Daily Archives

November 30, 2021

ଭବାନୀପାଟଣା କ୍ଲଷ୍ଟର ଅଧୀନକୁ ଜୟପୁର ଆକାଶବାଣୀ ଯିବା ପ୍ରସଙ୍ଗ: ନିଜସ୍ୱ କାର୍ଯ୍ୟକ୍ରମ ସମୟ କମିବା ଆଶଙ୍କା! 

ଜୟପୁର: ଭବାନୀପାଟଣା କେନ୍ଦ୍ର ଅଧୀନକୁ ଜୟପୁର ଆକାଶବାଣୀ ଯିବା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ କର୍ମଚାରୀଙ୍କ ମହଲରେ ବହୁ ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ପ୍ରତିବାର ସ୍ବର ମଧ୍ୟ ଉଠିଛି। ଏହାକୁ ନେଇ ବହୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରର ଚିଙ୍ଗୁଡ଼ି ଦାନା କାରଖାନାରେ ୪ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ରାୟଗଡ଼ା: ମାସିକ ମୋଟା ଅଙ୍କର ମଜୁରି ମିଳିବ। ଖାଇବା-ପିଇବା ରହିବାରେ କିଛି ଅସୁବିଧା ନାହିଁ। ଏମିତି ପ୍ରତିଶ୍ରୁତି ଦେଇ କାଶୀପୁରର ୪ ଯୁବକଙ୍କୁ ଆନ୍ଧ୍ରର ଏକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତ ଫ୍ୟାକ୍ଟ୍ରିକୁ ନେଇଥିଲେ ଦଲାଲ୍। ଶ୍ରମିକମାନେ କାର୍ଯ୍ୟରେ ଯୋଗଦେବାକୁ ଇତି ମଧ୍ୟରେ ମାସେ ପୁରୁନି।…
ଅଧିକ ଖବର ଦେଖନ୍ତୁ...

କାଶୀପୁର ୩ଟି ଜିଲ୍ଲା ପରିଷଦ ଜୋନରେ ଆଦିବାସୀଙ୍କୁ ଅଣଦେଖା: ହାଇକୋର୍ଟରେ ମାମଲା, ପକ୍ଷ ରଖିଲା ଆଦିବାସୀ ସମାଜ

ରାୟଗଡ଼ା: କାଶୀପୁର ବ୍ଲକର ୩ ଜିଲ୍ଲା ପରିଷଦ ଜୋନରେ ଆଦିବାସୀ ପ୍ରାର୍ଥୀଙ୍କୁ ଉପେକ୍ଷାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ମାମଲାର ବିଚାରଣ ରାୟଗଡ଼ା ଜିଲ୍ଲାପାଳଙ୍କ କୋର୍ଟରେ କରି ୨୧ ଦିନ ଭିତରେ ରାଜ୍ୟ ନିର୍ବାଚନ କମିଶନର ଓ ହାଇକୋର୍ଟକୁ ଅବଗତ କରିବା ପାଇଁ ଜଷ୍ଟିସ୍ ବିଶ୍ବଜିତ୍…
ଅଧିକ ଖବର ଦେଖନ୍ତୁ...

ଖଳାରେ ଗଦା ହେଉଛି ଅଧା ପାଚିଲା ଫସଲ, ଚାଷୀଙ୍କୁ ଘାରିଲାଣି ବାତ୍ୟା ଚିନ୍ତା

ରାୟଗଡ଼ା: ଅମଳକ୍ଷମ ହୋଇନି ଧାନ। କେଉଁଠି ଅଧା ତ, କେଉଁଠି ପାଚିବାକୁ ଆହୁରି ୧୫ ଦିନ ଲାଗିପାରେ। ହେଲେ ସମ୍ଭାବ୍ୟ ବାତ୍ୟା ଭୟରେ ଅଧା ପାଚିଲା ଧାନକୁ କାଟି ଖଳାରେ ଗଦା କରିବାରେ ଲାଗି ପଡିଛି ଚାଷୀ। ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଅପେକ୍ଷା ଅଧା ପାଚିଲା ଧାନକୁ ବିକ୍ରି କିଛି ଋଣ ଭରଣା…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ଅର୍ଥରେ ଦଳିତ ଛାତ୍ରୀଙ୍କ ୧୫୦୦୦ ଟଙ୍କା ଫିସ୍‌ ପୈଠ କଲେ ଆହ୍ଲାବାଦ୍‌ ହାଇକୋର୍ଟ ବିଚାରପତି

ଲକ୍ଷ୍ନୌ: ‘ଆଇଆଇଟି (ବିଏଚ୍‌ୟୁ) ବାରାଣସୀ’ରେ ପାଇଁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଆର୍ଥିକ ଅନଟନ ହେତୁ ନାମ ଲେଖାଇ ପାରି ନ ଥିବା ଜଣେ ୧୭ ବର୍ଷୀୟ ଦଳିତ ଛାତ୍ରୀଙ୍କ ଫିସ୍‌ ବାବଦକୁ ଆହ୍ଲାବାଦ୍‌ ହାଇକୋର୍ଟର ଜଣେ ବିଚାରପତି ସ୍ବେଚ୍ଛାକୃତ ଭାବେ ନିଜ ଅର୍ଥରୁ ୧୫,୦୦୦ ଟଙ୍କା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଟ୍ରାନସଫର୍ମର ଚୋରିବେଳେ ଧରାପଡିଲା ଲୁଟେରା, ପୁଲିସ ଜିମାରେ ଚୋରକୁ ଦେଲେ ଗ୍ରାମବାସୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବିଦ୍ୟୁତ ଟ୍ରାନସଫର୍ମର ଚୋରି କରି ନେଉଥିବା ସମୟରେ ଜଣେ ଚୋର ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ବେଳେ ଅନ୍ୟ ତିନି ଜଣ ଖସିଯିବାକୁ ସକ୍ଷମ ହୋଇଛନ୍ତି | ତେବେ ବିଦ୍ୟୁତ୍ ଟ୍ରାନସଫର୍ମର…
ଅଧିକ ଖବର ଦେଖନ୍ତୁ...

୨ ସାଂସଦ, ୧୧ ବିଧାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ମନୋନୀତ

ଭୁବନେଶ୍ୱର: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରଦିଷ (ଡବ୍ଲ୍ୟୁଡିସି) ପାଇଁ ୨ଜଣ ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ମନୋନୀତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିମ୍ନଲିଖିତ ସାଂସଦ ଓ ବିଧାୟକ ଡବ୍ଲ୍ୟୁଡିସି ପାଇଁ ମନୋନୀତ -କନ୍ଧମାଳ ସାଂସଦ ଅଚ୍ୟୁତ…
ଅଧିକ ଖବର ଦେଖନ୍ତୁ...

ମାସକୁ ୩୫ଟଙ୍କା ଦରମା ପାଉଥିବା ବେଳେ ଚାଲିଚାଲି ସୁଟିଂ ସେଟକୁ ଯାଉଥି‌ଲେ ରୋହିତ ସେଟ୍ଟୀ

ନୂଆଦିଲ୍ଲୀ: ରୋହିତ ସେଟ୍ଟୀଙ୍କ ନାମ ବଲିଉଡର ନାମୀ ନିର୍ଦ୍ଦେଶକଙ୍କ ତାଲିକାରେ ସାମିଲ ରହିଛି। ଚଳଚ୍ଚିତ୍ରରେ ତାଙ୍କର ଆକ୍ସନ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ। ରୋହିତ ଆଜି ବଡ଼ବଡ଼ ତାରକାଙ୍କ ସହ କାମ କରୁଛନ୍ତି, ଏହି ସ୍ଥାନରେ ପହଞ୍ଚିବା ପାଇଁ ରୋହିତଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକାରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ଉଦବେଗଜନକ ହୋଇନାହିଁ; ‘ଓମିକ୍ରନ୍‌’ ଦ୍ରୁତ ସଂକ୍ରାମକ କିନ୍ତୁ…

ନୂଆଦିଲ୍ଲୀ:  ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ‘ଓମିକ୍ରନ୍‌’ର ଲକ୍ଷଣ ଅସ୍ବାଭାବିକ ହେଲେ ବି ପ୍ରଭାବ  ଖୁବ୍‌ ସାଧାରଣ ବୋଲି ଦକ୍ଷିଣ ଆଫ୍ରିକାରେ ଥିବା ହସ୍ପିଟାଲ୍‌ ଓ ଡାକ୍ତରମହଲରେ ମତ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ସେଠାକାର କିଛି ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଉପନିରୀକ୍ଷକଙ୍କୁ ମାଓବାଦୀ ନାଁରେ ହତ୍ୟା ଧମକ, ଥାନାରେ ଏତଲା

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅବକାରୀ କାର୍ଯ୍ୟାଳୟର ଭାରପ୍ରାପ୍ତ ଉପନିରୀକ୍ଷକ ଅରୁଣ କୁମାର ଯୋଶୀଙ୍କୁ ମାଓବାଦୀ ନାଁରେ ହତ୍ୟା ଧମକ ମିଳିଛି। ଏନେଇ ଶ୍ରୀ ଯୋଶୀ ଗତକାଲି ରାତିରେ ନାରାୟଣପାଟଣା ଥାନାରେ ଲିଖିତ ଏତଲା ଦେଇଥିଲା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...