Daily Archives

November 28, 2021

ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ସେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି: ଫଗୁଣସିନେରୀ ଓ ଫାଟୁସିନେରୀରେ ବାଣ୍ଟିଲା ଖେଳ ସମଗ୍ରୀ

କୋରାପୁଟ: ଓଡ଼ିଶାରେ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ପାର୍ବତୀପୁରମ ପ୍ରଶାସନ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ପ୍ରବେଶ କରି ବାଣ୍ଟିଛି ଖେଳ ସାମଗ୍ରୀ ସହ ୠଣ ।…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ପରେ ଜିଓ ବଢ଼ାଇଲା ମୂଲ୍ୟ, ଏଣିକି ଏତିକି ଟଙ୍କା ଦେଲେ ହିଁ ହୋଇପାରିବ ରିଚାର୍ଜ

ନୂଆଦିଲ୍ଲୀ: ଏୟାରଟେଲ ପରେ ରିଲାଏନ୍ସ ଜିଓ ଏହାର ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ଲାଗୁ ହେବ | ଏଥିରେ ଡାଟା ପ୍ଲାନ୍, ଅସୀମିତ ପ୍ଲାନ ସହ ଜିଓ ଫୋନର ରିଚାର୍ଜ ଯୋଜନା ଅନ୍ତର୍ଭୁକ୍ତ ରହିଛି | ସୂଚନା ଥାଉ କି ଯେ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଉପରୁ ଖସିଲା ହାତୀ, ଗଛରେ ଲାଖିଛି ମୃତଦେହ

ଯଶିପୁର: ପାହାଡ଼ ଉପରୁ ୩୦ ଫୁଟ୍‌ ତଳକୁ ଖସିପଡ଼ିଲା ହାତୀ। ହାତୀର ମୃତଦେହ ଏକ ବିରାଟ ଗଛରେ ଲାଖିରହିଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟକୁ ଆଜି ବାଘ ଗଣନା କରିବାକୁ ଯିବାବେଳେ ବନ ବିଭାଗ କର୍ମଚାରୀମାନେ ଏହି ଦୃଶ୍ୟ ଦେଖିବାକୁ ପାଇଛନ୍ତି। ମୃତ ହାତୀର ବୟସ ପାଖାପାଖି ୪୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ସ୍ପାଇକ୍ ପ୍ରୋଟିନରେ ୩୦ଥର ଋପ ବଦଳାଇଛି ଓମିକ୍ରନ୍, ପ୍ରଭାବହୀନ ହୋଇପାରେ କରୋନା ଟିକା: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କରୋନା ଟିକାକରଣ ପରେ ଏବେ ସଂକ୍ରମଣ କମିଥିବା ବେଳେ ସରକାର ଅନେକ କଟକଣା କୋହଳ କରିଥିଲେ। ଡିସେମ୍ବର ୧୫ରେ ଅଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇସାରିଥିଲେ ସରକାର। ହେଲେ ଏମଧ୍ୟରେ କରୋନାର ସବୁଠାରୁ ମାରାତ୍ମକ ଭାରିଆଣ୍ଟ ଆସି ସରକାରଙ୍କୁ ସବୁ…
ଅଧିକ ଖବର ଦେଖନ୍ତୁ...

ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ଭୁବନେଶ୍ୱର: ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତିା ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

‘ମୋଟି’ କହି ଚିଡାଇବାରୁ ବିବାହର ୧୦ ମାସ ପରେ ଆତ୍ମହତ୍ୟା କଲେ ନବବଧୂ

ପଲକ୍କଡ଼: କେବେ ଆପଣ ଭାବିଛନ୍ତି କି ଜଣଙ୍କ ଶାରୀରିକ ଗଠନକୁ ନେଇ କେବେ କାହାକୁ ଚିଡାଉଥିଲେ, ତାଙ୍କ ଉପରେ କଣ ବିତେ ? ତାଙ୍କ ମନରେ କେଉଁ ସବୁ ଭାବନା ବସା ବାନ୍ଧେ ? ଯଦି କେବେ ଆପଣ ଅନୁଭବ କରିନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ନବବଧୂଙ୍କ କାହାଣୀ କହିବୁ, ଯିଏ କି ଟାହିଟାପରା…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଅଧିକ ଆହତ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନାଅଧୀନ ଟୋଲକ ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଗୋରୁମହିଷାଣୀ…
ଅଧିକ ଖବର ଦେଖନ୍ତୁ...

ବାପା-ମା ଘରେ ନଥିବା ବେଳେ ପୋଖରୀରେ ବୁଡି ଚାରି ବର୍ଷ ଶିଶୁକନ୍ୟାର ମୃତ୍ୟୁ 

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଂଚାୟତ ଅନ୍ତର୍ଗତ ଜାମଧଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ଚାରି ବର୍ଷ ଶିଶୁକନ୍ୟାର ପୋଖରୀ ବୁଡି ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଜାମଧଡା ଗ୍ରାମର ସୁବାସ ସନ୍ତାଙ୍କ ପରିବାର ଗତ କାଲି ବିଜୁ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ତ୍ରିପୁରା ପୌର ନିର୍ବାଚନରେ ବିଜେପିର ବାଜିମାତ, ବାମଦଳ ଓ ଟିଏମସି ନିରାଶ

ଅଗରତାଲା: ତ୍ରିପୁରା ପୌର ନିର୍ବାଚନରେ ବାଜିମାତ କରିଛି ବିଜେପି। ଆଜି ହୋଇଥିବା ଭୋଟ ଗଣତି ମୁତାବକ ୨୨୨ ଆସନରୁ ବିଜେପି ୨୧୭ ଆସନରେ ବିଜୟଲାଭ କରିଛି । ତ୍ରିପୁରା ପୌରାଞ୍ଚଳର ୫୧ ଟି ୱାର୍ଡ, ୧୩ ଟି ନଗର ପରିଷଦ ଓ ୬ ଟି ନଗର ପଞ୍ଚାୟତ ସହ ମୋଟ ୩୩୪ ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଏଥିରେ…
ଅଧିକ ଖବର ଦେଖନ୍ତୁ...