ସାମାନ୍ୟ ଆଶ୍ବସ୍ତି ପରେ ପୁଣି ବର୍ଷା ଜାରି: ରାଜସ୍ବ, କୃଷି ଓ ଉଦ୍ୟାନ ବିଭାଗର ମିଳିତ କ୍ଷୟକ୍ଷତି ଆକଳନ
ଭଞ୍ଜନଗର: ଗତ ଦୁଇଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଅମଳ ହେବାକୁ ଥିବା ଧାନ ଫସଲ ପାଣିରେ ବୁଡ଼ି ଯାଇଥିଲା। ଏଥିସହ ହେକ୍ଟର ହେକ୍ଟର ଜମିର ପରିବା ଚାଷ ମଧ୍ୟ ନଷ୍ଟ ହୋଇଥିଲା। ରବିବାର ଠାରୁ ବର୍ଷା ଛାଡି ଯାଇଥିବା ବେଳେ ଚାଷୀମାନେ ଯେଣେତେଣେ ନିଜର ଫସଲକୁ ଉଦ୍ଧାର କରି ସୁରକ୍ଷିତ ରଖିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...