Monthly Archives

December 2021

ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଉଚ୍ଛେଦକୁ ତୀବ୍ର ବିରୋଧ, ସଶସ୍ତ୍ର ଶୋଭାଯାତ୍ରା

ପାଟଣାଗଡ଼: ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଉ‌ଚ୍ଛେଦ କରାଯାଇଥିବାରୁ ଏହାକୁ ପାଟଣାଗଡ଼ରେ ତୀବ୍ର ବିରୋଧ କରାଯାଇଛି। ଆଦିବାସୀ ସଂଘର କର୍ମକର୍ତ୍ତାମାନେ ସଶସ୍ତ୍ର ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ୍‌ ଅଫିସକୁ ଧସେଇ ପଶିବା ସହ ଲାଗିଥିବା ବ୍ୟାନର…
ଅଧିକ ଖବର ଦେଖନ୍ତୁ...

ଏମଜିଏନଆରଜିଏରେ ବଡ ଦୁର୍ନୀତି: ସ୍କୁଲ ପିଲାଙ୍କ ନାମରେ ଟଙ୍କା ଉଠାଣ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କେନ୍ଦୁଗୁଡା ପଞ୍ଚାୟତରେ ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବଡ ଦୁର୍ନୀତି ଏବେ ପଦାକୁ ଆସିଛି। ଘଟଣା ଅନୁଯାୟୀ କେନ୍ଦୁଗୁଡା ପଞ୍ଚାୟତର ଆଦର୍ଶ ଗ୍ରାମ ଭାବେ ଭାଲୁଗୁଡା ବେଶ ପରିଚିତ। ଏହି ଗ୍ରାମର ଛକରେ ଏକ ପଖୋରୀ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବକୁ ପୁଣି ଫେରିବ କି ଆତଙ୍କବାଦ ?

ନୂଆଦିଲ୍ଲୀ : ନିକଟରେ ଜର୍ମାନୀରୁ ଗିରଫ ହୋଇଥିବା ଶିଖ ଫର ଜଷ୍ଟିସ (ଏସଏଫଜେ) ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନିକୁ ଜେରା ବେଳେ କେତେକ ସାଂଘାତିକ ଷଡ଼ଯନ୍ତ୍ରର ସୂଚନା ମିଳିଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ଏସଏଫଜେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ ପ୍ରଭାବ: ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର

ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣା ଲଗାଇଛନ୍ତି | ଜିରୋ ନାଇଟ ସେଲିବ୍ରେସନ ସହ ଏକାଠି ସମବେତ ହୋଇ ପାର୍ଟି କରିବା ଉପରେ କଟକଣା ଥିବାରୁ ହୋଟେଲ, ବାର ସବୁ ଫାଙ୍କା ପଡିଛି | ସେହିପରି କିଛି ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ନବବର୍ଷ ସେଲିବ୍ରେସନ ଫିକା…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ନାଭିରେ ଲଗାନ୍ତୁ କିଛି ବୁନ୍ଦା ମହୁ, ମିଳିବ ଏସବୁ ଫାଇଦା

ନୂଆଦିଲ୍ଲୀ: ନାଭିରେ ମହୁ ଲଗାଇବା ଦ୍ବାରା ଚର୍ମ ସମସ୍ୟାରୁ ନେଇ ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା  ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇଥାଏ। ଏହା ଯେକୌଣସି ପ୍ରକାରର ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ। ନାଭିରେ ମହୁ ଲଗାଇଲେ ଚର୍ମର ଶୁଷ୍କତା ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓ ପିକଅପ ମୁହାମୁହିଁ ଧକ୍କା: ୫ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡା ରାସ୍ତାର ଲୁଣପଙ୍ଗା ରଜାବନ୍ଧ ନିକଟରେ ଆଜି ରାତି ୮ଟା ସମୟରେ ଶଗଡା ପାର୍ଶ୍ବରୁ ଆସୁଥିବା ଏକ ହାରଭେଷ୍ଟର ବୋଝେଇ ଟ୍ରାକ୍ଟର ଓ ମନମୁଣ୍ଡା ପାର୍ଶ୍ବରୁ ଆସୁଥିବା ଏକ ବଲେରୋ ପିକଅପ (ଓଡି୩୧ଜି ୫୩୪୭) ମଧ୍ୟରେ ମୁହାମୁହିଁ ଧକ୍କା ହେବା…
ଅଧିକ ଖବର ଦେଖନ୍ତୁ...

୨ ମାସର ଶିଶୁପୁତ୍ର ନିଖୋଜ ଅଭିଯୋଗ, ଦିନସାରା ଖୋଜି ପାଇଲେନି ପରିବାର ଲୋକେ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଆଇଁଲାଛାଟ୍‌ର ମନୋରଞ୍ଜନ ବାଘ ଓ ସୀତୟା ବାଘଙ୍କ ୨ ମାସ ୭ ଦିନର ଛୁଆ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ତାଙ୍କ ପଡ଼ୋଶୀ ଅରୁଣା ସେଠ୍‌ ଶିଶୁଟିକୁ ଧରିଥିଲେ। ଅରୁଣା ମାନସିକ ବିକୃତ ରହିଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶନିବାରଠାରୁ ମହଙ୍ଗା ହେବ ଏଟିଏମ୍ ବ୍ୟବହାର

ଭୁବନେଶ୍ବର : ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ । ଗତ ଜୁନ ମାସରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ ପାଇଁ ବିଦେଶ ଗଲେ ରାହୁଲ, ବିରୋଧୀ କହିଲେ ଇଏ ଜଣେ ‘ପାର୍ଟଟାଇମ ନେତା’

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନୂଆବର୍ଷ ପାଇଁ ବିଦେଶ ଗସ୍ତରେ ଯାଇଛନ୍ତି ଓ ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି | ବାସ୍ତବରେ, ଡିସେମ୍ବର ୨୮ରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ରାହୁଲ ଯୋଗଦେବା ପରେ ତାଙ୍କର ବିଦେଶ ଯିବା କାର୍ଯ୍ୟକ୍ରମ ସ୍ଥିର…
ଅଧିକ ଖବର ଦେଖନ୍ତୁ...