Daily Archives

November 27, 2021

୧୦ ନପୂରୁଣୁ ଗୁଟ୍‌ଖା-ଖଇନି କବଳରେ ୫୨% ବିଦ୍ୟାର୍ଥୀ, ୩୩% ଟାଣୁଛନ୍ତି ସିଗାରେଟ୍

ସମ୍ବଲପୁର: ୧୦ ନପୂରୁଣୁ ଗୁଟ୍‌ଖା-ଖଇନି କବଳରେ ୫୨% ବିଦ୍ୟାର୍ଥୀ ! ଏହି ତଥ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ପ୍ରକାଶ ପାଇବା ପରେ ଜ୍ୟୋତିବିହାର ବୁର୍ଲାଠାରେ ଅନୁଷ୍ଠିତ ଏକ କର୍ମଶାଳାରେ ଉଦବେଗ ପ୍ରକାଶ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଗବେଷଣା କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ଆର୍ଥିକ ଲାଭର ସମ୍ଭାବନା। ବୁଧ ଓ ଗୁରୁବାର: ବେପାରରେ ବଡ଼ ଅର୍ଡର ପାଇବେ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂରଣ ହେବ। ରବିବାର: ଜମିରେ ପୁଞ୍ଜିନିବେଶ କରିପାରନ୍ତି। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ…
ଅଧିକ ଖବର ଦେଖନ୍ତୁ...

ପୋଲାଣ୍ଡକୁ ୮-୨ରେ ହରାଇ କନିଷ୍ଠ ବିଶ୍ବକପ ହକି କ୍ବାର୍ଟରରେ ଭାରତ

ଭୁବନେଶ୍ବର : କନିଷ୍ଠ ବିଶ୍ବକପ ହକିରେ ଭାରତ କ୍ବାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ଆଜି ସଂଧ୍ୟାରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ୮-୨ରେ ପରାସ୍ତ କରି ଭାରତୀୟ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସଂଜୟ…
ଅଧିକ ଖବର ଦେଖନ୍ତୁ...

ଡିଭିଏଫ୍‌ ଯବାନ-ମାଓବାଦୀ ଗୁଳି ବିନିମୟ: ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଜବତ

ବଲାଙ୍ଗୀର: ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲିଠାରେ ଡିଭିଏଫ୍‌ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଅପରେସନକୁ ନେଇ କୌଣସି ସୂଚନା ଦେଇନଥିବା ବେଳେ ତେଲେନପାଲି ନିକଟ ଜଙ୍ଗଲ ଭିତରେ ଉଭୟ ପଟରୁ ଗୁଳି…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସକୁ ଧକ୍କା ଦେଲା ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟର୍‌ସିଟି

ବ୍ରହ୍ମପୁର: ବିଶାଖାପାଟଣାରୁ ଭୁବନେଶ୍ବରରେ ଅଭିମୁଖେ ଆସୁଥିବା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌(୨୨୮୨୦) ଆନ୍ଧ୍ରପ୍ରଦେଶର ପଲାସା ଷ୍ଟେସନ୍‌ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର୍‌ ସମେତ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ରେଳ ବିଭାଗର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମର କାହାଣୀ ହେବ ସତ! ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ

ନୂଆଦିଲ୍ଲୀ: ଫିଲ୍ମର କାହାଣୀ ହେବ ସତ। ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ। ସମୟ ସମୟରେ ପୃଥିବୀରେ ଏଲିୟନମାନଙ୍କ ବିଷୟରେ ଅନେକ ପ୍ରକାରର ଖବର ଶୁଣିବାକୁ ମିଳେ। ଅସଲ ଜୀବନରେ ଏଲିୟନ ଭଳି ଜୀବକୁ ପୃଥିବୀବାସୀ ଦେଖିନଥିବା ବେଳେ ଅନେକ ଫିଲ୍ମରେ ଏଲିୟନର ଉପସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଶୀତଋତୁ ଆସିଲେ ବଢୁଛି ବିଦେଶୀ ଫୁଲର ଚାହିଦା, ବିକ୍ରି ହେଉଛି ଚାରା

ଭଞ୍ଜନଗର: ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଗଂଜାମ ଭଞ୍ଜନଗର ସହରରେ ଶୀତ  ଅନୁଭୂତ ହୋଇନି। କେବଳ ଭୋର ସମୟରେ ଶୀତ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟାରେ ହାଲକା ଶୀତ ହେଉଛି, ଯାହାଦ୍ବାରା ସକାଳେ ସ୍ବଳ୍ପ ଶୀତ ବସ୍ତ୍ରରେ ଲୋକେ ବୁଲୁଥିବାର ଦେଖିବାକୁ ମିଳୁଛି। ଚଳିତ ବର୍ଷ ପାଣିପାଗର ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଭାରତରେ ବଢିଲା ‘ଓମିକ୍ରନ୍’ ଆତଙ୍କ : ବେଙ୍ଗାଲୁରୁ ଆସିଥିବା ୨ ଦକ୍ଷିଣ ଆଫ୍ରିକୀୟ କରୋନା ପଜିଟିଭ୍…

ବେଙ୍ଗାଲୁରୁ : ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଆହୁରି ବଢିଯାଇଛି । କାରଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନା ତାହା ଜିନୋମ ସିକ୍ବେନ୍ସିଂ  ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ସହଯୋଗରେ ଚିଲିକାରେ ହେଲା ବେଆଇନ ଘେରି ଉଚ୍ଛେଦ

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଓ ମାନସିଂହପୁର ପଞ୍ଚାୟତ ଅଧୀନ ବିଭିନ୍ନ ଅଞ୍ଚଳରେ ରହିଥିବା ବେଆଇନ୍ ଘେରିକୁ ଆଜି ଉଚ୍ଛେଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ସହଯୋଗରେ ଏହି ଘେରି ଉଚ୍ଛେଦ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିଵା ପାଇଁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ଗାଡିକୁ ପୁଣି ଅଣ୍ଡା ମାଡ, ବିଜେପି-କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୁଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ତେବେ ପୁଲିସ ଓ ପ୍ରଶାସନକୁ ଘାରି ରହିଥିଲା ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନର ଭୟ। ଅପରାହ୍ନରେ ମନ୍ତ୍ରୀ ନବ କିଶୋର ଦାସ ଓ ତୁଷାରକାନ୍ତି ବେହେରା ସର୍କିଟ୍…
ଅଧିକ ଖବର ଦେଖନ୍ତୁ...