Daily Archives

November 20, 2021

ସ୍ୱଚ୍ଛ ସର୍ବେକ୍ଷଣ: ଆବର୍ଜନାମୁକ୍ତ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ପାଇଲା ରାଉରକେଲା

ସୁନ୍ଦରଗଡ଼/ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି । ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମବାୟ କର୍ମଚାରୀ ମହାସଂଘର ଆନ୍ଦୋଳନ: ସପ୍ତାହେ ହେଲା ୧୧ ଲ୍ୟାମ୍ପସରେ ଝୁଲୁଛି ତାଲା

ରାୟଗଡ଼ା: ୫ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ। ସରକାର ଦାବି ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ୮ ତାରିଖରୁ କଳା ବ୍ୟାଜ୍ ପରିଧାନ ସହ ୧୪ ତାରିଖରୁ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ରାୟଗଡ଼ା ଜିଲ୍ଲାର ୧୧…
ଅଧିକ ଖବର ଦେଖନ୍ତୁ...

ମଣିପୁରକୁ ଅଧିକ ସଂଖ୍ୟକ ଯବାନ ପଠାଇବାକୁ ସେନାର ଯୋଜନା  

ନୂଆଦିଲ୍ଲୀ :  ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ପୁଣି ଅଶାନ୍ତ ହୋଇଯାଇଥିବାରୁ ସେଠାରେ ସୈନ୍ୟ ସଂଖ୍ୟା ବଢାଇବାକୁ ଯୋଜନା କରୁଛି ଭାରତୀୟ ସେନା । ଏହା ସହିତ ନିଜର ସୈନ୍ୟ ମୁତୟନ ଢାଞ୍ଚା ଓ ରଣକୌଶଳ ବଦଳାଇବାକୁ ସେନା ଚିନ୍ତା କରୁଛି । କେବଳ ମଣିପୁର ନୁହେଁ, ଆସାମ, ଅରୁଣାଚଳପ୍ରଦେଶରେ ବି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ୧ ଲକ୍ଷ ୮୦ ହଜାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଘନ ଘନ ଚଢାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଏହି କ୍ରମରେ ଆଜି ପୁଣି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଲାମ୍ବାସିଂ ଏବଂ ରାଙ୍ଗନିଗୁଡା ଗ୍ରାମରେ ଲଗାଯାଇଥିବା ପ୍ରାୟ ୧୨୦ ଏକର ସରକାରୀ ଜମିର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହି ସରକାରୀ…
ଅଧିକ ଖବର ଦେଖନ୍ତୁ...

ମିସ୍‌ ଗଞ୍ଜାମ ମୁକୁଟ ହାସଲ କଲେ ତନିଶା

ବ୍ରହ୍ମପୁର : ଟୁଇଙ୍କିଲ୍‌ ଫ୍ୟାସନ୍‌ ଏକାଡେମି ତରଫରୁ ହିଲ୍‌ପାଟଣା ସଂସ୍କୃତି ଭବନରେ ମିସ୍‌ ଆଣ୍ଡ୍‌ ମିଷ୍ଟର୍‌ ଗଞ୍ଜାମ ଗ୍ରାଣ୍ଡ୍‌ ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଅରବିନ୍ଦନଗର ବାସିନ୍ଦା ପ୍ରଦୀପ କୁମାର ମିଶ୍ର ଓ କବୟିତ୍ରୀ ସୌଦାମିନୀ ମିଶ୍ରଙ୍କ ଝିଅ ତନିଶା ମିଶ୍ର…
ଅଧିକ ଖବର ଦେଖନ୍ତୁ...

ବଡ଼ ପରଦାକୁ ‌ଫେରୁଛନ୍ତି ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାଆନ୍ତି। ନିକଟରେ ସେ ସରୋଗେସି ସାହାଯ୍ୟରେ ଯାଆଁଳା ପିଲାର ମା’ ହୋଇଛନ୍ତି। ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦୀର୍ଘ ଦିନ ଧରି ବଡ଼ପରଦାରୁ ଦୂରରେ ରହିଛନ୍ତି। ଆଜିବି ଲୋକେ ତାଙ୍କୁ ବଡ଼ପରଦାରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମର୍ଦ୍ଦବାଡ଼ିରେ ମହିଳା ଥାନା ଅଧିକାରୀଙ୍କୁ ୩ ଘଂଟା ମୁଣ୍ଡ ଜାମିନ!

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ମର୍ଦ୍ଦବାଡ଼ି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ମାମଲାରେ ୩ଜଣଙ୍କୁ ଗିରଫ କରିବାକୁ ଯାଇଥିବା ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କ ସମେତ ୬ଜଣ ପୁଲିସ କର୍ମଚାରୀଙ୍କୁ ଗାଁ ଲୋକ ମୁଣ୍ଡଜାମିନ ରଖିବା ପରେ ସର୍ତପତ୍ର ଲେଖି ଛାଡ଼ିଛନ୍ତି । ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ହ୍ରାସ ପାଇଲା, କୋଭିଡ୍ ହସ୍ପିଟାଲରେ ପଡ଼ିଲା ତାଲା 

ଜୟପୁର: କୋରାପୁଟ ଜିଲ୍ଲାରେ କୋରନା ସଂକ୍ରମଣ ହାର ଧିରେ ଧିରେ କମିଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଜୟପୁର କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦେଇଛନ୍ତି । ଏଣିକି କୋରନା ସଂକ୍ରମିତ ରୋଗୀଙ୍କୁ କୋରାପୁଟ ଏସଏଲଏନ୍ ବଡ ଡାକ୍ତରଖାନା ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ସହର ମଧ୍ୟରେ ସର୍ବାଧିକ ୪୦ କିମି ବେଗରେ ଯାଇପାରିବ ବାଇକ

ଭୁବନେଶ୍ବର : ଗୋଟିଏ ମୋଟରସାଇକେଲ ଏକ ୪ ଲେନ ବିଶିଷ୍ଟ ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରିବ । ଅନ୍ୟ ପ୍ରକାରର ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯିବା ବେଳେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାଇପାରିବ । ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ ଓ ମଙ୍ଗଳବାର: ଆୟ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ। ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...