Daily Archives

November 29, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଲାଭ ପାଇଁ ଅବସର ପାଇବେ। ନୂଆ ସଂପର୍କ ଗଢ଼ିବା ପୂର୍ବରୁ ବ୍ୟକ୍ତିର ସ୍ବଭାବକୁ ଭଲଭାବେ ଜାଣନ୍ତୁ। ବୃଷ: ଆପଣଙ୍କର ବୃଦ୍ଧି ହେଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଲୁଗା ବ୍ୟବସାୟୀଙ୍କୁ ଲାଭ ହେବ।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ କବାଡ଼ି, ପୁରୁଷରେ କଟକ ଓ ମହିଳାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିଅନ୍ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ କବାଡ଼ି ଇତିହାସ ଫର୍ଦ୍ଦରେ ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣୀମ ଅଧ୍ୟାୟ। ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ନଭେମ୍ବର ୨୬ରୁ ଆରମ୍ଭ ହୋଇ ରବିବାର ସମାପିତ ହୋଇଯାଇଛି। ଏଥିରେ ପରୁଷ ବର୍ଗରେ କଟକ ଦଳ ମ୍ୟାଚକୁ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଆସନ୍ତା ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ଏହି କଟଣା ବଳବତ୍ତର ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଘର କରୁନାହାନ୍ତି କି ଛାଡ଼ୁ ନାହାନ୍ତି, ସିଡିଏରେ ୧୧ ହଜାରରୁ ୨୫୦୦ ପ୍ଲଟ୍‌ ଫାଙ୍କା

କଟକ: କଟକରେ ବାସ ଉପଯୋଗୀ ଜାଗା ଖଣ୍ଡେ ପାଇବାକୁ ଲୋକ ଡହଳବିକଳ ହେଉଛନ୍ତି। ବର୍ଷ ବର୍ଷ ଧରି କଟକରେ ରହୁଥିବା ଲୋକ ସିଡିଏ କର୍ତ୍ତୃପକ୍ଷଙ୍କ ପ୍ଲଟିଂ ଯୋଜନାକୁ ଚାତକ ପରି ଚାହିଁ ବସିଥାଏ। ମାତ୍ର ସ୍ବଳ୍ପ ରୋଜାଗାର କରୁଥିବା ଲୋକଟି କିନ୍ତୁ ସେ ସୁବିଧା ପାଇବାରୁ ବଂଚିତ ରହୁଛି।…
ଅଧିକ ଖବର ଦେଖନ୍ତୁ...

ଦେଶଛାଡ଼ି ଫେରାର ହେଉଥିବା ବେଳେ ବିମାନ ଭିତରୁ ଧରାପଡ଼ିଲେ କରୋନା ସଂକ୍ରମିତ ଦମ୍ପତ୍ତି!

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ । ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଲୋକମାନଙ୍କୁ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ବିଜେପିର ରାଜ୍ୟ କୋର କମିଟି ଗଠିତ, ବାଦ ପଡ଼ିଲେ ଅପରାଜିତା, ବିଜୟ

ଭୁବନେଶ୍ବର : ବିଜେପି ପକ୍ଷରୁ ରାଜ୍ୟ କୋର୍ କମିଟି ଘୋଷଣା କରାଯାଇଛି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ମୋଟ ୧୫ ଜଣ ନେତା ସ୍ଥାନ ପାଇଛନ୍ତି । ତେବେ ଏଥିରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବାଦ ପଡ଼ିବାକୁ ନେଇ ଚର୍ଚ୍ଚା ଧରିଛି ।…
ଅଧିକ ଖବର ଦେଖନ୍ତୁ...

ସଂସଦର ଚଳିତ ଶୀତକାଳୀନ ଅଧିବେଶନରୁ ୧୨ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ପୂର୍ବ ଅଧିବେଶନରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ସଂସଦର ଚଳିତ ଶୀତକାଳୀନ ଅଧିବେଶନ ପାଇଁ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି: ଛଅ ଜଣ କଂଗ୍ରେସ ସାଂସଦ-…
ଅଧିକ ଖବର ଦେଖନ୍ତୁ...

ମୋ ଭୁଲ ଯୋଗୁଁ ମାଡ଼ ଖାଇଲି, ପ୍ରେମିକଠାରୁ ମାଡ଼ ଖାଇବା ପରେ କହିଲେ ଯୁବତୀ

ଭୁବନେଶ୍ୱର: ପ୍ରେମିକାର ଆଉ କାହା ସହ ବୁଲିବାକୁ ପସନ୍ଦ କଲାନି ପୂର୍ବତନ ପ୍ରେମିକ । ନିଜ ଏକ୍ସ ଗାର୍ଲଫ୍ରେଣ୍ଡକୁ ଅନ୍ୟ ଯୁବକ ସହ ବୁଲିବା ଜାଣି କ୍ଷୁବ୍ଧ ହୋଇ ଆକ୍ରମଣ କଲା ଯୁବକ । ଉଭୟ ପ୍ରେମିକା ଓ ତାର ନୂଆ ବୟଫ୍ରେଣ୍ଡକୁ ପିଟିଲା । ଆହୁରି ଆଚମ୍ବିତ କଥା ହେଉଛି, ମାଡ ଖାଇ ରକ୍ତାକ୍ତ…
ଅଧିକ ଖବର ଦେଖନ୍ତୁ...

ଭର୍ଚୁଆଲ ମୋଡରେ ଡେଟ କରି ଫସିଲେ ଇଟାଲିର ଭଲିବଲ ଖେଳାଳି, ବୟସ ନଜାଣି ଖର୍ଚ୍ଚ କରିଦେଲେ ୬କୋଟି

ନୂଆଦିଲ୍ଲୀ: ‌କୁହାଯାଏ ପ୍ରେମ ବୟସ ଦେ‌ଖେ ନାହିଁ। ଏପର୍ଯ୍ୟନ୍ତ ଏହି କଥାକୁ ଅନେକ ପ୍ରମାଣିତ କରିଛନ୍ତି। ନିଜଠାରୁ ବଡ଼ ଝିଅ ବା ପୁଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଅନେକ ଲୋକ। ହେଲେ ବୟସ ବିଷୟରେ ନଜାଣି, ପରସ୍ପରକୁ ନଦେଖି ଭଲପାଇବା ଏବଂ ଟଙ୍କା ଖର୍ଚ୍ଚ କରିବା ଘଟଣା ପ୍ରଥମ କରି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାର ଦାଦନ ଦୁବାଇରେ ବନ୍ଧା, ଉଦ୍ଧାର ପାଇଁ ନିବେଦନ କଲେ ଯୁବକ

କେନ୍ଦ୍ରାପଡ଼ା: ‘ଖାଇବାକୁ କିଛି ନାହିଁ। ସପ୍ତାହ ହେଲାଣି ବିସ୍କୁଟ୍‌ ଖାଇ ବ˚ଚିଛୁ। ଏବେ ଘରୁ ବାହାରି ଯିବାକୁ ଧମକାଉଛନ୍ତି। ସୋମବାର ଯାଏ ସମୟ ଦେଇଛନ୍ତି, ଘରୁ ନ ବାହାରିଲେ ତଣ୍ଟିଆ ମାରି ବାହାର କରିଦେବେ ବୋଲି ନାଲିଆଖି ଦେଖାଇଛନ୍ତି। କ’ଣ କରିବୁ, କିଛି ବୁଦ୍ଧିବାଟ ଦିଶୁନି...।’-ଇଏ…
ଅଧିକ ଖବର ଦେଖନ୍ତୁ...