Daily Archives

November 18, 2021

ଲାଲଗଡରେ ୬ଟି ସ୍ମାର୍ଟ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଉପାନ୍ତ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଆଗାମୀ ଦିନରେ ଡିଜିଟାଲ ଶିକ୍ଷା ଗ୍ରହଣ କରିବେ। ଆଜି ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି ବିଦ୍ୟାଳୟକୁ ୫ଟି ଉପକ୍ରମରେ ୬ଟି ହାଇସ୍କଲକୁ ରୂପାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିରଚୁଆଲ ମାଧ୍ୟମରେ ଏହି ୬ଟି ସ୍ମାର୍ଟ…
ଅଧିକ ଖବର ଦେଖନ୍ତୁ...

୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ 

ରାୟଗଡ଼ା: ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଚଢ଼ଉ କରିଛି ପୁଲିସ୍। ଚନ୍ଦ୍ରପୁର ଥାନା ଅଧିକାରୀ ମୁକୁନ୍ଦ ନାୟକଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ବନ୍ଦିପଙ୍ଗା ଛକ ନିକଟରୁ ୬ ଜଣଙ୍କୁ ଗିରଫ କରିବା ସହ ୬୦ କେଜି ଗଞ୍ଜେଇ, ୬ଟି ମୋବାଇଲ୍ ଫୋନ୍ ଓ ୨୩୦୦ ଟଙ୍କା ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

କୌନ ବନେଗା କରୋଡ଼ପତିରେ ଦୁଇଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ପକ୍ଷରୁ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମ ଚାଲିଛି। ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ ପଚାରିବା ଦାୟିତ୍ବରେ ଅଛନ୍ତି ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ। ଏହି ଚ୍ୟାନେଲ ଗୁରୁବାର ରାତିରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ର…
ଅଧିକ ଖବର ଦେଖନ୍ତୁ...

ପରସ୍ପର ବିରୁଦ୍ଧରେ ଥିବା କୋର୍ଟ ମାମଲା ଉଠାଇବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ଥିବା ଜମି ଆବଣ୍ଟନ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ରାଜି ହୋଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଏନେଇ ଦୁଇ ରାଜ୍ୟର ସରକାର ରାଜି ହୋଇଛନ୍ତି । ଏହା ସହିତ ପରସ୍ପର ବିରୋଧରେ ଥିବା…
ଅଧିକ ଖବର ଦେଖନ୍ତୁ...

ଶରୀର ପବିତ୍ର ହୋଇଯାଏ କହି ଗୋବର ଖାଇଲେ ଡାକ୍ତର, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ। କିଛି ଭିଡିଓ ଅନେକ କିଛି ସିଖାଏ ତ କିଛି ଭିଡିଓ ଲୋକଙ୍କ ମନୋରଞ୍ଜନ କରିଥାଏ। ହେ‌ଲେ ହରିୟାଣାର ଜଣେ ଡାକ୍ତରଙ୍କ ଭାଇରାଲ ଭିଡିଓ ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତର ହୋଇ ମଧ୍ୟ ଗାଇର ଗୋବର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍, ୧୮ ହଜାର ଜରିମାନା

ଫୁଲବାଣୀ: ଆଜି କନ୍ଧମାଳ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହ‌ିଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

୩୮ ଏକର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

ବୈପାରିଗୁଡା:  ଆଜି ବୈପାରିଗୁଡା ଅବକାରୀ ବିଭାଗ ଏବଂ ପୁଲିସ ମିଳିତ ଭାବେ ଚଢ଼ଉ କରି ୩୮ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରିବା ସହ ପୋଡ଼ ଦିଆଯାଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୋରାପୁଟ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଏବଂ ପୁଲିସ…
ଅଧିକ ଖବର ଦେଖନ୍ତୁ...

‘ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ଼ସ୍‌’ରେ ସ୍ଥାନ ପାଇଲା ଶିଶୁପ୍ରତିଭା ସାତ୍ତ୍ବିକ 

ଦିଗପହଣ୍ଡି: ପ୍ରଖର ଧୀଶକ୍ତିର ଅଧିକାରୀ ପ୍ରତିଭାବାନ୍ ଶିଶୁ ତଥା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ନୂଆସାହିର ବିସ୍ମୟ ବାଳକ ସାତ୍ତ୍ବିକ ବିଷୋୟୀକୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌’ରେ ସ୍ଥାନ ମିଳିଛି। କାଳୁଚରଣ ବିଷୋୟୀ ଏବଂ  ସସ୍ମିତା ପ୍ରଧାନଙ୍କ ମାତ୍ର ୩ ବର୍ଷର ପୁଅ ଭାରତର ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

ଜୁଏଲର୍ସ ମାମଲିକଙ୍କୁ ଟାର୍ଗେଟ୍ କରି ଗୁଳି: ଖୋକା ଜବତ, ଲୁଟ୍ ଉଦ୍ୟମ ସନ୍ଦେହ

ପାଟପୁର: ଅପରାଧପ୍ରବଣ ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅପରାଧୀ ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଛି। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବିଶୃଙ୍ଖଳାକାରୀଙ୍କୁ ୧୦୭ ଓ ୧୧୦ ସିଆରପିସିରେ ନୋଟିସ୍ ଜାରି ହୋଇଛି। ତଥାପି ଅପରାଧୀ ଓ ଲୁଟେରା କିଭଳି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ବାଳିକା ଏନସିସି ବାଟାଲିୟନର ସଫଳତା, ୪ କ୍ୟାଡେଟ୍ ଜାତୀୟସ୍ତର ପ୍ୟାରେଡ଼ ପାଇଁ ମନୋନୀତ

ରାୟଗଡ଼ା: ରାୟଗଡ଼ାରେ ଅବସ୍ଥାପିତ ଏନସିସି ୨-ଓଡ଼ିଶା ବାଳିକା ବାଟାଲିୟନ୍ ସଫଳତା ହାସଲ କରିଛି। ବାଟାଲିୟନର ୪ କ୍ୟାଡେଟ୍ ପଲ୍ଲବୀ ବହୁଗୁଣା, ଟି. ପୂଜା ରାଓ, ଶ୍ରାବଣୀ, ପଲ୍ଲବୀ ଧାରୁଆ ୨୦୨୨ ଜାନୁଆରି ୨୬ରେ ‌ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତର ପ୍ୟାରେଡ୍ ପାଇଁ ମନୋନିତ ହୋଇଛନ୍ତି। ଏଥିସହିତ…
ଅଧିକ ଖବର ଦେଖନ୍ତୁ...