Daily Archives

November 28, 2021

ସର୍ବଭାରତୀୟ ସ୍ତରରେ ଡିଜି ଏନସିସି କମୋଡେସନ୍ ପୁରସ୍କାର ପାଇବେ ଏନସିସି ଅଧିକାରୀ ଲକ୍ଷ୍ମଣ ଓ କ୍ୟାଡେଟ୍ ଦିବ୍ୟାସ

ଜୟପୁର: କେନ୍ଦ୍ର ଡିଫେନସ୍ ବିଭାଗ ଅଧିନରେ ଥିବା ଏନସିସିର ଡାଇରେକ୍ଟର ଜେନରାଲ ସର୍ବଭାରତୀୟ ସ୍ତରରେ ଏନସିସିରେ କରିଥିବା ବିଭିନ୍ନ କୃତିତ୍ବକୁ ଲକ୍ଷ୍ୟରେ ରଖି ଡିଜି ଏନସିସି କମୋଡେସନ୍ ପୁରସ୍କାର -୨୦୨୧ ଘୋଷଣା କରିଛନ୍ତି। ସର୍ବଭାରତୀୟ ସ୍ତରରେ ୧୪୨ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ପାନପୋଷ ଆଇଟିଡିଏ: ବଦଳି ପରେ ବି ରାଉରକେଲା ମୋହ, ୨ ସ୍ଥାନରେ ୩ ଜେଇ ନିଯୁକ୍ତି

ରାଉରକେଲା: ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟସ ସଂସ୍ଥା (ଆଇଟିଡିଏ)। ବଦଳି ସତ୍ବେ ବିଭାଗୀୟ ଅଧିକାରୀ ରାଉରକେଲା ଛାଡୁ ନାହାନ୍ତି। ଅଭିଯୋଗ ଆସିବା ପରେ ଜେଇମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଉଛି। କିଛି ମାସ ପରେ ପୁଣି ରାଉରକେଲାକୁ ଫେରି…
ଅଧିକ ଖବର ଦେଖନ୍ତୁ...

ହାର ଗୁନ୍ଥିବା କହି ଲୁଟି ନେଲେ ୬୦ଗ୍ରାମ ସୁନା: ନକଲି ଦେଇ ଅସଲି ନେଇଗଲେ ଛତିଶଗଡ଼ ଗ୍ରୁପ

ନାରାୟଣପାଟଣା: ନକଲି ସୁନା ହାର ଦେଇ ଅସଲି ସୁନା ନେଇ ଫେରାର ମାରିଛନ୍ତି ଛତିଶଗଡ଼ରୁ ଆସି ନାରାଣପାଟଣାଠାରେ ଚୁଡ଼ି ବ୍ୟବସାୟ କରୁଥିବା ବଂଜାର ପରିବାର। ଆଜି ଥାନାରେ ଆଦିବାସୀ ମହିଳା ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ମିଳିଥିବା ସୂଚନା ମୁତାବକ ନାରାୟଣପାଟଣା ସଦର ମହକୁମା ଖଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ମାଡ ମାରି ପିତା ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କୁ ଆକ୍ରମଣ ଧମକ

ସୁକିନ୍ଦା: ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି ( ନନ୍ଦ ସାର୍‌)ଙ୍କ ବଡ଼ପୁଅ ଗଣେଶ୍ବରଙ୍କୁ ପ୍ରାଣାନ୍ତକ ମାଡ ମରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ପିତାଙ୍କୁ ଆକ୍ରମଣ ଧମକ ମିଳିଛି। ଗଣେଶ୍ବରଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଭଗବାନ ଶିବ ଶାପ ଦେଇ ଏକକୋଟି ଦେବା-ଦେବୀଙ୍କୁ କରି ଦେଇଥିଲେ ପଥର!

ନୂଆଦିଲ୍ଲୀ: ତ୍ରିପୁରାର ରାଜଧାନୀ ଅଗରତଲା ନିକଟରେ ଏକ ରହସ୍ୟମୟ ମନ୍ଦିର ରହିଛି। ଏହି ମନ୍ଦିରର ରହସ୍ୟ ଉପରୁ ଏଯାବତ ବୈଜ୍ଞାନିକମାନେ ପରଦା ଉଠାଇ ପାରି ନାହାନ୍ତି। ଏହି ମନ୍ଦିରର ନାମ ଉନାକୋଟି ରଖାଯାଇଛି। କାରଣ ଏହି ମନ୍ଦିରରେ ଏକ କୋଟିରୁ ଗୋଟିଏ କମ ମୂର୍ତ୍ତୀ ରହିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଅସନ୍ତୋଷ ଯୋଗୁଁ ଜମ୍ମୁକଶ୍ମୀରର ଯୁବକ ବନ୍ଧୁକ ଉଠାଉଛନ୍ତି: ଓମର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦୀମାନେ ବାହାରୁ ଆସିନାହାଁନ୍ତି। ବରଂ,ଏଠାକାର ଯୁବକମାନେ ଅସନ୍ତୋଷ କାରଣରୁ ବନ୍ଧୁକ ଉଠାଇଛନ୍ତି | …
ଅଧିକ ଖବର ଦେଖନ୍ତୁ...

ମକା ବୋଝେଇ ମିନି ଟ୍ରକ ଧକ୍କାରେ ନାବାଳକ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧିକାଗୁଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମକା ବୋଝେଇ ଟ୍ରକ ଧକ୍କାରେ ଜଣେ ନାବାଳକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ସିନ୍ଧିକାଗୁଡ଼ା ଗ୍ରାମର ଶ୍ୟାମ ଗୌଡ଼ (୧୩)। ସେ ପ୍ରକାଶ ଗୌଡଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ୍ ଭାରିଆଣ୍ଟ ପାଇଁ ବଦଳିଲା ନିୟମ: ୧୪ ଦିନର ଯାତ୍ରା ବିବରଣୀ ସହ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ପାଇଁ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଯାହା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ। ଏହା…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର

ବଲାଙ୍ଗୀର: ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର । ବଲାଙ୍ଗୀର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳାମାନେ ଏକାଠି ହୋଇ ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଗାଁର ଜୟ ଶିବଶକ୍ତି ଏସଏଚଜିର ୧୦ ଜଣ ମହିଳା ଏକାଠି ହୋଇ ଏପରି ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି । ଝାଡ଼ୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାରର କାହା ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ବୃଷ: ପ୍ରସ୍ତୁତ କରିଥିବା ଯୋଜନା ବଦଳାଇ ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି…
ଅଧିକ ଖବର ଦେଖନ୍ତୁ...