Daily Archives

December 2, 2021

ଛାତ ଉପରୁ ଖସି ଯୁବ କ୍ରିକେଟରଙ୍କ ମୃତ୍ୟୁ

ଧର୍ମଶାଳା : ଛାତ ଉପରୁ ଖସିପଡ଼ି ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ କଣ୍ଟାମାଳିଆ ଗ୍ରାମର ଯୁବ କ୍ରିକେଟର ଜିତେନ୍ଦ୍ର କୁମାର ଜେନା(୩୨)ଙ୍କର ମୃତ୍ୟୁ ଘଟିଛି। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ବରଯାତ୍ରୀ ହୋଇ ବୁଧବାର ରାତିରେ ସେ ବଡ଼ଚଣା ବ୍ଲକ କୂଳହରିପୁର ଗାଁକୁ ଯାଇଥିଲେ। ଭୋଜି ଖାଇସାରି…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତାରେ ରୂପାନ୍ତରଣ ହେବ ପୁଣି ୬ ହାଇସ୍କୁଲ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ପୁଣି ୬ଟି ହାଇସ୍କୁଲ ରୂପାନ୍ତରଣ କରାଯିବା ପାଇଁ ସରକାରୀସ୍ତରରେ ସ୍ଥିର ହୋଇଛି। ଏସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସରକଣା…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରେ ହେବ ଭାରତ-ଚୀନ ଆଲୋଚନା, ହଟସ୍ପ୍ରିଙ୍ଗରୁ ସେନା ପ୍ରତ୍ୟାହାର କଥା ଉଠିବ

ନୂଆଦିଲ୍ଲୀ : ଏଲଏସି ସମେତ ସୀମାର ଅନ୍ୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ବିଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ଭାରତ ଓ ଚୀନ ମଧ୍ୟରେ ଆଲୋଚନା ଚାଲିଥିଲେ ବି ତାହାର କୌଣସି ସୁଫଳ ମିଳିପାରି ନାହିଁ । ତେବେ ବାରମ୍ବାର ଆଲୋଚନା ଜାରି ରହିଛି । ଦୁଇ ପକ୍ଷ ମଧ୍ୟରେ ୧୪ତମ କୋର କମାଣ୍ଡର…
ଅଧିକ ଖବର ଦେଖନ୍ତୁ...

ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନ ‘ମିରାଜ’ର ଚକ

ଲଖନଉ: ଚୋରି ହୋଇଗଲା ଯୁଦ୍ଧ ବିମାନ ମିରାଜର ଚକ | ଏ ସମ୍ପର୍କରେ ସୂଚନା ପାଇବା ପରେ ବାୟୁସେନା ଅଧିକାରୀମାନେ ଟ୍ରଲରକୁ ଜବତ କରିଥିବାବେଳେ ଡ୍ରାଇଭରକୁ ଅଟକ ରଖିଛନ୍ତି | ମିଳିଥିବା ସୂଚନା ମୁତାବକ ମିରାଜ ଯୁଦ୍ଧବିମାନଗୁଡିକ ପାଇଁ ଚକ ବା ଟାୟାର ସେଣ୍ଟ୍ରାଲ ଏୟାର କମାଣ୍ଡ ଷ୍ଟେସନ ଵିକେଟିରୁ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ: ସୁରକ୍ଷା ବ୍ୟବସ୍ଥା କଡାକଡ଼ି, ୮ ରୁଟରେ ବସ୍ ଚଳାଚଳ ବନ୍ଦ

ରାୟଗଡ଼ା: ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପିଏଲଜିଏ ସପ୍ତାହ ପାଇଁ ପୁଲିସ୍ ଓ ସୁରକ୍ଷା ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନରେ ନିୟୋଜିତ ହୋଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍-୨୦୨୧: ୪ ଗୃହିଣୀ ଶ୍ରେଷ୍ଠ

କଟକ: ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୁଲ୍ୟରେ ଗୁରୁବାର ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍-୨୦୨୧” ର ପୁରସ୍କାର ବିତରଣୀ ଉତ୍ସବ ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନ୍‌ଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ।  ଲୋକପ୍ରିୟ ସେଫ୍ ସୁନୀଲ୍…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବାତ୍ୟା ପାଇଁ କୋରାପୁଟ ଓ ନୟାଗଡ଼ରେ ସରକାରୀ ଅଧିକାରୀଙ୍କ ୩ ଦିନ ଛୁଟି ବାତିଲ

ଭୁବନେଶ୍ବର: ବାତ୍ୟା ପାଇଁ ବାତିଲ ହେଲା ସରକାରୀ ଅଫିସରଙ୍କ ଛୁଟି । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋରାପୁଟ ଓ ନୟାଗଡ଼ରେ ସମସ୍ତ ସରକାରୀ ଅଫିସରଙ୍କୁ ଛୁଟିକୁ ବାତିଲ କରିଦିଆଯାଇଛି । ମୋଟ ୩ ଦିନ ପାଇଁ ଏହି ଛୁଟି ବାତିଲ କରାଯାଇଛି । ଆସନ୍ତା ୩ରୁ ୫ ତାରିଖ ଭିତରେ କୋରାପୁଟ ଓ ନୟାଗଡ଼ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କାହିଁକି ବିଫଳ ହେଲା ପେଟିଏମ୍  ଆଇପିଓ ? ଜାଣନ୍ତୁ ପୂରା କାହାଣୀ

ଭାରତର ବୃହତ୍ତମ ଆଇପିଓ କୁହାଯାଉଥିବା ପେଟିଏମ ଆଇପିଓ ବିଫଳ ହେବାରେ ରହିଛି ଏକାଧିକ କାରଣ । କିନ୍ତୁ ଏହାକୁ ନେଇ ଅନ୍ୟ ଟେକ୍-କମ୍ପାନିମାନେ ନିରାଶ ହେବାର କାରଣ ନାହିଁ। ଭାରତରେ ଡିଜିଟାଲ ନେଣଦେଣ ଲୋକପ୍ରିୟ ହେବା ପରେ ପେଟିଏମ୍ କମ୍ପାନି ଚର୍ଚ୍ଚାକୁ ଆସିଥିଲା । ପରେ ୨୦୧୬ରେ ଦେଶରେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ-ସ୍ତ୍ରୀଙ୍କୁ ୭ଦିନ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଭଡ଼ାଘର ଦେଖିବେ ଥାନା ଅଧିକାରୀ

ବ୍ରହ୍ମପୁର: ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଦେଇଥିଲେ। ତାଙ୍କ ଦ୍ବାରା କୋର୍ଟରେ ରୁଜୁ ହୋଇଥିବା ପିଟିସନ୍‌(ଏମ୍‌ସି ନମ୍ବର-୩୪୪/୨୧)ର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ଏସ୍‌ଡିଜେଏମ୍‌ ଏହି ପିଟିସନ୍‌ ଉପରେ ଶୁଣାଣି କରି ଏକ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମର ସୁରକ୍ଷା ସହ ରକ୍ଷଣାବେକ୍ଷଣ କରିବେ କେନ୍ଦ୍ର ସରକାର !

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଆଜି ରାଜ୍ୟସଭାରେ ଡ୍ୟାମ ସୁରକ୍ଷା ବିଲ୍, ୨୦୧୯ ପାରିତ ହୋଇଛି। ଏହି ବିଲକୁ ନେଇ ରାଜ୍ୟସଭାରେ ୪ ଘଣ୍ଟା ଧରି ଆଲୋଚନା କରାଯାଇଥିଲା। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ସାଂସଦମାନେ ଦାବି…
ଅଧିକ ଖବର ଦେଖନ୍ତୁ...