Daily Archives

November 12, 2021

ଇଂଜିନିୟର ଏବଂ ପିଅନକୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଅପହରଣର ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ସୁକମା ଅଂଚଳରୁ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅପହରଣ କରିନେଇଥିଲେ। ଆଦିବାସୀ ସମାଜର ଅନୁରୋଧ ପରେ ସେମାନଙ୍କୁ ନକ୍ସଲ ଛାଡିଦେଇଥିଲେ। ତେବେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଜୟପୁର ବ୍ୟବସାୟୀ ସଂଘର ବୈଠକ, ‘ବାଇ-ଲ’ ଅନୁମୋଦିତ

ଜୟପୁର: ସହରର ବ୍ୟବସାୟୀ ମାନଙ୍କୁ ନେଇ ନୂଆରେ ଆରମ୍ଭ ହୋଇଥିବା ଜୟପୁର ବ୍ୟବସାୟୀ ସଂଘର ବୈଠକ ଆବାହକ ପିକେ ନାୟକଙ୍କ ଆହ୍ବାନକ୍ରମେ ସନ୍ଧ୍ୟା ଫଙ୍କ୍ସନ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ  ବୈଠକରେ ହୋଇଥିବା ଆଲୋଚନାକୁ ନେଇ ସଂଗଠନର ଆଇନ-କାନୁନକୁ ନେଇ ପ୍ରଣୀତ ‘‘ବାଇ-ଲ’’କୁ ଆଜି…
ଅଧିକ ଖବର ଦେଖନ୍ତୁ...

ଧଉଳି ଶାନ୍ତିସ୍ତୂପରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଧଉଳି: ଧଉଳି ଶାନ୍ତିସ୍ତୂପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ୍ରାଫ ଏବଂ ଏନଡିଆରଏଫ ପ୍ରମୁଖ ଅଧିକାରୀବୃନ୍ଦ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ କିଭଳି ଭାବେ ପରିଚାଳନା କରାଯାଇ ପାରିବ ସେ ସଂପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ୨୮୩ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବ୍ରିଟିଶ ବିରୋଧୀ ପାଇକ ସଂଗ୍ରାମର ଅଗ୍ରଜ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ୨୮୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ନ୍ୟୁ ଥିଂକିଂ ଫୋରମ୍ ପକ୍ଷରୁ ସ୍ଥାନୀୟ ପଂଚ ପାଇକ ଛକ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରମ୍ର ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିମ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର କଲେ ସମୀକ୍ଷା

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବାର ମାନ ଓ ଭିତ୍ତିଭୂମିର ସ୍ଥିତି ପରଖିବାକୁ ଆସିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଟିମ୍। ଆସିଷ୍ଟାଣ୍ଟ୍ କମିଶନର ପଦ୍ମିନୀ କଶପ୍ୟଙ୍କ ନେତୃତ୍ବରେ ଆସିଥିବା ୯ ଜଣିଆ ଟିମ୍ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନା ଓ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ ;୨ ଡ଼କାୟତ ଗିରଫ, ୩ ଫେରାର

ରାଉରକେଲା : ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ୱର ଜାତୀୟ ରାଜପଥ ଜୁନିଆଣି ନିକଟରେ ବନ୍ଧୁକ ଦେଖାଇ ବିଭିନ୍ନ ଗାଡ଼ି ଅଟକାଇ ଡ଼କାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଡକାୟତଙ୍କୁ ଗିରଫ କରିଛି ପୁଲିସ । ତେବେ ଆଉ ୩ ଡକାୟତ ଫେରାର ହୋଇଯାଇଛନ୍ତି ।   ବିଶେଷ ସୂତ୍ରରୁ ଖବର ପାଇ ଲହୁଣୀପଡ଼ା…
ଅଧିକ ଖବର ଦେଖନ୍ତୁ...

ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳ ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ପ୍ରକ୍ରିୟା ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଅଂଚଳର କୁଖ୍ୟାତ ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳ ପ୍ରାୟ ୬ଟାରୁ ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ଉ ଆରମ୍ଭ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ଏହି ହୋଟେଲରେ ହେବ ଭକ୍କି ଓ କଟ୍ରିନାଙ୍କ ବିବାହ, ଗୋଟିଏ ରାତି ପାଇଁ ଖର୍ଚ୍ଚ ୯୦ହଜାର!

ମୁମ୍ବାଇ: ଦୀର୍ଘ ଦିନ ଧରି କଟ୍ରିନା କୈଫଙ୍କ ପ୍ରଶଂସକ ଅପେକ୍ଷା କରି ରହିଥିଲେ ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ବିବାହ କେବେ ହେବ। ତେବେ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। କଟ୍ରିନା କୈଫ ଭିକ୍କି କୌଶଲଙ୍କୁ ଡିସେମ୍ବର ମାସରେ ବିବାହ କରିବେ ବୋଲି କୁହାଯାଉଛି। ଭିକ୍କି କୌଶଲ ଓ…
ଅଧିକ ଖବର ଦେଖନ୍ତୁ...

ରାତାରାତି ମାଲାମାଲ ହେଲେ ମା’ ଓ ପୁଅ, ମିଳିଲା ୬୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବ୍ରିଟେନରେ ମା’ ପୁଅ ରାତାରାତି ମାଲାମାଲ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ମା’ ଓ ପୁଅ ୩୦-୩୦ଲକ୍ଷ ଟଙ୍କାର ଲଟରି ଜିତି ଯାଇଥିବା ଜାଣିବା ପରେ ସେମାନେ ଖୁସିରେ କାନ୍ଦି ପକାଇଥିଲେ। ଲଟରି ଜିତିଥିବା ମହିଳା କେବେ ହେଲେ ଏଭଳି ଲଟରି ଟିକେଟ କିଣି ନଥିଲେ। ସେ ପୁଅ କହିବା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ ପାଇଁ ଖେଳାଳି ଚୟନ ମୁଁ ଓ କୋହଲି କରିନଥିଲୁ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ ଦଳର କୋଚ୍ ପଦରେ ଆଉ ନାହାନ୍ତି | ଭାରତ ଟି -୨୦ ବିଶ୍ୱକପ ୨୦୨୧ ରେ ସୁପର -୧୨ରୁ ବାହାରିବା ମାତ୍ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା | ମୁଖ୍ୟ ପ୍ରଶିକ୍ଷକ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ଏହି ବିଶ୍ୱକପ୍ ପର୍ଯ୍ୟନ୍ତ ଥିଲା।…
ଅଧିକ ଖବର ଦେଖନ୍ତୁ...