Daily Archives

November 26, 2021

ସମ୍ବାଦ ପ୍ରଭାବ: ଜୟପୁର ବ୍ଲକରେ ମନରେଗା ଦୁର୍ନୀତିର ଭିଜିଲାନସ୍ ଯାଞ୍ଚ ଆରମ୍ଭ

ଜୟପୁର : ଜୟପୁର ବ୍ଲକର କଙ୍ଗାପଂଚାୟତର ରାଉଳିଗୁଡ଼ା ଗାଁରେ ପୁରୁଣା ପୋଖରୀର ପୁନଃରୁଦ୍ଧାର କାମ ଏଜିନରେଗାରେ ମିଳିଥିବା ଅନୁଦାନରୁ ସିଂହଭାଗ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ ଓ କନକଟିଭିରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଜୟପୁର ଭିଜିଲାନସ୍…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ଶୁଣିଲାନି: ଚାନ୍ଦା କରି ତିଆରି କଲେ ଅସ୍ଥାୟୀ ପୋଲ

ରାୟଗଡ଼ା: ସ୍ବାଧୀନତାର ୭୪ ବର୍ଷ ପରେ ବି ଗାଁକୁ ନିର୍ମାଣ ହୋଇପାରିଲାନି ରାସ୍ତା ଓ ପୋଲ। ଫଳରେ ପାଦଚଲା ରାସ୍ତା ଓ ପଥୁରିଆ ନଦୀ ପଥ ପାଲଟିଛି ଯାତାୟାତର ମାଧ୍ୟମ। ବହୁ ଦାବି, ଗୁହାରି ସତ୍ତ୍ବେ ପୋଲ ଓ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଚାନ୍ଦା କରି ଅସ୍ଥାୟୀ ପୋଲ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ୧୬ଶହ କୋଟି ଅନୁଦାନ ଦାବି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହା ଜିଲ୍ଲାର ପର୍ଯ୍ୟଟନ ଓ ସାମଗ୍ରିକ ବିକାଶ ପାଇଁ ଯଥେଷ୍ଟ ନୁହେଁ, ଜିଲ୍ଲା ପାଇଁ ୧୬ଶହ କୋଟି ଟଙ୍କା ଦିଆଯାଉ ବୋଲି ଖୋର୍ଦ୍ଧାର ବିଭିନ୍ନ ବରିଷ୍ଠ ନାଗରିକ ଓ ସାମାଜିକ ସଂଗଠନ…
ଅଧିକ ଖବର ଦେଖନ୍ତୁ...

ଜୀବନ କୌଶଳ ତାଲିମଧାରୀ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : ଖଣି ପ୍ରଭାବିତ ହେମଗିରି ବ୍ଲକର ବିଭିନ୍ନ ଗାଁରେ ମହିଳା ଏବଂ କିଶୋରୀମାନଙ୍କୁ ଜୀବନ କୌଶଳ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ତାଲିମ ଦିଆଯାଇ ସେମାନଙ୍କର ଜୀବିକାକୁ ସୁନିଶ୍ଚିତ କରାଯାଇପାରିଛି। ଏଭଳି କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ନେଇ ସମାଜର ଅନ୍ୟମାନଙ୍କ ପାଇଁ ପ୍ରେରଣା…
ଅଧିକ ଖବର ଦେଖନ୍ତୁ...

ମୁକ୍ତା ଯୋଜନାରେ ଭଞ୍ଜନଗରରେ ଖର୍ଚ୍ଚ ହେବ ୩ କୋଟି ୨୨ ଲକ୍ଷ

ଭଞ୍ଜନଗର:ସହରାଞ୍ଚଳଗୁଡ଼ିକରେ ଶ୍ରମିକମାନଙ୍କ ସହ ସ୍ବୟଂ ସହାୟକ ମହିଳାମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଭଞ୍ଜନଗର ସହର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ୨୨ ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ପରିବାର ଅଦାଲତ ଜଜ୍ ସୂର୍ଯ୍ୟ ପ୍ରକାଶ କର, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ସମର ବିଳାସ ବେହେରା, ସିଜେଏମ୍ ନରେନ୍ଦ୍ର ମହାନ୍ତି,ସବ୍ଜଜ ଦିଲିପ କୁମାର ସାହୁ, ସିଭିଲ୍ ଜଜ ସିନିଅର ଡିଭିଜନ (ମହିଳା…
ଅଧିକ ଖବର ଦେଖନ୍ତୁ...

୭୦୦ବର୍ଷ ପୁରୁଣା କୌଶଳ ବ୍ୟବହାର କରି ଦମ୍ପତ୍ତି ତିଆରି କଲେ ମାଟିର ଦୁଇମହଲା ଘର

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଓ ସ୍ବପ୍ନ ଥାଏ କି ସେମାନେ ନିଜ ରୋଜଗାରରେ ଏମିତି ଏକ ଘର ନିର୍ମାଣ  କରିବେ୍ ଯେଉଁଥିରେ ‌ଶାନ୍ତି ରହିବେ।  ଆଜିକାଲି ଲୋକମାନେ ସେମାନଙ୍କର ସ୍ୱପ୍ନର ଘର ତିଆରି କରିବା ପାଇଁ ସମସ୍ତ ପୁଞ୍ଜି ଲଗାଇ ଦେଉଛନ୍ତି। କିନ୍ତୁ ଆଜି ବି କିଛି ଲୋକ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ପାଇଁ ଦାବି

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଐତିହାସିକ ଖୋର୍ଦ୍ଧା ଗଡ଼ର ରକ୍ଷଣାବେକ୍ଷଣ ପାଇଁ ଖୋର୍ଦ୍ଧାର ବିଭିନ୍ନ ଐତିହାସିକ, ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବି ହୋଇଛି । ଆଜି ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ୧୯୮୩ରେ ଗଠିତ ହୋଇଥିବା ଭାରତର ଶେଷ ସ୍ୱାଧୀନ ଦୁର୍ଗ ସ୍ମାରକ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କ ସମସ୍ୟା ସମାଧାନ ଦାବିରେ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଖୋର୍ଦ୍ଧା: ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ପରଲୋକଗତ ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ରାଉରକେଲା: ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବା ସମୟରେ ପ୍ରାଣ ହରାଇଥିବା ରାଉରକେଲାର ଫଟୋ ସାମ୍ବାଦିକ ବିଶ୍ୱଜିତ ସାହୁଙ୍କ ପରିବାରକୁ ରାଜ୍ଯ ସରକାର ଙ୍କ ତରଫରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...