କଟକ ରେଳ ଷ୍ଟେସନରେ ପଶିଗଲେ ଆତଙ୍କବାଦୀ!
କଟକ: ଆଜି ଦିନ ପ୍ରାୟ ୧୨ଟା ୩୦। କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୫ରେ ୩ଜଣ ସନ୍ଦିଗ୍ଧ ପଶିବାକୁ ଉଦ୍ୟମ କରିଥିଲେ। ଆରପିଏଫ୍ କର୍ମଚାରୀ ସେମାନଙ୍କୁ ଯାଞ୍ଚ କରିବାକୁ ଉଦ୍ୟମ କଲାବେଳେ ସମ୍ପୃକ୍ତ ସନ୍ଦିଗ୍ଧମାନେ ଗୁଳି ଚଳାଇବା ସହିତ ରେଳ ଷ୍ଟେସନ ଭିତରେ ପଶି ଯାଇଥିଲେ। ୧୨ଟା ୪୦ରେ ଆରପିଏଫ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...