Daily Archives

November 30, 2021

ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍‌ ଜାରି: ମେଳା-ପ୍ରଦର୍ଶନୀ ଉପରେ ଲାଗିବ କଟକଣା

ଭୁବନେଶ୍ବର: କୋଭିଡ-୧୯ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ନେଇ ସମଗ୍ର ବିଶ୍ବବାସୀଙ୍କର ଚିନ୍ତା ବଢ଼ିଥିବା ବେଳେ ରାଜ୍ୟ ସରକାର ଆଗାମୀ ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ୨୦୨୨ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ବର୍ଷ ୨୨ର ଦ୍ବିତୀୟ ଚଉଠରେ ଭାରତର ଅଭିବୃଦ୍ଧି ହାର ଗତିଶୀଳ ହୋଇ ୮.୪%ରେ ପହଞ୍ଚିଛି

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୨ର ପ୍ରଥମ ଚଉଠରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ରେକର୍ଡ ବେଗରେ ବୃଦ୍ଧି ପାଇ ଦ୍ବିତୀୟ ଚଉଠରେ ସୁଦୃଢ଼ ରହିଛି। ସରକାରୀସୂତ୍ରରୁ ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ଜୁଲାଇ-ସେପ୍ଟେମ୍ବର ଚଉଠରେ ଭାରତର ‘ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ୍‌’ (ଜିଡିପି) ୮.୪୫% ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ: କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖ (ବୁଧବାର) ଠାରୁ ଆରମ୍ଭ ହେବାକୁ ଯାଉଛି। ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ତଥା ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ତେବେ ଶାସକ…
ଅଧିକ ଖବର ଦେଖନ୍ତୁ...

ପାଣି ଭର୍ତ୍ତି ବାଲଟିରେ ପଡି ୧୦ ମାସର ଶିଶୁକନ୍ୟା ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଟେମେରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୦ ମାସର ଶିଶୁ କନ୍ୟା ପାଣି ଭର୍ତ୍ତି ଥିବା ବାଲ୍ଟିରେ ମୁହଁ ମାଡି ପଡି ମୃତ୍ୟ ହୋଇଛି। ସୂଚନା ପ୍ରକାରେ ଟେମେରା ଗ୍ରାମର ବିଜୟ ମାଝୀଙ୍କ ସ୍ତ୍ରୀ ରଜନୀ ଆଜି ଦିନ ପ୍ରାୟ ୧୧ଟା ସମୟରେ ନିଜ ପୁଅ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନକୁ ଭାରତ ପଠାଉଥିବା ସହାୟତା ଉପରେ ପରିବହନ ସର୍ତ୍ତାବଳୀ ଓ ଟିକସ ଲାଗୁ କଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ସହାୟତା ପହଞ୍ଚିବା ପୂର୍ବରୁ ପାକିସ୍ତାନ କେତେକ ସର୍ତ୍ତାବଳୀର ତାଲିକା ପଠାଇଛି। ଆଫଗାନିସ୍ତାନକୁ ମାନବୀୟ ସହାୟତା ଭାବେ ୱାଘା ସୀମାନ୍ତ ବାଟେ ୫୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ଏବଂ ଜୀବନ ରକ୍ଷାକାରୀ ଔଷଧ ପରିବହନ ଲାଗି ପାକିସ୍ତାନ ଔ‌ପଚାରିକ ଭାବେ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବିତ ବାତ୍ୟା ପାଇଁ ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆସୁଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଏସବୁ ଭିତରେ ଏସଆରସି ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ  ସତର୍କ ସୂଚନା ଜାରି କରିବା ସହ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି…
ଅଧିକ ଖବର ଦେଖନ୍ତୁ...

କେବଳ ଜିଓ ନୁହେଁ, ଆସନ୍ତାକାଲିଠାରୁ ଏସବୁ ରିଚାର୍ଜ ବି ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ: ଡିସେମ୍ବର ମାସରେ ମହଙ୍ଗା ମାଡ ହେବାକୁ ଯାଉଛି | କାରଣ କେବଳ ଜିଓ ରିଚାର୍ଜର ମୂଲ୍ୟ ବଢିବାକୁ ଯାଉନାହିଁ ବରଂ ଡିସେମ୍ବର ଆରମ୍ଭରୁ ଆମାଜନ ପ୍ରାଇମ ମେମ୍ବରସିପ, ଡିଟିଏଚ ରିଚାର୍ଜ ଏବଂ ଏସବିଆଇ କ୍ରେଡିଟ କାର୍ଡ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ | ଅର୍ଥାତ ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଭୟରେ ଧାନ ସମ୍ପୂର୍ଣ୍ଣ ପାଚି ନ ଥିଲେ ମଧ୍ୟ କାଟି ନେଉଛନ୍ତି ଚାଷୀ

ନୂଆଦିଲ୍ଲୀ; ସମ୍ଭାବ୍ୟ ବାତ୍ୟା ‘ଯାୱାଦ’କୁ ନେଇ ଚାଷୀ ମାନେ ଛାନିଆ ହେଇଯାଇଛନ୍ତି । ବାତ୍ୟା ଭୟରେ ଧାନ ସମ୍ପୁର୍ଣ୍ଣ ପାଚି ନ ଥିଲେ ମଧ୍ୟ ଚାଷୀମାନେ ଏହାକୁ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଚାଷୀ ମାନେ ଜମିରୁ ଧାନ କାଟିବା ଆରମ୍ଭ କରିଦେଇଛନ୍ତି । ଧାନ…
ଅଧିକ ଖବର ଦେଖନ୍ତୁ...

୨୦୨୨ ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ:…

ରାଉରକେଲା: ରାଉରକେଲା ଠାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର…
ଅଧିକ ଖବର ଦେଖନ୍ତୁ...

ଖବରକାଗଜ ହକରଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା: ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ମିଳିବ ୨ ଲକ୍ଷ ଟଙ୍କା

ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି …
ଅଧିକ ଖବର ଦେଖନ୍ତୁ...