Daily Archives

December 1, 2021

ଗୋପାଳପୁର ବନ୍ଦର ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର : ଗୋପାଳପୁର ବନ୍ଦର ପକ୍ଷରୁ ନିଜର ସିଏସଆର କାର୍ଯ୍ୟକ୍ରମ ଅଧିନରେ ବ୍ରହ୍ମପୁରର ଟିକିରିଆଠାରେ ଏକ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ କରି ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଖୋର୍ଦ୍ଧା: ଆଜି ବିଶ୍ୱ ଏଡ୍‌ସ ସଚେତନତା ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ଣରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ପୂର୍ବତଟ ରେଳବାଇ ବାତିଲ କଲା ୯୫ ଟ୍ରେନ

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ସମୁଦ୍ର ଭିତରେ ରହି ବଳ ଗୋଟାଉଛି। ଆସନ୍ତା ୩ ତାରିଖ ଏହାର ଝଡ଼ର ରୂପ ନେବ ଏବଂ ୪ ତାରିଖ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ମାଡ କରିବ। ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ୟୁରୋପରେ ବାଧ୍ୟତାମୂଳକ ଟିକାକରଣ ଲାଗି ବିଚାର

ଲଣ୍ଡନ : ୟୁରୋପରେ କରୋନାର ପ୍ରକୋପ ପୁଣି ଥରେ ଦେଖାଦେଇଥିବାବେଳେ ବାଧ୍ୟତାମୂଳକ ଟିକାକରଣ ସପକ୍ଷରେ ମତ ପ୍ରକାଶ ପାଇଛି । ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଲେୟେନ କହିଛନ୍ତି ଯେ ବାଧ୍ୟତାମୂଳକ ଟିକାଦାନ ପାଇଁ ସମୟ ଆସିଯାଇଛି । କିଛି ଦିନ ପୂର୍ବେ ଜର୍ମାନି ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା, ଆନ୍ଧ୍ର ଓ ବଙ୍ଗରେ ଏନଡିଆରଏଫ୍ ନିୟୋଜିତ ହେବେ, ସ୍ଥଳସେନା ଓ ନୌସେନାର ଉଦ୍ଧାରକାରୀ ଦଳ ପ୍ରସ୍ତୁତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର…
ଅଧିକ ଖବର ଦେଖନ୍ତୁ...

ବିମାନ ଅପହରଣ ସମୟରେ ସଫଳ ମୁକାବିଲା ପାଇଁ ମକ୍‌ଡ୍ରିଲ

ରାଉରକେଲା: ଆର୍‌ଏସ୍‌ପି ବିମାନବନ୍ଦରରେ ଆଜି ବିମାନ ଅପହରଣ ଜନିତ ସ୍ଥିତିର ସଫଳ ମୁକାବିଲା ପ୍ରସ୍ତୁତିର ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବିମାନ ବନ୍ଦରରେ ଯେକୌଣସି ବିମାନ ଅପହରଣ ମାମଲାର ଉଚିତ ମୁକାବିଲା ପାଇଁ ପ୍ରଭାବଶାଳୀ ଯୋଜନା ଓ ପ୍ରକ୍ରିୟାର କାର୍ଯ୍ୟ ନିପୁଣତା ଯାଞ୍ଚ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆକାଶ ମହୁରିଆ ହତ୍ୟା ମାମଲା : ୪ ପୁଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା କ୍ରାଇମ୍ ବ୍ରାଞ୍ଚ

ଜୟପୁର: ୨୦୧୭ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ୍ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ୍ ମହୁରିଆଙ୍କୁ ବେଆଇନ୍ ଭାବେ ରଖିବା ଅଭିଯୋଗରେ କ୍ରାଇମ୍ ବ୍ରାଂଚ ୪ପୁଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ଏମାନେ ହେଲେ ତତ୍କାଳୀନ ଜୟପୁର ଟାଉନ ଥାନା ଆଇଆଇସି ତପନ…
ଅଧିକ ଖବର ଦେଖନ୍ତୁ...

ସମ୍ଭାବିତ ବନ୍ୟା ପାଇଁ ଚାଷୀ ବିକଳ, ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ବଢିଲା ଚିନ୍ତା 

ଭଞ୍ଜନଗର: ବର୍ଷ ସାରା ହାଡ ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଫଳାଇଥିଲା। ବର୍ତ୍ତମାନ ଆସନ୍ନ ବାତ୍ୟର ସୂଚନା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି। ଆସନ୍ତା ୪ ତାରିଖରେ ଏହା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ୩ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି।…
ଅଧିକ ଖବର ଦେଖନ୍ତୁ...

ଅକାଳି ଦଳ ଛାଡ଼ି ବିଜେପିରେ ମିଶିଲେ ମନଜିନ୍ଦର ସିଂ ସିରସା

ନୂଆଦିଲ୍ଲୀ : ଆଗକୁ ପଞ୍ଜାବ ନିର୍ବାଚନ ଥିବାବେଳେ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ଏହା ସହିତ ନେତାମାନେ ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି । ଆଜି ଅକାଳି ଦଳ ନେତା ମନଜିନ୍ଦର ସିଂ ସିରସା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଗଜେନ୍ଦ୍ର ସିଂ…
ଅଧିକ ଖବର ଦେଖନ୍ତୁ...

ଠେଲାରେ ବସି ଷ୍ଟ୍ରିଟ ଲାଇଟରେ ପାଠ ପଢ଼ୁଥିବା ଛା‌ତ୍ର ହେବେ ଇଞ୍ଜିନିୟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଅଲ୍ଲାପୁରର ବାସିନ୍ଦା କରଣ ସୋନକର ସେହି ଛାତ୍ରମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି ଯେଉଁମାନେ ଅସୁବିଧା ଥିବା କହି ପାଠପଢ଼ନ୍ତି ନାହିଁ। କରଣ ତାଙ୍କ ଆତ୍ମବିଶ୍ବାସ ବଳରେ ବଡ଼ ସଫଳତା ହାସଲ କରିଛନ୍ତି । ଦାରିଦ୍ର୍ୟ ତାଙ୍କ ସଫଳତାରେ ବାଧା ଦେଇ…
ଅଧିକ ଖବର ଦେଖନ୍ତୁ...