Daily Archives

November 13, 2021

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବଦଳିବ କି ଝଞ୍ଜାବତୀରେ ବ୍ୟାରେଜର ଭାଗ୍ୟ?

କୋରାପୁଟ: ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବଦଳିବ କି ଝଞ୍ଜାବତୀରେ ବ୍ୟାରେଜର ଭାଗ୍ୟ । ବଦଳିବ କି ଲକ୍ଷ୍ମୀପୁର, ନରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଭାଗ୍ୟ । ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାରଙ୍କୁ ଏହା ସହାୟ…
ଅଧିକ ଖବର ଦେଖନ୍ତୁ...

ମଣିପୁର ଆକ୍ରମଣ :  ଆତଙ୍କବାଦୀଙ୍କୁ ଠାବ କରିବାକୁ ବଡ଼ ଧରଣର ଅପରେସନ ଆରମ୍ଭ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ମଣିପୁର ଆକ୍ରମଣ ପାଇଁ ପିଏଲଏ ନିଜକୁ ଦାୟୀ କରିଥିବାବେଳେ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରିଦେଇଛି ଭାରତୀୟ ସେନା  । ପିଏଲଏ ଆତଙ୍କବାଦୀମାନେ ଯେପରି ସୀମା ସେପଟକୁ ଖସି ନ ଯାଆନ୍ତି ସେଥିପାଇଁ ଭାରତ-ମିଆଁମାର ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଜି ଏହି ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ବେଗୁନିଆରେ ଚକଡା ପୋକ: କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

ସିକୋ: ବେଗୁନିଆ ବ୍ଲକର ସିକୋ, ଶଗଡ଼ଭଙ୍ଗା, ହୀରାପୁର ଏବଂ ହଜ ପଞ୍ଚାୟତର ବିଭିନ୍ନ ଅଂଚଳରେ ଧାନ ବିଲରେ ଚକଡ଼ା ପୋକ ଲାଗି ଅନେକ ଏକର ଧାନ ଫସଲ ନଷ୍ଟ ହୋଇଛି । କୃଷି ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ପରେ  ଗତକାଲି ବେଗୁନିଆ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ…
ଅଧିକ ଖବର ଦେଖନ୍ତୁ...

ଇଂଜିନିୟର ଏବଂ ପିଅନକୁ ନକ୍ସଲ ଅପହରଣ ଘଟଣା: ସ୍ବାମୀଙ୍କୁ ମୁକୁଳାଇବା ପାଇଁ ଜଙ୍ଗଲ ମୁହାଁ ପତ୍ନୀ

ମାଲକାନଗିରି: ମାଲକାନଗିରି ନକ୍ସଲ ଦ୍ବାରା ଅପହୃତ ଇଂଜିନିୟର ସ୍ବାମୀକୁ ଖୋଜିବାକୁ ବାହିରିଛନ୍ତି ପତ୍ନୀ ଏବଂ ଏକ ବର୍ଷର ପୁଅ। ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ସଡକ ଯୋଜନାର କାମ ତଦାରଖ କରିବା ପାଇଁ ଇଂଜନିୟର ଅଜୟ ରୋଷନ ବିଜାପୁର ଜିଲ୍ଲାର କୁରନା ଏବଂ ମକେଲିକୁ ଯାଇଥିବା ବେଳେ ନିଜ ପିଅନ…
ଅଧିକ ଖବର ଦେଖନ୍ତୁ...

୧୫ଶହ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଗିରଫ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି। ୧୫ଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଅବକାରୀ ନିରୀକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବନ୍ଧୁଗାଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଦେଶର ସର୍ବଶ୍ରେଷ୍ଠ ଦ୍ବିତୀୟ ଥାନା: ଡକ୍ୟୁମେଣ୍ଟାରି ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭଞ୍ଜନଗର: ଦେଶର ସର୍ବଶ୍ରେଷ୍ଠ ଥାନା ଚୟନ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଧାରଣ କରିଥିବା ସମସ୍ତ ମାନଦଣ୍ଡକୁ ପୁରଣ କରି ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ଘୋଷଣ ‌ହୋଇଛି ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା। ଓଡ଼ିଶାର ଏକମାତ୍ର ଥାନା ଭାବେ ଏହି ଥାନା ଚୟନ ହୋଇ ରାଜ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଲଗାଣବର୍ଷାରେ ବେହାଲ ଚାଷକାର୍ଯ୍ୟ, ଏକର ଏକର ଚାଷ ଜମି ପାଲଟିଛି ପୋଖରୀ

ଭଞ୍ଜନଗର: ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀ ଭ୍ରମ ସୃଷ୍ଟି କରୁଛି। କିଛିଦିନ ତଳେ ହଳଦିଆ ସୁନାର ଫସଲ ଜମିରେ ଲହଡି ମାଡୁଥିଲା। ଆଜି ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ପ୍ରାକୃତିକ ଦୁର୍ଦ୍ଦଶାରେ ଚାଷୀକୂଳ ହତାଶ ହୋଇପଡିଛି। ଗତ ଦୁଇଦିନର ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ପିଏଲଏ, ଏମଏନପିଏଫ

ଇମ୍ପାଲ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ପିଏଲଏର ଏହି ଆକ୍ରମଣରେ ୫ ଯବାନ, ଜଣେ ମହିଳା ଓ ଜଣେ ବାଳକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ସମ୍ମାନାସ୍ପଦ ଲୋକଙ୍କ ସହ ମିଶିବେ। ଶୁକ୍ର ଓ ଶନିବାର: ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜିବେ। ରବି, ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର:…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗ ଚାଷକୁ ଅନୁମତି ଦେବାକୁ ହିମାଚଳ ପ୍ରଦେଶ ସରକାରଙ୍କ ପ୍ରସ୍ତୁତି

କୁଲ୍ଲୁ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଭାଙ୍ଗ ଚାଷକୁ ଆଇନଗତ କରିବାକୁ ଯାଉଛନ୍ତି। ଏହାର ସୂଚନା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜେ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପ୍ରୟାସ ହେଉଛି ଭାଙ୍ଗ ଚାଷକୁ କିଭଳି ଆଇନଗତ କରାଯାଇପାରିବ | ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି ଯେ ଆମେ…
ଅଧିକ ଖବର ଦେଖନ୍ତୁ...