Daily Archives

November 21, 2021

ତରୁଣ ପ୍ରଜ୍ଞା ଭାରତୀ ତରଫରୁ ପର୍ବତାରୋହଣ କାର୍ଯ୍ୟକ୍ରମ

ଜୟପୁର: ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ କୁନ୍ଦୁରା ତରୁଣ ପ୍ରଜ୍ଞା ଭାରତୀ ତରଫରୁ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆଜି ସ୍ଥାନୀୟ ନାକଟିଡଙ୍ଗରରେ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନରେ ଆସୁଥିବା ବିଭିନ୍ନ ବାଧାବିଘ୍ନକୁ କିପରି ଦୃଢତାର ସହିତ…
ଅଧିକ ଖବର ଦେଖନ୍ତୁ...

ମୋରମ ବିଛାଇ ଠିକାଦାର ନିଶ୍ଚିନ୍ତରେ, କାଦୁଅରେ ଲୋକେ ହନ୍ତସନ୍ତ

ହରଭଙ୍ଗା: କିଛି ଦିନ ପରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ପୁରିବାକୁ ବସିଥିବାବେଳେ ଅନ୍ତିମ ବେଳାରେ  ଉନ୍ନୟନମୂଳକ ପ୍ରକଳ୍ପ ନାଁରେ ଆସିଥିବା ଅନୁଦାନକୁ ବିନା ସୂଚନା ଫଳକରେ ଜେନତେଣ ଭାବେ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଛି | ହରଭଙ୍ଗା ବ୍ଲକ ମହାଲ୍ଲିକପଡା…
ଅଧିକ ଖବର ଦେଖନ୍ତୁ...

୨ ଜଣ ନାବାଳିକାଙ୍କ ବାଲ୍ୟ ବିବାହକୁ ରୋକିଲା ଚାଇଲଡ଼ ଲାଇନ

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମରେ ୨ଜଣ ନାବାଳିକାଙ୍କର ବାଲ୍ୟବିଭାହକୁ ହରଭଙ୍ଗା ପୁଲିସ ସହାୟତାରେ ଜିଲ୍ଲା ଚାଇଲଡ଼ ଲାଇନ ରୋକିଛି । ପ୍ରାପ୍ତ ସୂଚନା ଅନୁଯାୟୀ ତଳଗାଁରେ ଦୁଇ ନାବାଳିକା ଭଉଣୀଙ୍କର ନିର୍ବନ୍ଧ ସାରି ବିବାହ ଦିନ ଧାର୍ଯ୍ୟ ହୋଇଥିବା ରବିବାର ଦିନ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

୨୩ କେଜି ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର: ବାଇକରେ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ଚଢଉ କଲା ପୁଲିସ। ଭଞ୍ଜନଗର ଥାନା ଅଧୀନ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଏକ କଳା ରଙ୍ଗର ମଟର ସାଇକଲରେ କନ୍ଧମାଳ ଜିଲ୍ଲାର ଉଦୟଗିରି ଥାନା ପେନଲା ଗ୍ରାମର ସୂର୍ଯ୍ୟକାନ୍ତ ନାୟକ ଏବଂ ବାମୁଣିଆ ଥାନା ମୁର୍ଶିଦାବାଦର…
ଅଧିକ ଖବର ଦେଖନ୍ତୁ...

ସବ୍-ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଛେଳି ଚୋର

ନୂଆଦିଲ୍ଲୀ: ତାମିଲନାଡୁୁର ଛେଳି ଚୋରମାନେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ହତ୍ୟା କରିଦେଇଛନ୍ତି । ଏହି ପୁଲିସ ଅଧିକାରୀଙ୍କ ହତ୍ୟା ପରେ ତାମିଲନାଡୁ ସରକାର ଆକ୍ସନ ମୋଡରେ ଅଛନ୍ତି । ତାମିଲନାଡୁ ପୁଲିସ ଅପରାଧୀଙ୍କୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହାସହ ମୃତ ପୁଲିସ କର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ଗାଡି ରଖି ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଫସିଲା ୧୦୮ ଆମ୍ବୁଲାନ୍ସ

ବାଲିଅନ୍ତା:ବାଳକାଟି ବଜାରରେ ଆଜି ସଂଧ୍ୟାରେ ଦୁଇଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ରାସ୍ତା ମଝିରେ ବାଇକ ରଖି ଗାଡ଼ିମଟର ଚଳାଚଳ ପୂରା ବନ୍ଦ କରି ଦେଇଥିଲେ। ଏଭଳି ପରିସ୍ଥିତି ସୃଷ୍ଟି କରାଇଥିଲେ ଯେ,ଉଭୟ ପାର୍ଶ୍ବରେ ଗାଡ଼ିମଟର ଦୀର୍ଘ ଅଧଘଣ୍ଟାଏ ଧରି  ଅଟକି…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନି ଦେଲା ୧୬କୋଟି ଟଙ୍କାର ଚେକ!

କୋରବା: ଛତିଶଗଡର କୋରବା ଜିଲ୍ଲାର କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ) ନିଜର ଜଣେ କର୍ମଚାରୀଙ୍କୁ ୧୬ କୋଟି ଟଙ୍କାର ଚେକ୍ ଦେଇଛି। ଚେକ୍ ପାଇବା ପରେ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯିବା ସହିତ କମ୍ପାନିର ଏଭଳି ସାହାଯ୍ୟ ପାଇଁ ବାରମ୍ବାର ଧନ୍ୟବାଦ…
ଅଧିକ ଖବର ଦେଖନ୍ତୁ...

ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଲା ଭାରତ

କୋଲକାତା: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍‌ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍‌ରେ ପରାସ୍ତ କରିଛି।…
ଅଧିକ ଖବର ଦେଖନ୍ତୁ...

୨ ଅଘଟଣ: ପୋଖରୀରେ ବୁଡ଼ିଗଲେ ୨ଶିଶୁପୁତ୍ର-୨ଶିଶୁକନ୍ୟା, ଜଣେ ଉଦ୍ଧାର

କେନ୍ଦ୍ରାପଡ଼ା/କେନ୍ଦ୍ରାପଡ଼ା: ପୋଖରୀରେ ବୁଡ଼ିଯାଇ ଆଜି ରାଜ୍ୟରେ ୩ ଜଣ ଶିଶୁଙ୍କର ସଲୀଳ ସମାଧୀ ହୋଇଛି। ଭିନ୍ନ ଭିନ୍ନ ଅଘଟଣରେ ୨ ଜଣ ଶିଶୁକନ୍ୟା ଓ ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଅନ୍ୟଟି ଭଦ୍ରକ ଜିଲ୍ଲା ଆରଡି ଅଂଚଳରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ପାହାଡ଼ିଆ ଜଙ୍ଗଲ ଭିତରେ ନିର୍ମାଣ ହୋଇଥିଲା ନୀଳକଣ୍ଠେଶ୍ଵର ମନ୍ଦିର, ୭୦ ବର୍ଷ ପରେ ଜଳିଲା ବିଜୁଲି ଆଲୁଅ

ବୈପାରିଗୁଡା: ଦୀର୍ଘ ୭୦ ବର୍ଷ ପରେ ନୀଳକଣ୍ଠେଶ୍ଵର ପୀଠରେ ବିଜୁଳି ଆଲୁଅ ଜଳିଛି। ଯାହା ଭକ୍ତ ମାନଙ୍କ ମନରେ ଆନନ୍ଦ ଭରି ଦେଇଛି। ଯେଉଁ ମାନେ ଉଜାଗର ରହି ନାମ  କୀର୍ତ୍ତନ କରୁଥିଲେ, ସେମାନଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି ବୋଲି ଭକ୍ତ ମନେ ପ୍ରକାଶ କରିଛନ୍ତି। କାରଣ ନୀଳକଣ୍ଠେଶ୍ଵର…
ଅଧିକ ଖବର ଦେଖନ୍ତୁ...