଦିଲ୍ଲୀ: ଦୁନିଆରେ ଜଙ୍ଗଲ ବହୁତ ଅନନ୍ୟ ହୋଇଥାଏ। ଏଠାରେ ବିଭିନ୍ନ ପ୍ରକାରର ପଶୁ ଏବଂ ପକ୍ଷୀ ବାସ କରିଥାଆନ୍ତି। କିନ୍ତୁ ଏହି ଜଙ୍ଗଲ ଭିତରେ ଏମିତି ଅନେକ ଅନନ୍ୟ ପ୍ରାଣୀ ରହିଛନ୍ତି ଯେଉଁମାନେ ବହୁତ ଦୁର୍ଲଭ ହୋଇଥାଆନ୍ତି। ଯାହାଙ୍କୁ ଜଙ୍ଗଲରେ ଖୋଜିବା କଷ୍ଟ ହୋଇଥାଏ। ଏହିପରି…
ଅଧିକ ଖବର ଦେଖନ୍ତୁ...

ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମିରିଗିଖୋଜି ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁଘଟିଛି। ମୃତକ ହେଲେ ଆକୁଳି ଚରଣ ପଲେଇ(୮୦)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଘରୋଇ କଳିକୁ କେନ୍ଦ୍ର କରି ଆକୁଳିଙ୍କ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ପର୍ଯ୍ୟଟକଙ୍କୁ ଗାଡ଼ିରୁ ଓହ୍ଲାଇ ଫିଙ୍ଗିଦେଲେ ଭୋଜିଭାତ ସାମଗ୍ରୀ

ଧଉଳି: ଧଉଳି ଥାନା ଅଧୀନ ଅଞ୍ଚଳରେ ଫାଇନାନ୍ସ କର୍ମଚାରୀ ଜୋର ଜବରଦସ୍ତି ଲୋକଙ୍କ ଗାଡ଼ି ମଟର ଛଡ଼ାଇ ନେଉଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦ କଲେ ବସ ଓ ହାଇୱା ମାଲିକ ଏବଂ କର୍ମଚାରୀ ଫାଇନାନ୍ସ କର୍ମଚାରୀଙ୍କ ଆକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି। ଖାଲି ସେତିକି ନୁହେଁ ବସରେ…
ଅଧିକ ଖବର ଦେଖନ୍ତୁ...

୨୪ରେ ନକ୍ସଲ ପାଳିବେ ଆନ୍ତର୍ଜାତିକ ଆକ୍ସନ ଦିବସ: ସେଣ୍ଟ୍ରାଲ କମିଟିର ପ୍ରେସ ବିଜ୍ଞପ୍ତି ଜାରି

ମାଲକାନଗିରି: ମାଓବାଦୀ ପାର୍ଟିର ସେଣ୍ଟ୍ରାଲ କମିଟି ପକ୍ଷରୁ ମୁଖପାତ୍ର ଅଭୟ ପ୍ରେସ ବିଜ୍ଞପ୍ତି ଜାରି କରି ଆସନ୍ତା ୨୪ ତାରିଖକୁ ଆନ୍ତର୍ଜାତିକ ଆକ୍ସନ ଦିବସ ରୂପେ ପାଳନ କରିବାକୁ ଯାଉଛି। କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରହାର ସାମରିକ ଅଭିଯାନ ବିରୋଧରେ ଏହି ଦିବସ ପାଳନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ। ନୂଆ କାମ ଆରମ୍ଭ କରିପାରନ୍ତି। ବୃଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବିଶେଷ କାର୍ଯ୍ୟ କରିବା ଲାଗି ଭଲ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରୁ ଖୋର୍ଦ୍ଧା ନକଲି ବିଦେଶୀ ମଦର ସୁଅ 

ଖୋର୍ଦ୍ଧା: ବେଆଇନ ନିଶା କାରବାରର ଠିକଣା ପାଲଟିଛି ଖୋର୍ଦ୍ଧା ସହର । ଦିଘାରୁ ବାଲେଶ୍ୱର, ଜଳେଶ୍ୱର ଓ ସେଠାରୁ ଖୋର୍ଦ୍ଧାକୁ ବ୍ରାଉନ୍ସୁଗାର ଆସେ। ଖୋର୍ଦ୍ଧାରୁ ନୟାଗଡ଼, ଗଂଜାମ, କନ୍ଧମାଳ, ବୌଦ୍ଧ ଯାଏ ବ୍ରାଉନ୍ସୁଗାର। ସେହିଭଳି କନ୍ଧମାଳରୁ ଖୋର୍ଦ୍ଧା ଗଂଜେଇ ଚାଲାଣ ହୁଏ ଏବଂ ଏଠାରୁ ଆଖପାଖ…
ଅଧିକ ଖବର ଦେଖନ୍ତୁ...