Daily Archives

November 17, 2021

ମଧୁମେହ ଚିକିତ୍ସାର ସଚେତନତା ନିମନ୍ତେ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍

ଭୁବନେଶ୍ୱର : ବର୍ତମାନ ସମୟରେ ମଧୁମେହ(ଡାଇବେଟିସ୍) ରୋଗ ଏକ ନୀରବ ବ୍ୟାଧି ପାଲଟିଯାଇଛି । ମାତ୍ର ମଧୁମେହ ହୋଇଥିବା ଜାଣିସାରିବା ପରେ ମଧ୍ୟ ଅଧିକାଂଶ ଲୋକ ଏହାକୁ ହାଲ୍କାରେ ନେଇଥାଆନ୍ତି । ମଧୁମେହ ଜଟିଳ ରୂପ ଧାରଣ କରିବା ପୂର୍ବରୁ ଏକାଧିକ ସାଧାରଣ ଉପାୟ ଅବଲମମ୍ବନ କଲେ ଏହାକୁ…
ଅଧିକ ଖବର ଦେଖନ୍ତୁ...

୧୪୪ଧାରାରେ ବଡ଼ଓଷା ଫିକା: ଗଜ ଓ ଅଟକାଳି ଭୋଗରୁ ବଂଚିତ ହେଲେ ଭକ୍ତ

ଖୋର୍ଦ୍ଧା : ଆଜି ପବିତ୍ର କାର୍ତିକ ମାସର ଚତୁର୍ଦ୍ଦଶୀ । ଏହି ଦିନ ମାନସିକଧାରୀ କାର୍ତିକ ଓ ପଂଚୁକ ବ୍ରତ ପାଳୁଥିବା ଭକ୍ତମାନେ ଶିବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କରୋନା ସଂକ୍ରମଣ ଆଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ଯୋଗୁଁ ଖୋର୍ଦ୍ଧା ଓ ଆଖପାଖର ଶିବାଳୟଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ୩ ବଖରା କଚ୍ଚାଘର ଭୁଶୁଡ଼ିଲା,ଦୁଇ ଛେଳି ମୃତ , ୨ ଗୁରୁତର

ଧଉଳି : ଲଗାଣ ବର୍ଷାରେ ଭୁବନେଶ୍ବର ବ୍ଲକ ଅଧୀନ ଶିଶୁପାଳଗଡ଼ ଗ୍ରାମ ମଙ୍ଗଳା ସାହିର ଗୁନ କାଣ୍ଡି ପ୍ରଭାବିତ ହୋଇଛନ୍ତି। ତାଙ୍କର ୩ ବଖରା କଚ୍ଚାଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଗୁନଙ୍କର ଦୁଇବଖରା ଚଳଣି ମାଟିଘର ସହିତ ଆଉ ବଖରାଏ ଗୁହାଳ ଭାଙ୍ଗିଯାଇଛି। ବର୍ଷାରେ ଭିଜିଯାଇଥିବା ଗୁହାଳ ଘର…
ଅଧିକ ଖବର ଦେଖନ୍ତୁ...

ମଡେଲଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରିବାକୁ ଚାପ; ଥାନାରେ ମାମଲା

କୋଲକାତା: ପଡ଼ୋଶୀ ପଶ୍ଚିମବଙ୍ଗ ୨୪ପ୍ରଙ୍ଗଣା ଜିଲ୍ଲାରେ ଜଣେ ମଡେଲଙ୍କୁ ଦୁଷ୍କର୍ମ କରାଯିବା ପରେ ଗର୍ଭପାତ କରିବାକୁ ତାଙ୍କ ଉପରେ ଚାପ ପକାଯିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡ଼ିତା ମହିଳା ଜଣକ ଏ ସମ୍ପର୍କରେ ସୋନାରପୁର ପୁଲିସ ଥାନାରେ ଅଭିଯୋଗ କରିଥିବା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କଲା ଭାରତ

ଜୟପୁର: ଜୟପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୪ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍‌ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ପଡ଼ିଆକୁ ସ୍କୁଲକୁ ହସ୍ତାନ୍ତର ନକରିବାକୁ ଦାବି

ଖୋର୍ଦ୍ଧା : ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗାଁ ମଧ୍ୟଭାଗରେ ଥିବା ଏକ ପଡ଼ିଆକୁ ଗାଁ ସ୍କୁଲକୁ ହସ୍ତାନ୍ତର କରିବା ସହ ଏହା ଚାରିପଟେ ପାଚେରୀ ନିର୍ମାଣକୁ ଗାଁର କେତେକ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଗାଁର ପ୍ରଶାନ୍ତ ପାଣି, ରଂଜନ କୁମାର ଦାଶ, ଦୀପକ ଶସାମଲ,…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

ଆରଡି: ଆସନ୍ତା ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ଦିନ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ଦର୍ଶନ। ତାହାସହ ପୀଠରେ ପ୍ରଶାସନ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି…
ଅଧିକ ଖବର ଦେଖନ୍ତୁ...

ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ, ବାଟରେ ହେଲା ଦୁର୍ଘଟଣା 

ଭଞ୍ଜନଗର: ପୁଅ ହେବା ଖୁସିରେ ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣା। ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଅନ୍ୟ ମନସ୍କ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଶ୍ରୀରାମ ନଗର ନିକଟରେ। ଆହତ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ସୁବଳ ହତ୍ୟାକାଣ୍ଡରୁ ପରଦା ହଟିଲା: ବାପାଙ୍କ ପରକୀୟା ପ୍ରୀତିକୁ ବିରୋଧ କରି ଜୀବନ ଗଲା

କଣ୍ଟାମାଳ: ମନମୁଣ୍ଡା ପୁଲିସ ବହୁ ଚର୍ଚ୍ଚିତ ସୁବଳ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ସଫଳ ହୋଇଛି। ସମୁଦୁଣି ସହ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ନିଜ ବାପା ହିଁ ସୁବଳଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ସୁବଳଙ୍କ ବାପା ବନମାଳି ତେଲେଙ୍ଗା ଓ ଭଉଣୀ ଜ୍ବାଇଁ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଦଶାଶ୍ବମେଧ ଘାଟ ଓ ଗୋକର୍ଣ୍ଣେଶ୍ବରରେ ୧୪୪ ଧାରା

ଯାଜପୁର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ସନ୍ନିକଟ ଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସହ ଜିଲ୍ଲା ବାହାରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...