Daily Archives

December 1, 2021

ନଭେମ୍ବରରେ  ଦେଶରେ ଘଟିଛି ୧୬୮ଟି ଅତି ପ୍ରବଳ ବର୍ଷା ଘଟଣା: ଆଇଏମଡି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି ଯେ ଗତ ନଭେମ୍ବର ମାସରେ ଦେଶରେ ୬୪୫ଟି ପ୍ରବଳ ବର୍ଷା ଏବଂ ୧୬୮ଟି ଅତି ପ୍ରବଳ ବର୍ଷା ଘଟଣା ଘଟିଛି। ଯାହାକି ପାଞ୍ଚ ବର୍ଷ ମଧ୍ୟରେ ନଭେମ୍ବର ମାସରେ ସର୍ବାଧିକ। ଏଥି ମଧ୍ୟରେ ନଭେମ୍ବର ମାସରେ ୧୧ଟି ଅତ୍ୟଧିକ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ହକି କନିଷ୍ଠ ବିଶ୍ବକପ: ବେଲଜିୟମକୁ ୧-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

ଭୁବନେଶ୍ବର: ଗତଥରର ବିଜେତା ଭାରତ ବୁଧବାର ଚଳିତ ପୁରୁଷ ହକି କନିଷ୍ଠ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ରେ ବେଲ୍‌ଜିୟମକୁ ୧-୦ ଗୋଲରେ ପରାସ୍ତ କରିଛି। ଏହାଫଳରେ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ସରଦାନନ୍ଦ ତିୱାରୀ ଏକ ପେନାଲ୍ଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି କାହାରି ପରାମର୍ଶ ନେବେ। ଡାକ୍ତରୀ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ନବ ବିବାହିତ ଦମ୍ପତି ପରସ୍ପରଙ୍କୁ ମନର କଥା କହିବେ। ବୃଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସଂପର୍କ ହେବ। ପ୍ରିୟ ବନ୍ଧୁ ସହ ଫୋନରେ କଥା ହେବେ। ପାରିବାରିକ…
ଅଧିକ ଖବର ଦେଖନ୍ତୁ...

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ଦେଖି ଚମକି ପଡିଥିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ବୈଜ୍ଞାନିକ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ଯେତେବେଳେ ସେ ପ୍ରଥମ ଥର ଦେଖିଲେ, ସେତେବେଳେ ଏକ ପ୍ରକାର ଚମକି ପଡିଥିଲେ । ଏଇ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବୈଜ୍ଞାନିକ ଜଣଙ୍କ ନୂଆ ଭାରିଆଣ୍ଟକୁ ଦେଖି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ନିଜ ଅଫିସରେ ବନ୍ଦୀ ହେଲେ ବିଡ଼ିଓ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିଡ଼ିଓ ସତ୍ୟନାରାୟଣ ମେହେର ଆଜି ନିଜ ଅଫିସରେ ବନ୍ଦୀ ହୋଇ ରହିଥିଲେ। ଝରିଗାଁ ବ୍ଲକ ଅଧ୍ୟକ୍ଷା ରମୁଲା ଗଣ୍ଡ ଆଜି ପ୍ରାୟ ୧୧ ଘଂଟା ସମୟରେ ଝରିଗାଁ ବିଡ଼ିଓ ବ୍ଳକର ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁ ନଥିବା ଏବଂ ଲେଆଉଟ ଦେଉ ନଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଚାଉଳ ଦାବିରେ ସରପଞ୍ଚ ଏବଂ ବ୍ଲକ କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ବ୍ଲକ କର୍ମଚାରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଲା ବନ୍ଦ କରି ଦିଆଯାଇଛି। ଆଜି ଦିନ ୧୧ଟା ସମୟରେ ପଞ୍ଚାୟତ ସ୍ତରରେ ରୋଜଗାର ଦିବସ ପାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...

ୟୁପିଏ ବୋଲି ଆଉ କିଛି ନାହିଁ : ମମତା  

ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)ର ଏବେ ସ୍ଥିତି କ’ଣ ?  ଏହି ପ୍ରଶ୍ନକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ତୃଣମୂଳ କଂଗ୍ରେସ ଓ କଂଗ୍ରେସ । ଆଜି ଏନସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିବା ଅବସରରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଚୋରି ଘଟଣାରେ ଜଣେ ଅଟକ: ଜଣେ କନେଷ୍ଟବଳ, ୨ ଗୃହରକ୍ଷୀ ନିଲମ୍ବିତ

ସୋନପୁର: ଗତ ସୋମବାର ରାତିରେ ସ୍ଥାନୀୟ ମା’ ସୁରେଶ୍ବରୀ ମନ୍ଦିରର ମୁଖ୍ୟ ଫାଟକ ଏବଂ ଗମ୍ଭୀରା ଫାଟକ ତାଲା ଭାଙ୍ଗି ରୁପା ମୁକୁଟ ଓ ୨ଟି ଛତ୍ର ଚୋରି ହୋଇଥିଲା। ସେହିପରି ସୁବର୍ଣ୍ଣମେରୁ ମନ୍ଦିର ପରିସରସ୍ଥିତ ମା’ କାଳୀ ମନ୍ଦିରରୁ ସୁନା ନଥ ଚୋରି ହୋଇଥିଲା। ବଡ଼ବଜାରସ୍ଥିତ ଗଣେଶ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକଙ୍କ ‘ହତ୍ୟା ଯୋଜନା’ କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିଲେ କଂଗ୍ରେସ ନେତା; ଭିଡିଓ ହେଲା ଭାଇରାଲ

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସର ନେତା ଗୋପାଳକୃଷ୍ଣ ହତ୍ୟା ଏବଂ ସମାପ୍ତ ବିଷୟରେ କହୁଥିବାର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛିଯ ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ କର୍ଣ୍ଣାଟକ ବିଧାନସଭାରେ ବେଙ୍ଗାଲୁରୁର ୟେଲାହାଙ୍କାକୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ…
ଅଧିକ ଖବର ଦେଖନ୍ତୁ...

କୃଷି ଆଇନ ପ୍ରତ୍ୟାହାର ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ପ୍ରଣୟନ କରାଯାଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସୋମବାରଦିନ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ସଂସଦରେ ବିଲ ଆଗତ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲକୁ…
ଅଧିକ ଖବର ଦେଖନ୍ତୁ...